Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଖୋଲିଲା ରେଷ୍ଟୁରାଣ୍ଟ ଓ ବାର୍‌ : ଏଣିକି ରେଷ୍ଟୁରାଣ୍ଟରେ ବସି ଖାଇପାରିବେ
ଆଜିର ଖବର

ରାଜ୍ୟରେ ଖୋଲିଲା ରେଷ୍ଟୁରାଣ୍ଟ ଓ ବାର୍‌ : ଏଣିକି ରେଷ୍ଟୁରାଣ୍ଟରେ ବସି ଖାଇପାରିବେ

September 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ରାଜ୍ୟ ସାରା ରେଷ୍ଟୁରାଣ୍ଟ ଓ ବାର ଖୋଲିବାକୁ ଅନୁମତି ମିଳିଛି । ଲୋକମାନେ ଏଣିକି ରେଷ୍ଟୁରାଣ୍ଟରେ ବସି ଖାଇପାରିବେ। ଏନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍, ପଶ୍ଚିମ ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ, ସମ୍ବଲପୁର, ରାଉରକେଲା ଓ ଝାରସୁଗୁଡ଼ା ଆସୋସିଏସନକୁ ଚିଠି ଲେଖିଛନ୍ତି ।

ପ୍ରକାଶଯେ, କରୋନା ପାଇଁ ଦୀର୍ଘ 6 ମାସ ହେବ ସମସ୍ତ ରେଷ୍ଟୁରାଣ୍ଟ ଓ ବାର ବନ୍ଦ ରଖାଯାଇଥିଲା । କରୋନା ସଂକ୍ରମଣ ଭୟ କାରଣରୁ କେବଳ ପାର୍ସଲ ମାଧ୍ୟମରେ ରେଷ୍ଟୁରାଣ୍ଟ ଓ ବାର ଚାଲିଥିଲା । ଏକା ସାଙ୍ଗରେ ବସି ଖାଇଲେ କରୋନା ସଂକ୍ରମଣ ଭୟ କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ତେବେ ସେତେବେଳେ କରୋନା ସଂକ୍ରମଣ ସଂଖ୍ୟା କମ୍ ଥିବା ସମୟରେ ରେଷ୍ଟୁରାଣ୍ଟ ଓ ବାର ବନ୍ଦ କରାଯାଇଥିବା ବେଳେ ଏବେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ କିପରି ରେଷ୍ଟୁରାଣ୍ଟ ଓ ବାରକୁ ଅନୁମତି ଦିଆଗଲା ସେନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରିଛି । ତେବେ କୋଭିଡ-19 ସଂକ୍ରମଣର ସମସ୍ତ ନିୟମକୁ ପାଳନ କରାଯାଇ ରେଷ୍ଟୁରାଣ୍ଟ ଓ ବାର ଖୋଲାଯାଇ ପାରିବ ବୋଲି ଚିଠିରେ କୁହାଯାଇଛି । ଯେଉଁ ସ୍ଥାନ କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥିବ ସେଠାରେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ବୋଲି କୁହାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ

September 5, 2026

ଆଜିଠାରୁ ‘ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍’ ଆଥଲେଟ୍: ଉଦଘାଟନ କଲେ ଗୃହମନ୍ତ୍ରୀ

September 5, 2026

ରେଢ଼ାଖୋଲରେ ନାବାଳିକାକୁ ଦୁଷ୍କର୍ମ: ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ

September 5, 2026

ପୁଡୁଚେରୀର ଉନ୍ନତ ସ୍ୱାସ୍ଥ୍ୟସେବାରେ ଡିଜିଟାଲ୍ ଉଦ୍ଭାବନ ସମ୍ପର୍କରେ ଜାଣିଲେ ଓଡିଶା ଗଣମାଧ୍ୟମ ପ୍ରତିନିଧି

September 5, 2026
Latest News

ନେପାଳ ପ୍ରଳୟଙ୍କରୀ ବନ୍ୟା: ଏବେବି ନିଖୋଜ ୨୭୫ ଭାରତୀୟ

September 5, 2026

ମହିଳା ଏସିଆ କପ୍: ଆଜି ଭାରତ-ପାକିସ୍ତାନ ମହାଲଢ଼େଇ

September 5, 2026

ଭାରତୀୟ କ୍ରିକେଟରଙ୍କ ଫିଟନେସ୍ ଟେଷ୍ଟ ଆରମ୍ଭ

September 5, 2026

ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ

September 5, 2026

ଆଜିଠାରୁ ‘ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍’ ଆଥଲେଟ୍: ଉଦଘାଟନ କଲେ ଗୃହମନ୍ତ୍ରୀ

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.