Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଲିଠୁ ରାଜ୍ୟରେ ଗଡିବ ବସ୍‌ ଓ ଟ୍ୟାକ୍ସି
ଆଜିର ଖବର

କାଲିଠୁ ରାଜ୍ୟରେ ଗଡିବ ବସ୍‌ ଓ ଟ୍ୟାକ୍ସି

May 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରେ ଆସନ୍ତାକାଲିଠାରୁ ବସ୍‌ ଓ ଟ୍ୟାକ୍ସି ଗଡିବ ।  ବସ୍‌ରେ ଯେତିକି ସିଟ୍‌ ଥିବ ସେତିକି ଯାତ୍ରୀ ଯିବେ। କେହି ଠିଆ ହୋଇ ଯାଇପାରିବେ ନାହିଁ ବୋଲି ସୂଚନା ରହିଛି। ବସ୍‌ରେ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଯିଏ ମାସ୍କ ନ ପିନ୍ଧିବେ ସେମାନେ ଦଣ୍ଡିତ ହେବେ ବୋଲି ସୂଚନା ରହିଛି। ଯାତ୍ରୀଙ୍କଠାରେ କରୋନା ଲକ୍ଷଣ ଥିଲେ ସେ ଯାତ୍ରା କରିପାରିବେ ନାହିଁ । ସମସ୍ତ ଯାତ୍ରୀ ନିଜ ପାଖରେ ସାନିଟାଇଜର୍‌ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ତିନିଚକିଆ ଓ ଚାରି ଚକିଆ ଗାଡିରେ ଡ୍ରାଇଭର ସହ ଅତି ବେଶୀରେ ଦୁଇଜଣ ଯାଇପାରିବେ ବୋଲି ସୂଚନା ରହିଛି । ବସ୍‌ ସହିତ ଓଲା, ଉବେର ଓ ଅଟୋ, ସିଟିବସ୍‌ ମଧ୍ୟ ଚାଲିପାରିବ । ସହମତି ଭିତ୍ତିରେ ଆନ୍ତଃ ବସ୍‌ ଚଳାଚଳ ପାଇଁ ମଧ୍ୟ ଅନୁମତି ମିଳିଛି ।

ଟ୍ୟାକ୍ସି ବସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଏସୀୟ କ୍ରୀଡ଼ା: ୭୬୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳକୁ ମଞ୍ଜୁରୀ, ଗୌତମ ଗମ୍ଭୀରଙ୍କ ନାମ ନାହିଁ

September 3, 2026

ବିଦେଶୀ ଡ୍ରୋନ୍‌ ଉପରେ ୧୦୦% ଯାଏଁ ଆମଦାନି ଶୁଳ୍କ ଲଗାଇଲା ଆମେରିକା

September 3, 2026

ତିବ୍ବତରେ ୫.୦ ତୀବ୍ରତାର ଭୂକମ୍ପ, ବଢ଼ିଲା ବନ୍ୟା ଆଶଙ୍କା

September 3, 2026

ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ଓ ଜେଉଟ ଭୋଗ ନୀତି

September 3, 2026
Latest News

୨୦୨୬ ଏସୀୟ କ୍ରୀଡ଼ା: ୭୬୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳକୁ ମଞ୍ଜୁରୀ, ଗୌତମ ଗମ୍ଭୀରଙ୍କ ନାମ ନାହିଁ

September 3, 2026

‘ସେତେବେଳେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବ, ଯେତେବେଳେ…’: ଆମେରିକାକୁ ସ୍ପଷ୍ଟ ବାର୍ତ୍ତା ଦେଲା ଭାରତ

September 3, 2026

ବିଦେଶୀ ଡ୍ରୋନ୍‌ ଉପରେ ୧୦୦% ଯାଏଁ ଆମଦାନି ଶୁଳ୍କ ଲଗାଇଲା ଆମେରିକା

September 3, 2026

ତିବ୍ବତରେ ୫.୦ ତୀବ୍ରତାର ଭୂକମ୍ପ, ବଢ଼ିଲା ବନ୍ୟା ଆଶଙ୍କା

September 3, 2026

ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ଓ ଜେଉଟ ଭୋଗ ନୀତି

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.