Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଲାଲ୍‌ ଷ୍ଟ୍ରିଟ୍‌ରେ ବ୍ଲାକ୍‌ ଫ୍ରାଇଡେ : 15 ମିନିଟ୍‌ରେ 12 ଲକ୍ଷ କୋଟି ହରାଇଲେ ନିବେଶକ
ଆଜିର ଖବର

ଦଲାଲ୍‌ ଷ୍ଟ୍ରିଟ୍‌ରେ ବ୍ଲାକ୍‌ ଫ୍ରାଇଡେ : 15 ମିନିଟ୍‌ରେ 12 ଲକ୍ଷ କୋଟି ହରାଇଲେ ନିବେଶକ

March 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଦଲାଲ୍ ଷ୍ଟ୍ରିଟ୍‌ରେ ବ୍ଲାକ୍‌ ଫ୍ରାଇଡେ ପ୍ରଭାବରେ ନିବେଶକଙ୍କୁ ବଡ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । କୋରୋନା ଭାଇରସ୍‌ ପ୍ରଭାବରେ ସପ୍ତାହର ଅନ୍ତିମ ଦିନରେ ସେୟାର ବଜାର ତଳୁଆ ରହିଛି । ସପ୍ତାହର ଅନ୍ତିମ ଦିନର ଟ୍ରେଡିଂରେ ନିବେଶକ ମାନେ 15 ମିନିଟ୍‌ରେ 12 ଲକ୍ଷ କୋଟି ହରାଇଛନ୍ତି । ଦିନର ଆରମ୍ଭରୁ ବଜାର ନକରାତ୍ମକ ଥିବାରୁ ପ୍ରାୟ 45 ମିନିଟ୍‌ ଧରି ଟ୍ରେଡିଂ ବନ୍ଦ ରହିଥିଲା । 10.05ରେ ପୁନର୍ବାର ଟ୍ରେଡିଂ ଆରମ୍ଭ ହେବା ପରେ ବଜାର ସବୁଠାରୁ ତଳେ ରହିଥିଲା । ଇଣ୍ଟ୍ରାଡେ ଟ୍ରେଡିଂରେ ଏହା ସର୍ବାଧିକ ପରିମାଣର ହ୍ରାସ । ସେନସେକ୍ସରେ 9.43 ପ୍ରତିଶତର ହ୍ରାସ ଘଟିଥିବା ବେଳେ ନିଫ୍‌ଟୀରେ 10 ପ୍ରତିଶତର ହ୍ରାସ ଘଟିଥିଲା । ସେନ୍‌ସେକ୍ସ 3090 ପଏଣ୍ଟ ତଳକୁ ଖସିବା ସହିତ 29687.52 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀରେ 1000 ପଏଣ୍ଟର ହ୍ରାସ ଘଟି 8700 ପଏଣ୍ଟରେ ପହଞ୍ଚିଥିଲା । (ଏଜେନ୍ସି)

sensex
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.