Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏଏ ଓ ଏନ୍‌ଆରସି ବିରୋଧରେ ଷ୍ଟାଲିନ୍‌ ଓ  କାନିମୋଝିଙ୍କ ଅଭିନବ ବିରୋଧ ପ୍ରଦର୍ଶନ
ଆଜିର ଖବର

ସିଏଏ ଓ ଏନ୍‌ଆରସି ବିରୋଧରେ ଷ୍ଟାଲିନ୍‌ ଓ  କାନିମୋଝିଙ୍କ ଅଭିନବ ବିରୋଧ ପ୍ରଦର୍ଶନ

December 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ, 30/12: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର (ଏନ୍‌ଆରସି) ବିରୋଧରେ ପ୍ରଦର୍ଶନ ଜାରି ରହିଛି । ସୋମବାର ଚେନ୍ନାଇଠାରେ ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ ଓ ଡିଏମ୍‌କେ ସାଂସଦ କାନିମୋଝି ଅଭିନବ ଉପାୟରେ ସିଏଏ ଓ ଏନ୍‌ଆରସିର ବିରୋଧ ପ୍ରଦର୍ଶନ କରିଛନ୍ତି । ଷ୍ଟାଲିନ୍‌ ଓ କାନିମୋଝି ଘର ବାହାରେ ଏନ୍ଆରସି ଓ ସିଏଏ ବିରୋଧରେ ରଙ୍ଗୋଲି କରିଛନ୍ତି ।

ଡିଏମ୍‌କେ  ଦଳ ତରଫରୁ ଦଳର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ନିଜ ଘର ବାହାରେ ରଙ୍ଗୋଲି ତିଆରି କରି ସିଏଏ ଓ ଏନ୍‌ଆରସିର ବିରୋଧ ପ୍ରଦର୍ଶନ କରିବା ଉପରେ ନିଷ୍ପତ୍ତି ନେଇଛନ୍ତି ।  ଏହାର ଆରମ୍ଭ ଷ୍ଟାଲିନ୍‌ ଓ କାନିମୋଝୀ ପ୍ରାରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଚେନ୍ନାଇଠାରେ ନାଗରିକତା ସଂଶୋଧନ ଅଧିନିୟକ (ସିଏଏ), ରାଷ୍ଟ୍ରୀୟ ନାଗରିକ  ରେଜିଷ୍ଟାର (ଏନ୍‌ଆରସି), ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍‌ଟାର (ଏନ୍‌ପିଆର)ର ବିରୋଧରେ ଅନନ୍ୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏଠାରେ କିଛି ମହିଳା  ରବିବାର ବସନ୍ତ ନଗର ଅଞ୍ଚଳରେ ନୋ ଟୁ ସିଏଏ, ନୋ ଟୁ ଏନ୍‌ଆରସି ଓ ନୋ ଟୁ ଏନ୍‌ପିଆର ରଙ୍ଗୋଲି କରିଥିଲେ।  ଏହି ରଙ୍ଗୋଲି ବହୁ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିବାବେଳେ ଏହାକୁ ଦେଖିବାକୁ ନେଇ ବହୁତ ଭିଡ ହୋଇଥିଲା । ଏହି ଘଟଣାରେ ସିଟି ପୁଲିସ୍‌ ଛ’ଜଣ ମହିଳାଙ୍କୁ ଅଟକ ରଖିଥିଲା । ଏହି ଘଟଣାରେ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନକୁ ଦୃଢ ନିନ୍ଦା କରିବା ସହିତ ସାମ୍ବିଧାନିକ ମୌଳିକ ଅଧିକାରକୁ ସରକାର କ୍ଷୁର୍ଣ୍ଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

caa kkanimojhi mkstalin NRC Protest
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଶ୍ରୀଲଙ୍କା ମଧ୍ୟରେ ଏସୀୟ କ୍ରୀଡ଼ା କ୍ରିକେଟ୍ ଫାଇନାଲ୍: ବାତିଲ ହେଲେ କିଏ ଜିତିବ ସ୍ୱର୍ଣ୍ଣ ପଦକ?

September 20, 2026

ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ଅବୈଧ କହିଲା ଟାଟା ଟ୍ରଷ୍ଟ: ବୋର୍ଡ ନିଷ୍ପତ୍ତିକୁ କଲା ପ୍ରତ୍ୟାଖ୍ୟାନ

September 20, 2026

‘ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ’: ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି

September 20, 2026

ସୁଧ ଟଙ୍କା ବିବାଦ: OAS ଅଫିସରଙ୍କ ଘର ଆଗରେ ଯୁବକଙ୍କ ଆତ୍ମାହୁତି

September 20, 2026
Latest News

ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

September 20, 2026

ଭାରତ-ଶ୍ରୀଲଙ୍କା ମଧ୍ୟରେ ଏସୀୟ କ୍ରୀଡ଼ା କ୍ରିକେଟ୍ ଫାଇନାଲ୍: ବାତିଲ ହେଲେ କିଏ ଜିତିବ ସ୍ୱର୍ଣ୍ଣ ପଦକ?

September 20, 2026

ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ଅବୈଧ କହିଲା ଟାଟା ଟ୍ରଷ୍ଟ: ବୋର୍ଡ ନିଷ୍ପତ୍ତିକୁ କଲା ପ୍ରତ୍ୟାଖ୍ୟାନ

September 20, 2026

‘ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ’: ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି

September 20, 2026

ସୁଧ ଟଙ୍କା ବିବାଦ: OAS ଅଫିସରଙ୍କ ଘର ଆଗରେ ଯୁବକଙ୍କ ଆତ୍ମାହୁତି

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.