Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୂର୍ଯ୍ୟପରାଗ ଦେଖିବା ପାଇଁ ମୋଦି ପିନ୍ଧିଲେ ଦେଢ ଲକ୍ଷର ଚଷମା : ସୋସିଆଲ ମିଡିଆାରେ ମିଶ୍ରିତ ପ୍ରତିକ୍ରିୟା
ଆଜିର ଖବର

ସୂର୍ଯ୍ୟପରାଗ ଦେଖିବା ପାଇଁ ମୋଦି ପିନ୍ଧିଲେ ଦେଢ ଲକ୍ଷର ଚଷମା : ସୋସିଆଲ ମିଡିଆାରେ ମିଶ୍ରିତ ପ୍ରତିକ୍ରିୟା

December 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, 26/12 : ଗୁରୁବାର ସଙ୍ଗଠିତ ହୋଇଥିବା ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଢ ଲକ୍ଷ ଟଙ୍କାର ଚଷମା ପିନ୍ଧିଛନ୍ତି । ସୂର୍ଯ୍ୟପରାଗ ଦେଖୁଥିବା ସମୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ସୋସିଆଲ ମିଡିଆରେ ସେୟାର ପରେ ଏହାକୁ ନେଇ ବିଭିନ୍ନ ମିମ୍‌ ଦେଖିବାକୁ ମିଳିଛି । କିଛି ଲୋକ ମୋଦିଙ୍କ ସପକ୍ଷରେ ମିମ୍‌ ପୋଷ୍ଟ କରିଥିବା ବେଳେ କିଛି ମୋଦିଙ୍କ ବିପକ୍ଷରେ ଦେଖିବାକୁ ମିଳିଛି । ଏକ ମିମ୍‌ରେ ମୋଦି ଏହି ଚଷମାରେ ରାହୁଲ ଓ ସୋନିଆଙ୍କୁ ଦେଖୁଛନ୍ତି ବୋଲି ଲେଖାଯାଇଥିବା ବେଳେ ଅନ୍ୟ ଏକ ମିମ୍‌ରେ ମୋଦିଙ୍କ 5 ଟ୍ରିଲିୟନ୍‌ ଅର୍ଥନୀତି ଉପରେ କମେଣ୍ଟ କରାଯାଇଥିଲା । ମୋଦି ପିନ୍ଧିଥିବା ଏହି ଚଷମାଟି ଜର୍ମାନୀରେ ନିର୍ମିତ ହୋଇଥିବା ବେଳେ ଏହାର ମୂଲ୍ୟ 1.5 ଲକ୍ଷ ଟଙ୍କା ରହିଛି । (ଏଜେନ୍ସୀ)

Modi
Share. Facebook Twitter LinkedIn Email WhatsApp Copy Link

Related Posts

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026
Latest News

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.