Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରିଷ୍ଠ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ସ୍ଥାନରେ ଶୋକସଭା, ସ୍ତବ୍ଧ ଓଡିଶା ଗଣମାଧ୍ୟମ
ଆଜିର ଖବର

ବରିଷ୍ଠ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ସ୍ଥାନରେ ଶୋକସଭା, ସ୍ତବ୍ଧ ଓଡିଶା ଗଣମାଧ୍ୟମ

November 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ବରିଷ୍ଠ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ସ୍ଥାନରେ ଶୋକସଭା, ସ୍ତବ୍ଧ ଓଡିଶା ଗଣମାଧ୍ୟମ

ଭୁବନେଶ୍ବର, ବରିଷ୍ଠ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଲୋକପ୍ରିୟତା କିପରି ଥିଲା ତାହା ଆଜି ବିଭିନ୍ନ ସାମାଜିକ ଗଣମାଧ୍ୟମ ଦେଖିଲେ ଜଣାପଡୁଛି। ତାଙ୍କର ବିୟୋଗରେ ଓଡିଶାର ଇଲଟ୍ରୋନିକ ଗଣମାଧ୍ୟମ ପୁରା ସ୍ତବ୍ଧ ହୋଇଯାଇଛି। ପ୍ରବୀରଙ୍କ ବିୟୋଗକୁ କେହି ବି ବିଶ୍ବାସ କରିପାରୁ ନାହିଁନ୍ତି।

ପ୍ରବୀରଙ୍କ ଅକାଳ ବିୟୋଗରେ ଆଜି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଶୋକସଭା ପାଳିତ ହୋଇଛି। ଭୁବନେଶ୍ବରର କମିଶନରେଟ ପୋଲିସ ତରଫରୁ ପୋଲିସ ସେବା ଭବନରେ ଶୋକସଭା ପାଳିତ ହୋଇଛି। ପୋଲିସ କମିସନର ସୁଧାଶୁଂ ଷଡଙ୍ଗୀଙ୍କ ତତ୍ବାବଧାନରେ ଆୟୋଜିତ ଏହି ସଭାରେ ବରିଷ୍ଠ ପୋଲିସ ଏବଂ ସାମ୍ବାଦିକଙ୍କ ଉପସ୍ଥିତ ଥିଲେ। ପ୍ରବୀର ଜଣେ ସଚ୍ଚୋଟ ଓ କର୍ମଛ ସାମ୍ବାଦିକ ଥିଲେ ବୋଲି ପୋଲିସ କମିଶନର କହିଛନ୍ତି।

ସେହିପରି କେତେକ ସାମ୍ବାଦିକ ଅନୁଷ୍ଠାନ ତରଫରୁ ମଧ୍ୟ ଭୁବନେଶ୍ବରରେ ଶୋକସଭା ପାଳିତ ହୋଇଛି। ମୁଖ୍ୟତଃ ପ୍ରବୀର କ୍ରାଇମ ସାମ୍ବାଦିକ ଥିବାରୁ ସେହି ବର୍ଗର ସାମ୍ବାଦିକଙ୍କ ପାଇଁ ବହୁ କ୍ଷତି ଘଟିଛି। ସେ ନୂଆପିଢୀର କ୍ରାଇମ ସାମ୍ବାଦିକଙ୍କ ପାଇଁ ଜଣେ ଆଦର୍ଶ ଥିଲେ ବୋଲି ମତ ପ୍ରକାଶ ପାଇଛି।

ପ୍ରବୀର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଷାନଙ୍କ ଶତକ: ପ୍ରଥମ ଦିନରେ ପୂର୍ବ ଜୋନ ୩୮୫/୪

September 6, 2026

ଆଠଟି ରାଜ୍ୟର ହାଇକୋର୍ଟରେ ନୂତନ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତ: ଜାଣନ୍ତୁ କେଉଁଠି?

September 6, 2026

ଭୁଶୁଡ଼ିଲା ବହୁତଳ ପ୍ରାସାଦ, ଫସିରହିଛନ୍ତି ଏକାଧିକ ଶିକ୍ଷାର୍ଥୀ

September 6, 2026

ଛଟେଇ ପାଇଁ ପ୍ରସ୍ତୁତ ହେଉଛି ଟାଟା ଗ୍ରୁପ୍ କମ୍ପାନୀ: ବିପଦରେ କର୍ମଚାରୀଙ୍କ ଜୀବିକା 

September 6, 2026
Latest News

ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଷାନଙ୍କ ଶତକ: ପ୍ରଥମ ଦିନରେ ପୂର୍ବ ଜୋନ ୩୮୫/୪

September 6, 2026

ଆଠଟି ରାଜ୍ୟର ହାଇକୋର୍ଟରେ ନୂତନ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତ: ଜାଣନ୍ତୁ କେଉଁଠି?

September 6, 2026

ଭୁଶୁଡ଼ିଲା ବହୁତଳ ପ୍ରାସାଦ, ଫସିରହିଛନ୍ତି ଏକାଧିକ ଶିକ୍ଷାର୍ଥୀ

September 6, 2026

ଛଟେଇ ପାଇଁ ପ୍ରସ୍ତୁତ ହେଉଛି ଟାଟା ଗ୍ରୁପ୍ କମ୍ପାନୀ: ବିପଦରେ କର୍ମଚାରୀଙ୍କ ଜୀବିକା 

September 6, 2026

ଉପ-କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ: ପରିବାର ଲୋକଙ୍କ ତଦନ୍ତ ଦାବି

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.