ଭୁବନେଶ୍ୱର, ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନଆଇଭି) ପ୍ରତିଷ୍ଠା କରିବା ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା ବେଳେ ଏଥି ମଧ୍ୟରୁ ଗୋଟିଏ ସଂସ୍ଥାନ ଭୁବନେଶ୍ୱର ଠାରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]
ଭୁବନେଶ୍ବର,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଉପଲକ୍ଷେ ସେ କହିଛନ୍ତି ଯେ, ଓଡିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ ଓଡିଶାକୁ ବିକାଶର ଶିଖରରେ ପହଞ୍ଚାଇବା ଥିଲା ବିଜୁବାବୁଙ୍କ […]
ଦିଲ୍ଲୀପ ହାଲି ସିକେକ୍ରିଟିକ୍ ପୁରସ୍କାର ପ୍ରଦାନ ସହ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ଜୀବନର ରୌପ୍ୟ ଜୟନ୍ତୀ ପାଳନ କରିବା ଲାଗି ସ୍ଥିର ହେଲା । ସବୁଥର ଭଳି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସଚିବାଳୟ ପ୍ରକୋଷ୍ଠରେ ଭେଟି […]
ଦିଲ୍ଲୀପ ହାଲି ଜଣେ ଦୃଢମନା ରାଜନୀତିଜ୍ଞ ଓ ଦକ୍ଷ ପ୍ରଶାସକ ତଥା ଜଣେ ହୃଦୟବାନ୍ ବ୍ୟକ୍ତି ଭାବରେ ଆଜି ପର୍ଯ୍ୟନ୍ତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଯଥେଷ୍ଟ ସୁଖ୍ୟାତି ରହିଛି । ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ଗ୍ରହଣ କରିବା କ୍ଷେତ୍ରରେ ସେ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ଏମସ୍ ରେ କରୋନା ଟିକା ଗ୍ରହଣ କରିଛନ୍ତି। ତାଙ୍କୁ ଯେ ଟିକା ଦେଇଛନ୍ତି ସେ ହେଉଛନ୍ତି ଏମସର ବରିଷ୍ଠ ନର୍ସ ସିଷ୍ଟର ନିଭେଦା। ସେ ହେଉଛନ୍ତି ପୁଡୁଚେରୀ ବାସିନ୍ଦା। ତାଙ୍କୁ ଗତକାଲି […]
ଭୁବନେଶ୍ବର, ଆଜି ମାସର ଶେଷ ରବିବାର ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ ପ୍ରସାରିତ ହୋଇଥିଲା। ଏହି ମାସିକା ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡିଶାର ‘ନାୟକ ସାରେ’ଙ୍କ କାର୍ଯ୍ୟକୁ ବେଶ ପ୍ରସଂଶା କରିଥିଲେ। ମୋଦୀ କହିଥିଲେ ଯେ, ଓଡିଶାର […]
ପାଟନା, ଦେଶରେ ତୈଳ ଦର ବୃଦ୍ଧି ଏବଂ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିହାରର ବିରୋଧୀଦଳ ନେତା ତଥା ପୂର୍ବତ୍ତନ ଉପମୁଖ୍ୟମନ୍ତ୍ରୀ ଅଭିନବ ପ୍ରତିବାଦ କରିଛନ୍ତି। ସେ ହେଉଛନ୍ତି ତେଜଶ୍ବୀ ଯାଦବ। ଆଜି ତେଜଶ୍ବୀ ତାଙ୍କର ଦୁଇଜଣ ବିଧାୟକଙ୍କ ସହିତ ବିଧାନସଭାକୁ […]
ନୂଆଦିଲ୍ଲୀ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ପୁଣି ଥରେ ତୀକ୍ଷ୍ଣ ବାଣ ମାରିଛନ୍ତି। ମଙ୍ଗଳବାର ସକାଳେ ସେ ଅନେକ ଟୁଇଟ୍ କରି କହିଛନ୍ତି ଯେ ମୁଁ ସୁବ୍ରମଣ୍ୟମ ସ୍ବାମୀଙ୍କୁ ମୋର ହିରୋ ଏବଂ ଆଦର୍ଶ ବୋଲି ଭାବିଛି। ଯେତେବେଳେ ମୁଁ […]
ଭୁବନେଶ୍ବର, ଶାନ୍ତି ଦେବୀ, ଏହି ନାମଟି ପ୍ରାୟ ଲୋକଙ୍କ ପାଇଁ ଅଜଣା। କାରଣ ସେ କେବେ ବି ପ୍ରଶଂସା ବା ଲୋକ ପ୍ରିୟତା ପଛରେ ଗୋଡାନ୍ତି ନାହିଁ। ହେଲେ ରାୟଗଡା ଏବଂ କୋରାପୁଟରେ ସେ ବେଶ୍ ପରିଚିତ। ସେ ରାୟଗଡାରେ କରିଛନ୍ତି […]
କୋଲକାତା, ଆଜି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିବା ସଭାରେ ମମତା କହିବାକୁ ଯିବା ବେଳେ ଜୋରରେ ହୋହାଲ୍ଲା ହେଲା। ଜୟ ଶ୍ରୀରାମ କହି ଲୋକମାନେ ପାଟିକଲେ। ଏହାକୁ ଦେଖି ମମତା ରାଗିଗଲେ। ଆଉ କହିଲେ […]
ୱାସିଂଟନ, ଆଜି ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଜୋ ବାଇଡେନ୍। ତାଙ୍କ ସହ ଉପରଷ୍ଟ୍ରପତି ଭାବେ କମଲା ହାରିଶ ମଧ୍ୟ ଶପଥ ନେବେ। ଆମେରକୀୟ ସମୟ ଦିନ 11ଟା ବେଳେ ସେ ଏହି ଶପଥ ନେବେ। […]
