ତିରୁଭୁନ୍ତପୁରମ, ସେଦିନ ଏପରି ପରିସ୍ଥିତି ଘଟିବ ବୋଲି କେହି କେବେ ଆଶା କରି ନ ଥିଲେ। ନିଜେ ବିଦ୍ୟା ମଧ୍ୟ ଜାଣି ନ ଥିଲେ ଯେ ସେ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହେବେ। ସବୁଦିନ ପରି ଟ୍ରେନରୁ ଓହ୍ଲାଇ ସେ […]
ନୂଆଦିଲ୍ଲୀ, ଆଜି ଓଡିଶା ପାଇଁ ଏହା ଏକ ଗର୍ବର ଦିନ ଥିଲା। କାରଣ ୨୦ ବର୍ଷ ପରେ ଜଣେ ଓଡିଆ ସାଂସଦ ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଥିଲେ। ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ରାଜ୍ୟସଭାର ଉପାଧ୍ୟକ୍ଷ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି। ତାହା ହେଉଛି ଯେ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଥିବା ମୟୁରମାନଙ୍କୁ ନେଇ। ନୂଆଦିଲ୍ଲୀରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବହୁ ଆଗରୁ ମୟୁର ରହିଆସୁଛନ୍ତି। ହେଲେ ତାହା […]
ମଥୁରା, ନିକଟରେ କେରଳର କୋଝିକୋଡି ବିମାନ ବନ୍ଦରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 20 ଜଣ ଯାତ୍ରୀଙ୍କ ସହ ଦୁଇ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ବିମାନରେ ଥିଲେ ପାଇଲଟ୍ କ୍ୟାପେଟନ ଦୀପକ ସେଟ୍ ଏବଂ କୋ ପାଇଲଟ୍ ଅଖିଲେଶ ଶର୍ମା। […]
ଭୁବନେଶ୍ବର, ଆଜି ଭାରତର ଜଣେ ଲୋକପ୍ରିୟ ମହିଳା ନେତ୍ରୀ ସୁଷମା ସ୍ବରାଜଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଠିକ୍ ବର୍ଷକ ତଳେ ସୁଷମା ସମସ୍ତଙ୍କୁ ଛାଡି ପରଲୋକ ଗମନ କରିଥିଲେ। ତାଙ୍କର ସ୍ମତି ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ […]
ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନାଟ୍ୟକାର ଅସୀମ ବସୁଙ୍କ ପୂର୍ଣ୍ଣାବାୟବ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଛି । ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ଭାବେ ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା, […]
ଜାମସେଦପୁର, ନନ୍ଦିତା ହରିପାଲ। ଜାମସେଦପୁର ମହିଳା ମହାବିଦ୍ୟାଳୟର ଛାତ୍ରୀ। ବାପା ହେଉଛନ୍ତି ଜଣେ ଦରଜୀ, ମାଆ ଘରୋଇ ସହାୟିକା ଭାବେ କାମ କରନ୍ତି। ପ୍ରତିକୂଳ ପରିସ୍ଥିତିରେ ପାଠପଢାରେ ଯେ ନନ୍ଦିତା କେତେ ଆଗରେ ତାହା ସଦ୍ୟ ପ୍ରକାଶିତ ପରୀକ୍ଷା ଫଳରୁ ଜଣାପଡ଼ିଛି। […]
