Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଙ୍ଗଳବାର ପ୍ରଥମ ଦିନିକିଆ : ଟିମ୍‌ ଚୟନକୁ ନେଇ ଦ୍ବନ୍ଦରେ ଭାରତ
ଆଜିର ଖବର

ମଙ୍ଗଳବାର ପ୍ରଥମ ଦିନିକିଆ : ଟିମ୍‌ ଚୟନକୁ ନେଇ ଦ୍ବନ୍ଦରେ ଭାରତ

January 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ମୁମ୍ବାଇରେ ଖେଳାଯିବ । ମ୍ୟାଚ୍‌ ପାଇଁ ଉଭୟ ଦଳ ପ୍ରସ୍ତୁତ ରହିଥିବା ବେଳେ ଟିମ୍‌ ଚୟନକୁ ନେଇ ଭାରତୀୟ ଦଳ ଦ୍ବନ୍ଦ୍ବରେ ରହିଛି । ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନରେ ଓପନିଂ ସ୍ଥାନକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଅଡୁଆରେ ପଡିଛି । ରୋହିତଙ୍କ ସହିତ ଉଭୟ ଧଓ୍ବନ୍‌ ଏବଂ ରାହୁଲ ସଫଳ ହୋଇଥିବାରୁ ମ୍ୟାନେଜମେଣ୍ଟ କାହାକୁ ଖେଳାଇବ ସେ ନେଇ ଅଡୁଆରେ ପଡିଛି । ସେହିପରି ଦ୍ରୁତ ବିଭାଗରେ ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ମହମ୍ମଦ ସାମିଙ୍କ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ତୃତୀୟ ବୋଲର ଭାବରେ ନବଦୀପ ସାଇନି କିମ୍ବା ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରେ ଜଣେ ସ୍ଥାନ ପାଇବେ । ମଧ୍ୟକ୍ରମରେ ଶ୍ରେୟସ ଆୟାର ଏବଂ ଋଷଭ ପନ୍ତଙ୍କ ସହିତ କେଦାର ଯାଦବ /ଶିବମ ଦୁବେଙ୍କ ମଧ୍ୟରେ ଜଣେ ସ୍ଥାନ ପାଇବାକୁ ଯାଉଛନ୍ତି । (ଏଜେନ୍ସୀ)

aus india odi
Share. Facebook Twitter LinkedIn Email WhatsApp Copy Link

Related Posts

‘CJP ଅର୍ଥ କଂଗ୍ରେସ ଜିତାଓ ପ୍ରୋଗ୍ରାମ’: ରାହୁଲ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଆକ୍ରମଣ

September 2, 2026

ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ମାମଲା: ରାଜ ଠାକରେଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ

September 2, 2026

କାର୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

September 2, 2026

ବିଧବା ମହିଳା ସନ୍ଦେହଜନକ ମୃତ୍ୟୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ

September 2, 2026
Latest News

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ଼ ଘୋଷଣା: ଚାଷୀ ଏବଂ ଶିକ୍ଷକଙ୍କ ବିରୋଧରେ ପ୍ରତ୍ୟାହାର ହେବ ମାମଲା 

September 2, 2026

କଂଗ୍ରେସରେ ଯୋଗଦେଲେ ଆସୀମ ୱକାର: AIMIM ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ

September 2, 2026

“ଯଦି GDP ବୃଦ୍ଧି ପାଇଛି, ତେବେ ୮୫ କୋଟି ଲୋକଙ୍କୁ ମାଗଣା ରାସନ୍ କିପରି?”: ସଞ୍ଜୟ ରାଉତଙ୍କ ପ୍ରଶ୍ନ

September 2, 2026

‘CJP ଅର୍ଥ କଂଗ୍ରେସ ଜିତାଓ ପ୍ରୋଗ୍ରାମ’: ରାହୁଲ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଆକ୍ରମଣ

September 2, 2026

ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ମାମଲା: ରାଜ ଠାକରେଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.