Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନ୍ମଦିନରେ ପତ୍ନୀଙ୍କୁ ବିଜୟ ଉପହାର ଦେଲେ ଏହି ନେତା!
ଆଜିର ଖବର

ଜନ୍ମଦିନରେ ପତ୍ନୀଙ୍କୁ ବିଜୟ ଉପହାର ଦେଲେ ଏହି ନେତା!

February 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିଓ୍ବାଲଙ୍କ ରାଜନୈତିକ ଦଳ ଆମ୍‌ ଆଦ୍‌ମୀ ପାର୍ଟି ବହୁମତ ହାସଲ କରି ବିଜୟୀ ହେବାକୁ ଯାଉଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲ ନିଜ ପତ୍ନୀଙ୍କୁ ଏକ ଉପହାର ଦେଇଛନ୍ତି । ପତ୍ନୀ ସୁନୀତା କେଜ୍ରିଓ୍ବାଲଙ୍କ ଜନ୍ମଦିନରେ ଆପ୍‌ ବିଜୟୀ ହେବା ସହିତ ନିଜେ କେଜ୍ରିଓ୍ବାଲ ମଧ୍ୟ ବିଜୟୀ ହୋଇ ଉପହାର ଦେଇଛନ୍ତି । ବିଜୟ ଖବର ସ୍ପଷ୍ଟ ହେବା ପରେ କେଜ୍ରିଓ୍ବାଲ ଦମ୍ପତ୍ତି ପରସ୍ପରକୁ କେକ୍‌ ଖୁଆଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମଙ୍ଗଳବାର ସୁନୀତା କେଜ୍ରିଓ୍ବାଲ 54 ବର୍ଷରେ ପଦାର୍ପଣ କରିଛନ୍ତି । ବିଭିନ୍ନ ଆପ୍‌ କର୍ମୀ ଏବଂ ଟ୍ବିଟ୍ଟର ବ୍ୟବହାରକାରୀ ଟ୍ବିଟ୍‌ କରି କେଜ୍ରିଓ୍ବାଲ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)

aap kejriwal
Share. Facebook Twitter LinkedIn Email WhatsApp Copy Link

Related Posts

ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ

April 12, 2026

ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍: ୮ ମୋଟରସାଇକେଲ ସହିତ ୧୦ ଅଭିଯୁକ୍ତ ଗିରଫ

April 12, 2026

ବବିଙ୍କ ଘରେ ବିଜେଡ଼ି ନେତାଙ୍କ ମେଳି

April 12, 2026

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ

April 12, 2026
Latest News

ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ

April 12, 2026

ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍: ୮ ମୋଟରସାଇକେଲ ସହିତ ୧୦ ଅଭିଯୁକ୍ତ ଗିରଫ

April 12, 2026

ବବିଙ୍କ ଘରେ ବିଜେଡ଼ି ନେତାଙ୍କ ମେଳି

April 12, 2026

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ

April 12, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ପାରାଦୀପ ଷ୍ଟେସନ ନିରୀକ୍ଷଣ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.