Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ସତର୍କତା : ଦିଲ୍ଲୀର ସମସ୍ତ ମଲ୍‌ ବନ୍ଦ କରିବାକୁ ଆଦେଶ ଦେଲେ କେଜରୀଓ୍ବାଲ
ଆଜିର ଖବର

କରୋନା ସତର୍କତା : ଦିଲ୍ଲୀର ସମସ୍ତ ମଲ୍‌ ବନ୍ଦ କରିବାକୁ ଆଦେଶ ଦେଲେ କେଜରୀଓ୍ବାଲ

March 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ପ୍ରଦେଶର ସମସ୍ତ ମଲ୍‌କୁ ବନ୍ଦ ରଖିବା ପାଇଁ ଆଦେଶ ଜାରି କରିଛନ୍ତି । କରୋନା ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଥିବାର ଜଣାପଡିଛି । ଦିଲ୍ଲୀର ସମସ୍ତ ମଲ୍‌ ବନ୍ଦ ରହିବ । ତେବେ ଗ୍ରୋସରୀ, ମେଡିସିନ୍‌, ପରିବା ପରି ଅତ୍ୟାବଶ୍ୟକ ଜିନିଷ ପାଇଁ ଦୋକାନ ଖୋଲାଯିବ । କରେନାରୁ ବର୍ତ୍ତିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ଆଜି ମୁମ୍ବାଇ ସମେତ ମହାରାଷ୍ଟ୍ରର ପ୍ରମୁଖ ଚାରିଟି ସହରରକୁ ମଧ୍ୟ ଲକ୍‌ ଡାଉନ୍‌ କରାଯିବାର ନିଷ୍ପତ୍ତି ନିଆଯାଇଛି । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟାନ୍ୟ ସମସ୍ତ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଦେଶରେ 195 ଜଣ ସଂକ୍ରମିତ ହୋଇଥିବାବେଳେ 5ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଚାରି ଜଣ ଭାରତୀୟ ଥିବାବେଳେ ଜଣେ ଇଟାଲୀର ନାଗରିକ ।

Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼!: ପ୍ରାୟ ୧ ହଜାର ବୃଦ୍ଧି ପାଇଲା ଗ୍ୟାସ ସିଲିଣ୍ଡର ମୂଲ୍ୟ 

May 1, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ମଇ ୧ ତାରିଖ ହେଉଛି ଶୁଭ ଦିନ, ବନିଯିବେ ଭାଗ୍ୟବାନ୍

May 1, 2026

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026
Latest News

ମହଙ୍ଗା ମାଡ଼!: ପ୍ରାୟ ୧ ହଜାର ବୃଦ୍ଧି ପାଇଲା ଗ୍ୟାସ ସିଲିଣ୍ଡର ମୂଲ୍ୟ 

May 1, 2026

SBI କାର୍ଡ ବ୍ୟବହାରକାରୀମାନେ, ଧ୍ୟାନ ଦିଅନ୍ତୁ! ୧ ମଇରୁ ବଦଳୁଛି ନିୟମ

May 1, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ମଇ ୧ ତାରିଖ ହେଉଛି ଶୁଭ ଦିନ, ବନିଯିବେ ଭାଗ୍ୟବାନ୍

May 1, 2026

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.