Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଂଜାମ ଜିଲ୍ଲାରେ କାଲିଠାରୁ ପ୍ଲାଜମା ଥେରାପି, ଜାଣନ୍ତୁ ଆଉ କ’ଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ଗଂଜାମ ଜିଲ୍ଲାରେ କାଲିଠାରୁ ପ୍ଲାଜମା ଥେରାପି, ଜାଣନ୍ତୁ ଆଉ କ’ଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

July 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ରାଜ୍ୟରେ ସବୁଠାରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଏବଂ ମୃତ୍ୟୁମୁଖରେ ପଡିଥିବା ଗଂଜାମ ଜିଲ୍ଲାରେ ଆସନ୍ତାକାଲିଠାରୁ ପ୍ଲାଜମା ଥେରାପି ଆରମ୍ଭ କରାଯିବ। ଗଞ୍ଜାମ ଜିଲ୍ଲାରେ କୋଭିଡ-19 ସ୍ଥିତିର ସମୀକ୍ଷା ପାଇଁ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଥେରାପି ଚିକିତ୍ସା ଆରମ୍ଭ ହେବ।

ବ୍ରହ୍ମପୁର ଅମିତ ହସ୍ପଟାଲରେ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ରହିଛି। ଏହାବାଦ୍ ଆଜିର ବୈଠକରେ ଗଂଜାମକୁ 3 ଡିଏସପି, 10 ପ୍ଲାଟୁନ ଫୋର୍ସ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 25 କୋଟି ଟଙ୍କା ମଂଜୁର କରାଯାଇଛି।

cmo Ganjam
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିର ଦାନ ଚୋରି ମାମଲାରେ ନୂଆ ଖୁଲାସା: ମହିଳା ବନ୍ଧୁଙ୍କୁ ଟଙ୍କା ଦେଇଥିଲେ ଅଭିଯୁକ୍ତ

July 5, 2026

ସ୍କୁଲର ବିକାଶ ପାଇଁ ୨୩ ଜିଲ୍ଲାର ୬୦୯ ଟି ପ୍ରକଳ୍ପକୁ ମଞ୍ଜୁର କଲା ପଞ୍ଚସଖା ଶିକ୍ଷା ସେତୁ ସଂଗଠନ

July 5, 2026

କେଉଁ ସମୟରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦?: ଦେଖନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 5, 2026

Vice President Odisha Tour: ଭୁବନେଶ୍ବର ଆସିବେ ଉପରାଷ୍ଟ୍ରପତି, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

July 5, 2026
Latest News

ରାମ ମନ୍ଦିର ଦାନ ଚୋରି ମାମଲାରେ ନୂଆ ଖୁଲାସା: ମହିଳା ବନ୍ଧୁଙ୍କୁ ଟଙ୍କା ଦେଇଥିଲେ ଅଭିଯୁକ୍ତ

July 5, 2026

ସ୍କୁଲର ବିକାଶ ପାଇଁ ୨୩ ଜିଲ୍ଲାର ୬୦୯ ଟି ପ୍ରକଳ୍ପକୁ ମଞ୍ଜୁର କଲା ପଞ୍ଚସଖା ଶିକ୍ଷା ସେତୁ ସଂଗଠନ

July 5, 2026

କେଉଁ ସମୟରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦?: ଦେଖନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 5, 2026

Vice President Odisha Tour: ଭୁବନେଶ୍ବର ଆସିବେ ଉପରାଷ୍ଟ୍ରପତି, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

July 5, 2026

ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ୱାମୀ; ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.