Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ନ ହେଉ : ସଲମନ୍‌ ଖୁର୍ଶିଦ୍‌
ଆଜିର ଖବର

ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ନ ହେଉ : ସଲମନ୍‌ ଖୁର୍ଶିଦ୍‌

March 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
No politics should be done on air strikes : Salman Khurshid
No politics should be done on air strikes : Salman Khurshid

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମନ୍‌ ଖୁର୍ଶିଦ୍‌ ଭାରତର ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ନ କରିବାକୁ ପରାମର୍ଶ ଦେଇଛନ୍ତି । ଭାରତୀୟ ବାୟୁସେନା ଦ୍ବାରା କରାଯାଇଥିବା ଆତଙ୍କବାଦୀ ବିରୁଦ୍ଧରେ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି କରିବା ଦ୍ବାରା ସାରା ବିଶ୍ବରେ ଭାରତର ଏକ ନାକାରାତ୍ମକ ଛବି ଦୃଶ୍ୟ ହେଉଛି  । ଏହାଦ୍ବାରା ଆମର ଶତ୍ରୁମାନେ ଆମ ଭିତରେ ଏକତା ନଥିବାର ପ୍ରମାଣ ପାଉଛନ୍ତି ।  ତେବେ ସରକାର ଲୋକ ତଥା ବିରୋଧୀଙ୍କର ପ୍ରଶ୍ନର ସ୍ପଷ୍ଟୀକରଣ ଦେବା ଦରକାର । ଲୋକତନ୍ତ୍ରରେ ସରକାର ଲୋକଙ୍କୁ ଜବାବ ଦେବା ଏବଂ ସନ୍ଦେହ ମୁକ୍ତ କରିବା ଉଚିତ୍‌ ।  କିନ୍ତୁ ସରକାର ଏହି ବିବାଦର ସ୍ପଷ୍ଟୀକରଣ ନ ଦେଇ ରାଜନୀତିକ କରିବା ବେଶ୍‌ ଦୁର୍ଭାଗ୍ୟଜନକ । ସେ କହିଛନ୍ତି ଯେ, କଂଗ୍ରେସ ସଦାସର୍ବଦା ରାଷ୍ଟ୍ର ହିତ ପାଇଁ ବଳିଦାନ ଦେଇଛି । ଦେଶ ପାଇଁ ଏହା ସବୁବେଳେ ଭଲ ହିଁ କରିବ ।

airstrike salmankhan thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟରାତ୍ରି ଭିଡିଓ ପାଇଁ କଂଗ୍ରେସ କ୍ଷୁବ୍ଧ: ମଲ୍ଲିକାର୍ଜୁନ କଲେ ଏହି ଦାବି

July 24, 2026

ଯୁକ୍ତ ଦୁଇ ନାମଲେଖା: ଦ୍ବିତୀୟ ମେଧା ତାଲିକାରେ ମୋଟ ୪୬,୫୭୦ ଛାତ୍ରଛାତ୍ରୀଙ୍କୁ ଚୟନ

July 24, 2026

ହାଇକୋର୍ଟଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି ଇ-କୋର୍ଟସ୍‌ ପ୍ରକଳ୍ପ

July 24, 2026

ଭୂପୃଷ୍ଠରୁ ଆକାଶମାର୍ଗକୁ ଆକ୍ରମଣ ଲାଗି ସକ୍ଷମ ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ର ‘କୁଶା’ର ସଫଳ ପରୀକ୍ଷଣ

July 24, 2026
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟରାତ୍ରି ଭିଡିଓ ପାଇଁ କଂଗ୍ରେସ କ୍ଷୁବ୍ଧ: ମଲ୍ଲିକାର୍ଜୁନ କଲେ ଏହି ଦାବି

July 24, 2026

କେଉଁ ପରିସ୍ଥିତିରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ୍?: ଭିଡିଓ ଜାରି କରି କହିଲେ….

July 24, 2026

ଆଜି ରାଜ୍ୟ ସରକାର ଓ HCLTech ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର

July 24, 2026

ଯୁକ୍ତ ଦୁଇ ନାମଲେଖା: ଦ୍ବିତୀୟ ମେଧା ତାଲିକାରେ ମୋଟ ୪୬,୫୭୦ ଛାତ୍ରଛାତ୍ରୀଙ୍କୁ ଚୟନ

July 24, 2026

ହାଇକୋର୍ଟଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି ଇ-କୋର୍ଟସ୍‌ ପ୍ରକଳ୍ପ

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.