Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତେଲେଙ୍ଗାନା : କରୋନାରେ ଛଅଜଣଙ୍କର ମୃତ୍ୟୁ,  ଦିଲ୍ଲୀର ଜମାତ କାର୍ଯ୍ୟକ୍ରମରେ ହୋଇଥିଲେ ସାମିଲ୍‌
ଆଜିର ଖବର

ତେଲେଙ୍ଗାନା : କରୋନାରେ ଛଅଜଣଙ୍କର ମୃତ୍ୟୁ,  ଦିଲ୍ଲୀର ଜମାତ କାର୍ଯ୍ୟକ୍ରମରେ ହୋଇଥିଲେ ସାମିଲ୍‌

March 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତେଲେଙ୍ଗାନା: ତେଲେଙ୍ଗାନା ସରକାରଙ୍କ ମତରେ ଦିଲ୍ଲୀର ନିଜାମୁଦ୍ଦିନ୍‌ର ଜମାତ୍‌ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିବା ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ଦୁଇ ଜଣଙ୍କର ଗାନ୍ଧି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଦୁଇଜଣ ଯଥାକ୍ରମେ ଆପୋଲ ହସ୍ପିଟାଲ୍‌, ଗ୍ଲୋବାଲ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେହିପରି ଅନ୍ୟ ଦୁଇ ମୃତକ ନିଜାମାବାଦ ଓ ଗଡଓ୍ବାଲ ଜିଲ୍ଲାର ବୋଲି ଜଣାପଡିଛି । ସେହିପରି ତେଲେଙ୍ଗାନା ସରକାର ଦିଲ୍ଲୀ ଗସ୍ତକରିଥିବା ସମସ୍ତ ଲୋକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଅପିଲ୍‌ କରିଛନ୍ତି ।

ଜିଲ୍ଲାର ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ବିଶେଷ ଟିମ୍‌ କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ କରିବା ସହ ତାଙ୍କୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଉଛନ୍ତି ।

ଅପରପକ୍ଷରେ ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ତବଲିଗ୍‌ ଜମାତ୍‌ ସେଣ୍ଟରର ମୌଲାନଙ୍କ ବିରୋଧରେ କେଜରୀଓ୍ବାଲ ସରକାର ମାମଲା ରୁଜୁ କରିବେ । ଏହି ସେଣ୍ଟରରୁ 34 ଜଣଙ୍କୁ ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲ୍‌ରେ ଯାଞ୍ଚ କରାଯାଇଥିବାବେଳେ ପ୍ରାୟ ସମେସ୍ତ କରୋନା ସଂକ୍ରମିତ ବା ସନ୍ଦିଗ୍ଧ ବୋଲି ଜଣାପଡିଛନ୍ତି । ଏଥିରେ ଜଣେ 64 ବର୍ଷୀୟଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଛି । (ଏଜେନ୍ସି)

coronaoutbreak
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ବଡ଼ ଝଟକା : ବନ୍ଦ ହୋଇପାରେ ଯୁଦ୍ଧ

June 4, 2026

ହସ୍ପିଟାଲର ICUରେ ଭୟଙ୍କର ଅଗ୍ନିକାଣ୍ଡ : ତିନି ମୃତ

June 4, 2026

‘କୋଷ୍ଟାଲ ହାଇଓ୍ୱେ’ ହେବ ଗେମ୍-ଚେଞ୍ଜର: ଧର୍ମେନ୍ଦ୍ର ପ୍ରଧାନ

June 4, 2026

ଖଗରିଆ-ପୂର୍ଣ୍ଣିଆ ଜାତୀୟ ରାଜପଥ ଖଣ୍ଡକୁ ୪-ଲେନ୍ ରେ ଉନ୍ନତୀକରଣ ପାଇଁ କ୍ୟାବିନେଟ୍ ମଞ୍ଜୁରୀ

June 4, 2026
Latest News

ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ବଡ଼ ଝଟକା : ବନ୍ଦ ହୋଇପାରେ ଯୁଦ୍ଧ

June 4, 2026

ହସ୍ପିଟାଲର ICUରେ ଭୟଙ୍କର ଅଗ୍ନିକାଣ୍ଡ : ତିନି ମୃତ

June 4, 2026

‘କୋଷ୍ଟାଲ ହାଇଓ୍ୱେ’ ହେବ ଗେମ୍-ଚେଞ୍ଜର: ଧର୍ମେନ୍ଦ୍ର ପ୍ରଧାନ

June 4, 2026

ଖଗରିଆ-ପୂର୍ଣ୍ଣିଆ ଜାତୀୟ ରାଜପଥ ଖଣ୍ଡକୁ ୪-ଲେନ୍ ରେ ଉନ୍ନତୀକରଣ ପାଇଁ କ୍ୟାବିନେଟ୍ ମଞ୍ଜୁରୀ

June 4, 2026

ପୁଣିଥରେ ଏକାଠି ହେବେ କି ଉଦ୍ଧବ – ସିନ୍ଦେ ! ସତାରଙ୍କ ମନ୍ତବ୍ୟ ପରେ ବଢିଲା ଚର୍ଚ୍ଚା

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.