ଲକ୍ଷ୍ନୌ, ନିଷ୍ଠା ଓ ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ। ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିର ଜଣେ ନାମମାତ୍ର ଚାଷୀର ପୁଅ ଅନୁରାଗ ତିୱାରି। ସେ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୯୮.୨% […]
ଭୁବନେଶ୍ବର, ବର୍ତ୍ତମାନ ସାରା ଗଂଜାମ ଜିଲ୍ଲାରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପରିକି ସ୍ଥାନୀୟ ଲୋକଙ୍କ ସହିତ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ଏହି ଭୂତାଣୁ ଆକ୍ରାନ୍ତ କରିବାରେ ଲାଗିଛି। ଏପରି ପରିସ୍ଥିତିରେ କୋଭିଡ ମୁକାବିଲା କରିବା ପାଇଁ କୋଭିଡ ଯୋଦ୍ଧାଙ୍କ […]
ଓଡିଶାର ବିଶିଷ୍ଟ କଥାଶିଳ୍ପୀ ତଥା ଆଲୋଚକ ମନୋଜ କୁମାର ପଣ୍ଡାଙ୍କର ଆଜି ଅପରାହ୍ନରେ ପରଲୋକ ଘଟିଛି। ବଲାଙ୍ଗୀର ସ୍ଥିତ ତାଙ୍କ ବାସଭବନରେ ଆଜି ଅକସ୍ମାତ ହୃଦଘାତରେ ତାଙ୍କର ପରଲୋକ ଘଟିବା ଖବର ଓଡିଆ ସାହିତ୍ୟ ଜଗତକୁ ସ୍ତବ୍ଧ କରି ଦେଇଛି। ଏକ […]
ଭୁବନେଶ୍ବର, ଓଡ଼ିଆ ଝିଅ ଅଙ୍କିତା ମହାରଣା ଏବେ ଅପସରା ରାନୀ ନାଁରେ ବଲିଉଡରେ ବେଶ୍ ପରିଚିତ। ଡେରାଡୁନରେ ଜନ୍ମିତ ଅପସରା ତେଲୁଗୁ ଚଳଚ୍ଚିତ୍ରରେ କମାଲ କରିବା ପରେ ଆଗକୁ ବଲିଉଡର ବେଶ୍ ଜଣାଶୁଣା ନିର୍ଦେଶକ ରାମଗୋପାଳ ବର୍ମାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥ୍ରିଲର’ରେ […]
ଭୁବନେଶ୍ବର, ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ଜୁଲାଇ ୧ରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୬ ମସିହାରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ରେ ମାଷ୍ଟର ଡିଗ୍ରି ପରେ ବୈଶାଳୀ ୟୁନାଇଟେଡ୍ ନେସନ୍ସର ଇଣ୍ଟରନାସନାଲ […]
ବିଜନ କୁମାର ମହାପାତ୍ର ବିଗତ ଦିନଗୁଡିକରେ ଆମଠାରୁ ବିଦାୟ ନେଇଛନ୍ତି ସିନେମା ଦୁନିଆର ବହୁ ଖ୍ୟାତନାମା ହସ୍ତୀ। ଋଷି କପୁର, ଇରଫାନ ଖାନ ଓ ସଂଗୀତଜ୍ଞ ଓା୍ୱଜିଦ, ନିର୍ଦ୍ଦେଶକ ବାସୁ ଚାଟାର୍ଜୀ, ଉଦୀୟମାନ ଅଭିନେତା ସୁଶାନ୍ତ ସିଂହ ରାଜପୁତ ପ୍ରମୁଖଙ୍କ ବିିୟୋଗର […]
ଭୁବନେଶ୍ବର, ସର୍ବଭାରତୀୟ ଏମ୍ସ ପିଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଭୁବନେଶ୍ବର ଏମ୍ସର ଛାତ୍ରୀ ଭିନିତା କେ ଟପ୍ପର ହୋଇଛନ୍ତି।ସର୍ବଭାରତୀୟ ସ୍ତରରେ ହୋଇଥିବା ଏହି ପରୀକ୍ଷାରେ ପ୍ରଥମ ଶହେ ଜଣ ମଧ୍ୟରୁ ଭୁବନେଶ୍ବରର 6 ଜଣ ଅଛନ୍ତି। ଏଥିରେ […]
