ଆଜିର ଖବର

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ବିଧାନସଭା ଆରମ୍ଭ ପରେ ଆଗତ ହୋଇଥିଲା ଶୋକ ପ୍ରସ୍ତାବ। ଏଥିରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି…

ନୂଆଦିଲ୍ଲୀ: ସୁପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ସମ୍ମାନ ପ୍ରଦାନ ସ୍ବରୂପ ଭାରତର ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି’ ପାଇଁ…

ନୂଆଦିଲ୍ଲୀ: ଆସନ୍ତା ୧୦ ୫ଟି ରାଜ୍ୟରେ ମତଦାନ ଶେଷ ହେବାକୁ ଥିବାବେଳେ ଏହି ବିଧାନସଭା ନିର୍ବାଚନରେ ପ୍ରଚାର ଦୁଇଟି ପ୍ରସଙ୍ଗ ଉପରେ ରହିଛି। ଏଥିରେ ଧାର୍ମିକ ଧ୍ରୁବୀକରଣ…

ଭୁବନେଶ୍ବର: ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ଆଜି ସକାଳେ ବିଧାନସଭାରେ ଉପବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।…

ନୂଆଦିଲ୍ଲୀ: ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆଇନଗତଭାବେ ଉପଲବ୍ଧ ଶିଶୁଙ୍କ ସଂଖ୍ୟା ଏବଂ ପଞ୍ଜୀକୃତ ସମ୍ଭାବ୍ୟ ପୋଷ୍ୟ ପିତାମାତାଙ୍କ ସଂଖ୍ୟା ମଧ୍ୟରେ ଅସମାନତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ…

ଭୁବନେଶ୍ବର:  ହିନ୍ଦୁ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ମାସରେ ଅନେକ ପର୍ବ ପାଳନ କରାଯାଏ। ସେହିପରି ଏହି ମାସର ନବମୀ ତିଥି ଶୁକ୍ଳ ପକ୍ଷ ଅଁଳା ନବମୀ ପାଳନ…

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ…

ନୂଆଦିଲ୍ଲୀ:  ଏହା ଏକ ସର୍ବସ୍ୱୀକୃତ ବିଷୟ ଯେ ଚଳଚ୍ଚିତ୍ରଗୁଡ଼ିକ ସୀମା ଅତିକ୍ରମ କରିବା, ସାମୂହିକ ମାନବିକ ଅନୁଭୂତି ବାଣ୍ଟିବା ଏବଂ ମାନବ ଭାବନାର ସାର୍ବଜନୀନ ଭାଷା ମାଧ୍ୟମରେ…

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ…

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଗୋଆର ମେରିୟଟ୍ ରିସୋର୍ଟଠାରେ ଦକ୍ଷିଣ ଏସିଆର ସର୍ବବୃହତ…

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଜଳସମ୍ପଦ ବିଭାଗ ଏବଂ ଆଇଆଇଟି, ଗୌହାଟୀ ମଧ୍ୟରେ “ବ୍ରାହ୍ମଣୀ ନଦୀ ଡେଲଟା ପୁନରୁଦ୍ଧାର ପାଇଁ “ଭୌତିକ ଏବଂ ଗାଣିତିକ ନଦୀ ମଡେଲିଂ ଅଧ୍ୟୟନ”…

ମେଷ ରାଶି: କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ଏବଂ ବିଶ୍ୱାସ ପାଇବେ। ପାରିବାରିକ ବ୍ୟସ୍ତତା ରହିବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେତୁ ଟେନସନ ହେବେ। ଆଶା କରାଯାଉଥିବା କାର୍ଯ୍ୟରେ ବିଳମ୍ବ ହେବ।…

ନୂଆଦିଲ୍ଲୀ: ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଟି -୨୦ ମ୍ୟାଚ୍ ଖେଳିବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୩ ତାରିଖରେ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡିଶାର ବାରିପଦାଠାରେ ଅଖିଳ ଭାରତ  ସାନ୍ତାଳୀ ଲେଖକ ମହାସଂଘର ୩୬ତମ ବାର୍ଷିକ ସମ୍ମେଳନ ଓ ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ…

ନୂଆଦିଲ୍ଲୀ: ୫ଟି ରାଜ୍ୟରୁ ୧୭୬୦ କୋଟି ଟଙ୍କାର ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ଦାମୀ ଧାତୁ ଜବତ କରାଯାଇଛି ବୋଲି ନିର୍ବାଚନ କମିଶନ କହିଛନ୍ତି। ଭୋଟରଙ୍କୁ…

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୦, ୨୦୨୩ରେ) ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି…

କାବୁଲ: ଅନ୍ତର୍ଜାତୀୟ ସ୍ତରରେ ସମ୍ପର୍କ ସ୍ୱାଭାବିକ ହେବାରୁ ତାଲିବାନ ସହିତ ବୁଝାମଣାରୁ ଓହରିଯାଇଛି ପାକିସ୍ତାନ। ତାଲିବାନ ସରକାରଙ୍କୁ କୌଣସି ବିଶେଷ ସୁବିଧା ସୁଯୋଗ ଦିଆଯିବ ନାହିଁ ବୋଲି…

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସୋମବାର ଷଷ୍ଠ…

ନୂଆଦିଲ୍ଲୀ: ଏକ ବୁଡ଼ାଜାହାଜରୁ ଉତକ୍ଷେପଣ କରିବାକୁ DRDO ଏକ ମାରାତ୍ମକ କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଛି। ଚଳିତ ବର୍ଷ ଫେବୃଆରୀ ମାସରେ, DRDO ଏହାର ଗୁପ୍ତ ପରୀକ୍ଷା କରିଥିଲା।…

ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ୍ ଶେଷ ହେବା ପରେ କ୍ରିକେଟ୍ ଜ୍ୱର ଶେଷ ହେବ ନାହିଁ। ନଭେମ୍ବର ୨୩ ତାରିଖ ଗୁରୁବାର ଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ…

ଭୁବନେଶ୍ବର: ବିଧାନସଭାରେ କୋଶଳୀ ଭାଷାରେ ବିଭିନ୍ନ ତଥ୍ୟ ରଖିବା ପାଇଁ ଅନୁମତି ଦିଆଯାଉ ବୋଲି ଆଜି ବାଚସ୍ପତିଙ୍କୁ ଜଣାଇଛନ୍ତି ବିଧାୟକ ନରସିଂହ ମିଶ୍ର। ଆସନ୍ତାକାଲି ବିଧାନସଭା ଥିବାରୁ…