ନୂଆଦିଲ୍ଲୀ, ଭାରତ ରତ୍ନ ଏମଜିଆରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ରତ୍ନ ଏମଜିଆର ବହୁ ଲୋକଙ୍କ ହୃଦୟରେ ରହିଛନ୍ତି। ଚଳଚିତ୍ର ଜଗତ ହେଉ କିମ୍ବା ରାଜନୀତି, ପ୍ରତି କ୍ଷେତ୍ରରେ […]
ଭୁବନେଶ୍ବର, ଦେଶରେ ପୁଣି ଥରେ ନବୀନ ପଟ୍ଟନାୟକ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ହାସଲ କରିଛନ୍ତି। ଦେଶର ପ୍ରମୁଖ ନ୍ୟୁଜ ଚ୍ୟାନେଲ ଏବିପି ଏବଂ ସି-ଭୋଟର ମିଳିତ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି। ଚ୍ୟାନେଲ ତରଫରୁ ଦେଶର ସମସ୍ତ ରାଜ୍ୟର […]
ନୂଆଦିଲ୍ଲୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଟୁଇଟର ବନ୍ଦ କରି ଦେବା ପରେ ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସ୍ଥାନ ନେଇଛନ୍ତି । ମୋଦୀ ବର୍ତ୍ତମାନ ବିଶ୍ବର ସର୍ବାଧିକ ଫଲୋ କରୁଥିବା ନେତା ଭାବେ ପରିଗଣିତ ହୋଇଛନ୍ତି। […]
ଭୁବନେଶ୍ବର, ଇସ୍ରୋରେ ଅବସ୍ଥାପିତ ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ଉଦ୍ୟମ। ଏ କଥାକୁ ଖୋଦ ତପନ ମିଶ୍ର ନିଜ ଫେସବୁକ ଆକାଉଣ୍ଟରେ ଲେଖିଛନ୍ତି। ଏହାକୁ ନେଇ ବର୍ତ୍ତମାନ ବିଶେଷଜ୍ଞ ମହଲରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କଣ […]
ମୁମ୍ବାଇ/ଭୁବନେଶ୍ବର, କୃଷି ବିଲ୍କୁ ନେଇ ଚାଲିଥିବା ବିବାଦ ଓ ବିତର୍କ ମଧ୍ୟରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ସେମାନଙ୍କ ନିଜର ଲାଭ ଓ ଫାଇଦା ନିମନ୍ତେ ଅଯଥାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଏହାର ସହଯୋଗୀ କମ୍ପାନୀଗୁଡିକ ବିପକ୍ଷରେ ଚଳାଇଥିବା ମିଥ୍ୟା ଅପପ୍ରଚାର […]
ନୂଆଦିଲ୍ଲୀ, ଭାରତ ତିଆରି କରୋନା ଟିକାକୁ ଶେଷରେ ଅନୁମତି ମିଳିଛି। ବହୁ ପରିଶ୍ରମ ପରେ ବର୍ତ୍ତମାନ ଲୋକମାନଙ୍କୁ ଟିକାକରଣ ଆରମ୍ଭ କରାଯିବ। ସେଥିପାଇଁ ଦେଶ ତରଫରୁ ସେରମ ସଂସ୍ଥା ଏବଂ ଭାରତ ବାଓଟେକ ସଂସ୍ଥାକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ତେବେ […]
ନୂଆଦିଲ୍ଲୀ, ସୁନୀତ ଶର୍ମା ରେଳବାଇ ବୋର୍ଡର ନୂତନ ଅଧ୍ୟକ୍ଷ ତଥା ମୁଖ୍ୟ କାଯ୍ୟନିର୍ବାହୀ ଅଧିକାରୀ (ସିଇଓ), ଏବଂ ଭାରତ ସରକାରଙ୍କ ପଦାସୀନ ପ୍ରମୁଖ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ସୁନୀତ ଶର୍ମାଙ୍କୁ ରେଳ […]
ନୂଆଦିଲ୍ଲୀ, ସଶସ୍ତ୍ର ବାହିନୀ ମେଡିକାଲ ସେବା ମହାନିର୍ଦ୍ଦେଶକ ଭାବେ ସର୍ଜନ ଭାଇସ ଆଡମିରାଲ ରଜତ ଦତ୍ତ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ବର୍ତ୍ତମାନର ନିଯୁକ୍ତି ପୂର୍ବରୁ ଫ୍ଲାଗ୍ ଅଫିସର ଡିଜିଏମଏସ (ନୌସେନା) ଏବଂ କମାଣ୍ଡେଣ୍ଟ, ଆର୍ମି ହସ୍ପିଟାଲ (ଆର ଆଣ୍ଡ […]
ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖ୍ରୀଷ୍ଟମାସ ଅବସରରେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, “ଖ୍ରୀଷ୍ଟମାସର ଶୁଭ ଅବସରରେ ମୁଁ ସମସ୍ତ ନାଗରିକଙ୍କୁ ବିଶେଷ କରି ଆମର ଖ୍ରୀଷ୍ଟିଆନ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ […]
ନୂଆଦିଲ୍ଲୀ, ରୋଦମ ନରସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ରୋଦମ ନରସିଂହ ଭାରତର ଜ୍ଞାନ ଏବଂ ଅନୁସନ୍ଧାନର ସର୍ବଶ୍ରେଷ୍ଠ ପରମ୍ପରାକୁ ପ୍ରତିପାଦନ କରିଥିଲେ । ସେ […]