Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରମ୍ଭ ହେଲା କାଉଣ୍ଟର ଟିକେଟ ବିକ୍ରି : ଜଣଙ୍କୁ ସର୍ବାଧିକ ଦୁଇଟି ଟିକେଟ
ଆଜିର ଖବର

ଆରମ୍ଭ ହେଲା କାଉଣ୍ଟର ଟିକେଟ ବିକ୍ରି : ଜଣଙ୍କୁ ସର୍ବାଧିକ ଦୁଇଟି ଟିକେଟ

December 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି କଟକ ବାରବାଟୀରେ ବଡ଼ ମୁକାବିଲା: ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା, ଜାଣନ୍ତୁ ସବୁକିଛି
ଆଜି କଟକ ବାରବାଟୀରେ ବଡ଼ ମୁକାବିଲା: ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା, ଜାଣନ୍ତୁ ସବୁକିଛି

କଟକ, ୧୯/୧୨: ଆସନ୍ତା ୨୨ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍‌ ବାରବାଟୀ ଦିନିକିଆ ଶୃଙ୍ଖଳର ଅନ୍ତିମ ମ୍ୟାଚ୍‌ କଟକ ବାରବାଟୀଠାରେ ଅନୁଷ୍ଠିତ ହେବ। ଏଥିପାଇଁ କ୍ରୀଡ଼ାପ୍ରେମୀଙ୍କ ମହଲରେ ପ୍ରବଳ ଉତ୍ସାହ ବଢିଯାଇଛି।  ଅନ୍‌ଲାଇନ୍‌ରେ  ଟିକେଟ ବିକ୍ରି ସରିଯାଇଥିବାବେଳେ ଆଜିଠାରୁ ୨୧ ତାରିଖ ଯାଏ କାଉଣ୍ଟରରେ ଟିକେଟ ବିକ୍ରି ହେଉଛି।  ୧୨ଟି କାଉଣ୍ଟରରେ ୧୦ ହଜାର ୫୦ଟି ଟିକେଟ ବିକ୍ରି କରାଯିବ। ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ମଧ୍ୟ ପୂରା ଟିକେଟ ଲାଗିବ।  ପରିଚୟପତ୍ର ଦେଖାଇ ସର୍ବାଧିକ ୨ଟି ଟିକେଟ ନେଇ ହେବ ବୋଲି ସୂଚନା ରହିଛି। ଟିକେଟ ପାଇଁ ଲୋକମାନେ ରାତିରୁ ଲାଇନ୍‌ ଲଗାଇଥିବାର ଜଣାପଡିଛି। ଟିକେଟ ବିକ୍ରି ଯାଗାରେ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କ୍ରିକେଟ୍‌ ଖେଳ ପାଇଁ ଭାରତୀୟ କ୍ରିକେଟ ଖେଳାଳୀ ଓ ଓ୍ବେଷ୍ଟ ଇଣ୍ଡିଜ୍‌ କ୍ରିକେଟ ଖେଳାଳୀ ଅପରାହ୍ନ ୧.୩୦ରେ ଭୁବନେଶ୍ବରରେ ପହଞ୍ଚିବେ ବୋଲି ସୂଚନା ରହିଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲା ଏସଆଇଆର

June 13, 2026

ପୁରୀ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟପାଳ

June 13, 2026

ଭୋପାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ

June 13, 2026

କେନ୍ଦ୍ରୀୟ ଶ୍ରମ କର୍ତ୍ତୃପକ୍ଷଙ୍କ ତ୍ୱରିତ ହସ୍ତକ୍ଷେପ ଫଳରେ ଭୁବନେଶ୍ୱର ଏମ୍ସରେ ଧର୍ମଘଟର ହେଲା ସମାଧାନ

June 13, 2026
Latest News

ରାଜ୍ୟରେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲା ଏସଆଇଆର

June 13, 2026

ପୁରୀ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟପାଳ

June 13, 2026

ଜନ୍ମରୁ ଯତ୍ନ, ଶିକ୍ଷାରୁ ସଶକ୍ତୀକରଣ: ‘ବେଟି ବଚାଓ, ବେଟି ପଢାଓ’ର ସଫଳ ଯାତ୍ରା

June 13, 2026

ଭୋପାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ

June 13, 2026

କେନ୍ଦ୍ରୀୟ ଶ୍ରମ କର୍ତ୍ତୃପକ୍ଷଙ୍କ ତ୍ୱରିତ ହସ୍ତକ୍ଷେପ ଫଳରେ ଭୁବନେଶ୍ୱର ଏମ୍ସରେ ଧର୍ମଘଟର ହେଲା ସମାଧାନ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.