Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ ଡାଉନ୍‌ ନିୟମ ଉଲ୍ଲଂଘନ ବିରୋଧରେ ମୋଟ 17 ଜଣଙ୍କୁ ଗିରଫ କରାଯିବା ସହ 2 ଟି ଗାଡି ଜବତ କଲା ଜଗତସିଂହପୁର ଜିଲ୍ଲା ପ୍ରଶାସନ
ଆଜିର ଖବର

ଲକ ଡାଉନ୍‌ ନିୟମ ଉଲ୍ଲଂଘନ ବିରୋଧରେ ମୋଟ 17 ଜଣଙ୍କୁ ଗିରଫ କରାଯିବା ସହ 2 ଟି ଗାଡି ଜବତ କଲା ଜଗତସିଂହପୁର ଜିଲ୍ଲା ପ୍ରଶାସନ

April 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: କୋଭିଡ-19 ସଂକ୍ରମଣରୁ ଜନସାଧାରଣଙ୍କୁ ପ୍ରତିହତ କରିବା ଲାଗି ଭାରତ ସରକାର 24 ମାର୍ଚ୍ଚରୁ 21 ଦିନ ପାଇଁ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି।

ଏହି ସମୟରେ ଜନସାଧାରଣଙ୍କୁ ଘରେ ରହିବା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ନିବେଦନ କରିବା ସତ୍ତ୍ୱେ ଅନେକ ଲୋକ ସରକାରୀ ନିୟମକୁ ଜାଣିଶୁଣି ଉଲଂଘନ କରୁଛନ୍ତି। 2 ମାର୍ଚ୍ଚରୁ 3 ମାର୍ଚ୍ଚ ସକାଳ 8 ଟା ସୁଦ୍ଧା  କୋଭିଡ-19 ସଂକ୍ରମଣ ରୋକିବାକୁ କରାଯାଇଥିବା ଲକ୍‌ଡାଉନ୍ ଆଇନକୁ ଅମାନ୍ୟ କରିଥିବା ଲୋକଙ୍କ ବିରୁଦ୍ଧରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନା ଗୁଡିକରେ ମାମଲା ରୁଜ୍ଜୁ ହୋଇଛି।

ଜିଲ୍ଲାର ଜଗତସିହପୁର ଥାନ ରେ ଦୁଇ ଜଣ ଲୋକଙ୍କୁ  ଆଇପିସିର ଧାରା 188/269/270/271/34  ଅନୁଯାୟୀ କେସ ନମ୍ବର 108/20 ରେ  ମାମଲା ଦାୟର କରାଯାଇ ଗିରଫ କରାଯାଇଛି।

ସେହିପରି ରଘୁନାଥପୁର  ଥାନାରେ ଜଣେ  ଲୋକଙ୍କ ବିରୋଧରେ ଆଇପିସିର ଧାରା 188/269/270/271   ଅନୁଯାୟୀ କେସ ନମ୍ବର 49/20ରେ  ମାମଲା ଦାୟର କରାଯାଇ ଗିରଫ କରାଯାଇଥିବାବେଳେ ଗୋଟିଏ ଗାଡି ମଧ୍ୟ ଜବତ  କରାଯାଇଛି। ଅନ୍ୟ ଜଣେ  ଲୋକଙ୍କୁ ଆଇ ପି ସି ର ଧାରା 188/269/270/271 ଅନୁଯାୟୀ କେସ ନମ୍ବର 50/20ରେ ମାମଲା ଦାୟର କରାଯାଇ ଗିରଫ କରାଯିବା ସହ ଗୋଟିଏ ଗାଡି ମଧ୍ୟ ଜବତ  କରାଯାଇଛି।

ଏରସମା  ଥାନାରେ ଛଅ ଜଣଙ୍କୁ ଏହି ଆଇନ ଅମାନ୍ୟ ବିରୋଧରେ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଆଇ ପି ସି ର ଧାରା 56/188/269/270/271/34  ଅନୁଯାୟୀ କେସ ନମ୍ବର 56/20ରେ  ମାମଲା ଦାଏର କରାଯାଇ ଗିରଫ କରାଯାଇଛି।

ସେହିପରି ତିର୍ତ୍ତୋଲ ଥାନାରେ  ଜଣେ ଲୋକ ଙ୍କୁ   ଆଇପିସିର ଧାରା 188/269/270  ଅନୁଯାୟୀ କେସ ନମ୍ବର 118/20ରେ  ମାମଲା ଦାଏର କରାଯାଇ ଗିରଫ କରାଯାଇଛି।

ତିତ୍ତୋଲ ଥାନାରେ  ଜଣେ ଲୋକଙ୍କୁ   ଆଇପିସିର ଧାରା 188/269/270  ଅନୁଯାୟୀ କେସ ନମ୍ବର 118/20ରେ  ମାମଲା ଦାଏର କରାଯାଇ ଗିରଫ କରାଯାଇଛି।

ବିରିଡି  ଥାନାରେ ମଧ୍ୟ ଜଣକ ବିରୋଧରେ ଆଇପିସିର ଧାରା 188/269/270/271 ଏବଂ ଓଡିଶା ଏକସାଇଜ  ଅଧିନିୟମ 52(ଅ) ଅନୁଯାୟୀ କେସ ନମ୍ବର 46/20 ରେ  ମାମଲା ଦାଏର କରାଯାଇ ଗିରଫ  କରାଯାଇଛି।

ପାରାଦୀପ ମଡେଲ  ଥାନା ରେ  ଜଣେ   ଲୋକଙ୍କୁ   ଆଇପିସିର ଧାରା 188/269/270/271   ଅନୁଯାୟୀ କେସ ନମ୍ବର 59/20 ରେ  ମାମଲା ଦାଏର କରାଯାଇ ଗିରଫ କରାଯାଇଛି।

ଜଟାଧାରୀ ମୁହାଣ  ଥାନା ରେ  ଚାରି  ଜଣ  ଲୋକଙ୍କୁ   ଆଇପିସିର ଧାରା 188/294/353/332/34   ଅନୁଯାୟୀ କେସ ନମ୍ବର 59/20 ରେ  ମାମଲା ଦାଏର କରାଯାଇ ଗିରଫ କରାଯାଇଛି।

ଏହିପରି ଜିଲ୍ଲାରେ ମୋଟ 17 ଜଣଙ୍କୁ ଗିରଫ କରାଯିବା ସହ 2 ଟି ଗାଡି ଜବତ କରାଯାଇଛି। 58 ଟି ଗାଡି ତନଖି କରାଯାଇ 5 ହଜାର ଟଙ୍କାର ଫାଇନ ଆଦାୟ କରାଯାଇଛି।

ଜଗତସିଂହପୁର ଜିଲ୍ଲାରେ କୋଭିଡ -19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି  ବୋଲି ଜିଲ୍ଲା ଇଣ୍ଟେଲିଜେନ୍ସ ବ୍ୟୁରା ଏକ ପ୍ରେସ ବିଜ୍ଞପ୍ତି ଦ୍ବାରା ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ପ୍ରତିବାଦ: ଅଟକ ରଖିଲା ପୋଲିସ

August 7, 2026

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026

ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

August 7, 2026
Latest News

ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ପ୍ରତିବାଦ: ଅଟକ ରଖିଲା ପୋଲିସ

August 7, 2026

CBI ର ବଡ଼ ଖୁଲାସା: NEET-UG ପେପର ଲିକ୍ କରିଥିଲେ NTA ବିଶେଷଜ୍ଞ

August 7, 2026

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026

ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.