Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟାଙ୍କ ଅଫ୍‌ ବରୋଦା ଓ ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଜମା ହେବ ଜଗା ଟଙ୍କା
ଆଜିର ଖବର

ବ୍ୟାଙ୍କ ଅଫ୍‌ ବରୋଦା ଓ ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଜମା ହେବ ଜଗା ଟଙ୍କା

March 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ୟେସ୍‌ ବ୍ୟାଙ୍କରୁ ଜଗା ଟଙ୍କା ଫେରିବା ପରେ ଏହା କେଉଁଠି ରହିବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । ଜାତୀୟ କରଣ ବ୍ୟାଙ୍କଗୁଡିକୁ ଏନେଇ ଟେଣ୍ଡର ଆହ୍ବାନ କରାଯାଇଥିଲା । ମହାପ୍ରଭୁଙ୍କ ଟଙ୍କା ଦୁଇଟି ବ୍ୟାଙ୍କରେ ସମାନ ଭାଗ ହୋଇ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା । ଟେଣ୍ଡର ପରେ ଉନ୍ନୟନ ପ୍ରଶାସକ ଅଜୟ ଜେନା ଏହି ସୂଚନା ଦେଇଛନ୍ତି । ଦୁଇଟି ବ୍ୟାଙ୍କରେ ସମାନ ଭାଗ ହୋଇ ଜମା ହେବ 287 କୋଟି ଟଙ୍କା । ମହାପ୍ରଭୁଙ୍କ କର୍ପସ୍‌ ଓ ଟେମ୍ପଲ୍‌ ଫଣ୍ଡ୍‌ 2ଟି ବ୍ୟାଙ୍କରେ ଜମା ହେବ । ବ୍ୟାଙ୍କ ଅଫ୍‌ ବରୋଦା ଓ ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଜମା ହେବ ମହାପ୍ରଭୁଙ୍କ ଟଙ୍କା । ବର୍ଷକ ପାଇଁ 6.26% ସୁଧରେ ଫିକ୍ସଡ୍‌ ଡିପୋଜିଟ୍‌ ହେବ । ସେହିପରି 102 କୋଟି ଟଙ୍କାର ଫାଉଣ୍ଡେସନ୍‌ ଫଣ୍ଡ୍‌  ଏସବିଆଇରେ ରହିବ ।

ସୂଚନାଯୋଗ୍ୟ, ଗତ 19 ତାରିଖରେ ଇ-ଟ୍ରାନ୍ସଫର ମାଧ୍ୟମରେ ୟେସ୍ ବ୍ୟାଙ୍କରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ397 କୋଟି 23ଲକ୍ଷ 27 ହଜାର 636 ଟଙ୍କା ଏସ୍‌ବିଆଇର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଜାଲିଆାତି ଓ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିରୁ ବହିଷ୍କୃତ ହେଲେ ଦିଲ୍ଲୀପ ନାୟକ

November 14, 2026

ମହାଦେବ ବେଟିଂ ଆପ୍‌ ମାମଲା: ୬ଟି ରାଜ୍ୟରେ ସିବିଆଇ ଚଢ଼ାଉ

November 14, 2026

ପାରାଦୀପ ବନ୍ଦର ଡେପୁଟି ଟ୍ରାଫିକ୍‌ ମ୍ୟାନେଜରଙ୍କ ଘରେ ସିବିଆଇ ଚଢ଼ାଉ

November 14, 2026

ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ‘ଶିକ୍ଷାଶ୍ରୀ’ ସମ୍ମାନ

November 14, 2026
Latest News

ଜାଲିଆାତି ଓ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିରୁ ବହିଷ୍କୃତ ହେଲେ ଦିଲ୍ଲୀପ ନାୟକ

November 14, 2026

ମହାଦେବ ବେଟିଂ ଆପ୍‌ ମାମଲା: ୬ଟି ରାଜ୍ୟରେ ସିବିଆଇ ଚଢ଼ାଉ

November 14, 2026

ପାରାଦୀପ ବନ୍ଦର ଡେପୁଟି ଟ୍ରାଫିକ୍‌ ମ୍ୟାନେଜରଙ୍କ ଘରେ ସିବିଆଇ ଚଢ଼ାଉ

November 14, 2026

ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ‘ଶିକ୍ଷାଶ୍ରୀ’ ସମ୍ମାନ

November 14, 2026

ବଲାଙ୍ଗୀରରୁ ନୂଆ ଆବାସ ବଣ୍ଟନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

November 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.