ବିଜନ କୁମାର ମହାପାତ୍ର ସତୁରୀ ଦଶକର ଶେଷ ଭାଗ ଓ ଅଶୀ ଦଶକରେ ରାଜେଶ ଖାନ୍ନାଙ୍କ ପରେ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯଦି କେହି ରୋମାଟିଂକ ହୀରୋ ଭାବେ ଲୋକପ୍ରିୟତା ହାସଲ କରିଥିଲେ, ସେ ହେଉଛନ୍ତି ସେ ହେଉଛନ୍ତି ପ୍ରଭାବଶାଳୀ କପୁର […]
କେଦାର ମିଶ୍ର ଲୋକଟାର ଆଖି ଏତେ ଗଭୀର ଆଉ ସୁନ୍ଦର ଯେ ମୃତ୍ୟୁ ବି ସେ ଆଖିର ପ୍ରେମରେ ପଡିଗଲା। ମୃତ୍ୟୁ ସବୁବେଳେ ଏମିତି। ସବୁ ସୁନ୍ଦର ସବୁ ମଧୁରକୁ ଶୀଘ୍ର ନେଇଯିବାକୁ ସେ କେଉଁଠି ଗୋଟେ ଷଡଯନ୍ତ୍ର ବୁଣି ଚାଲିଥାଏ। […]
ଅସିତ ମହାନ୍ତି ଆମ ନାଟ୍ୟ ଜଗତରେ ‘ଜଣେ ରାଜା ଥିଲେ’। ସେ ରାଜା ଜଣକ ବିଜୟ ମିଶ୍ର। ଆଜି ସେ ଆମଠୁ ଶେଷ ବିଦାୟ ନେଇ ଚାଲିଗଲେ। କିନ୍ତୁ ସେ ରାଜାଙ୍କର ସ୍ମୃତି ଆମ ମନରେ ତାଜା ରହିବ ଚିରକାଳ। ଏଣୁ […]
ସୁନ୍ଦରଗଡ, ନିକଟରେ କର୍ଣ୍ଣାଟକର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପୁଅ ବାହାଘର ନେଇ ସାରା ଦେଶରେ ସମାଲୋଚନା କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ସବୁ ଉତ୍ସବ ବାତିଲ କରାଯାଇଥିଲେ ମଧ୍ୟ କୁମାରସ୍ବାମୀ କିପରି ବାହାଘର କଲେ ତାହାକୁ ନେଇ ଉଠିଛି ପ୍ରଶ୍ନ। କରୋନା ସଂକ୍ରାମଣରୁ […]
କେଦାର ମିଶ୍ର ଆମେ କଲେଜରେ ପଢିଲା ବେଳେ ଗୋଟେ ନାଟକ ପଢୁଥିଲୁ, ଯାହାର ନାଁ ଥିଲା “ରାଜହଂସ” ଓ ନାଟ୍ୟକାର ରତ୍ନାକର ଚଇନି। “ରାଜହଂସ”ର ନାୟକ ଅନେକାଂଶରେ ଗୋବିନ୍ଦ ଦାସଙ୍କ “ଅମାବାସ୍ୟାର ଚନ୍ଦ୍ର” ର “କାଉଲ” ପରି। ଜୀବନର ସଂଘର୍ଷ ଭିତରେ […]
ପୁରୀ: କରୋନା ଭାଇରସ ଉପରେ ସିରିଜ ବାଲୁକା କଳା କରି ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘରେ ରହନ୍ତୁ ହେଉ କିମ୍ବା କରୋନା ମୁକାବିଲା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନ ହେଉ କିମ୍ବା ହାତ […]
ଭୁବନେଶ୍ବର, ଲକଡାଉନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶୁମାନଙ୍କ ପ୍ରତି ଯେପରି କାର୍ଯ୍ୟ କରିଛନ୍ତି ତାହା ଦେଶ ପାଇଁ ଏକ ବଡ ଉଦାହରଣ। ସେ ଓଡିଶାର ବିଭିନ୍ନ ସହରାଞ୍ଚଳର ପଶୁମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ 54 ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। […]