Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେ‘ 3 ଯାଏଁ ବଢିଲା ଲକ୍‌ଡାଉନ୍‌ର ଅବଧି
ଆଜିର ଖବର

ମେ‘ 3 ଯାଏଁ ବଢିଲା ଲକ୍‌ଡାଉନ୍‌ର ଅବଧି

April 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ଦେଶରେ କରୋନା ସଂକଟକୁ ନେଇ ପ୍ରଧାନମନ୍ତ୍ରୀ ପୁଣିଥରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶରେ ଜାରି ରହିଥିବା କରୋନା ସ୍ଥିତିକୁ ଦେଖି ଲକ୍‌ ଡାଉନ୍‌ର ଅବଧିକୁ ପ୍ରଧାନମନ୍ତ୍ରୀ ଆଜି ବଢାଇଛନ୍ତି । ମେ 3 ପର୍ଯ୍ୟନ୍ତ ଦେଶରେ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । କରୋନା ଲଢେଇ ପାଇଁ ଜାରି ରହିଥିବା 21 ଦିନିଆ ଲକ୍‌ ଡାଉନ୍‌ର ଆଜି ଶେଷ ଦିନ ରହିଥିଲା । ପୂର୍ବରୁ ମାର୍ଚ୍ଚ 24 ତାରିଖରୁ ଏପ୍ରିଲ୍‌ 14 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଥିଲା ।

ଆସନ୍ତାକାଲି ଦ୍ବିତୀୟ ଥର ଲକ୍‌ ଡାଉନ୍‌ ନେଇ ବିସ୍ତୃତ ଗାଇଡ୍‌ ଲାଇଜ ଜାରି ହେବ ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗାଇଡ୍‌ ଲାଇନ ଜରିଆରେ ଅତ୍ୟାବଶ୍ୟକ ଜିନିଷ ପାଇଁ କିଛି କୋହଳ କରାଯିବ । ଅତ୍ୟାବଶ୍ୟକ ସେବା ଓ ଚାଷୀମାନଙ୍କ ଜୀବିକାକୁ ଦୃଷ୍ଟିରେ ରଖି କିଛି କୋହଳ କରାଯିବ ।

ଦେଶରେ ଦ୍ବିତୀୟ ଥର ପାଇଁ ଜାରି କରାଯାଉଥିବା ଲକ୍‌ ଡାଉନ୍‌କୁ ନେଇ ପ୍ରଧାନମନ୍ତ୍ରୀ କିଛି ବିଶେଷ ସୂଚନା ଜାରି କରିଛନ୍ତି

  • ଆସନ୍ତାକାଲି ଲକ୍‌ ଡାଉନ୍‌ ପାଇଁ ନୂତନ ଗାଇଡ୍‌ ଲାଇନ ଆସିବ
  • ପୂର୍ବରୁ ଲାଗିଥିବା ଲକ୍ ଡାଉନ ଠାରୁ ଏହି ଲକ୍‌ ଡାଉନ୍‌ ଆହୁରି ଶକ୍ତ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
  • ଏପ୍ରିଲ୍‌ 20 ତାରିଖରେ କରୋନା କଟକଣାର ସମୀକ୍ଷା କରାଯିବ ।
  • ଏପ୍ରିଲ୍‌ 20 ତାରିଖ ପରଠାରୁ ଯେଉଁ ଅଞ୍ଚଳରେ କରୋନା ଜନିତ ନୂତନ ମାମଲା ଆସିବ ନାହିଁ,  ତାକୁ ସର୍ତ୍ତମୂଳକ କୋହଳ କରାଯିବ ।
  • ରାଜ୍ୟ, ଜିଲ୍ଲା ଓ ଥାନା ଭିତ୍ତିକ ଲକ୍‌ ଡାଉନ୍‌ ପାଳନର ସମୀକ୍ଷା କରାଯାଇ ମୂଲ୍ୟାଙ୍କନ କରାଯିବ ।
  • ନୂଆ ମାମଲା ଆସିଲେ ମେ’ ତିନି ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।
  • ହଟସ୍ପଟ୍‌ ଚିହ୍ନିତ ସ୍ଥାନଗୁଡିକ ଉପରେ ଅଧିକ କଡା ନଜର ରଖାଯିବ ।
  • ଘରୁ ବାହାରିବା ନିୟମ ଆହୁରି କଡାକଡି କରାଯିବ ।

ଆଜି ଦେଶବାସୀଙ୍କୁ ପୁଣିଥରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଜାରି ରହିଥିବା ଲକ୍‌ ଡାଉନ୍‌ ଓ ସୋସିଆଲ ଡିଷ୍ଟାନ୍ସିଂର ଫଳ ମିଳିଛି । ପୂର୍ବରୁ କରୋନାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନାରୁ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ଆସିଥିଲା ।

Lockdown lockdwonextention
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Latest News

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.