ଆଜିର ଖବର

ନୂଆଦିଲ୍ଲୀ: ଏହି ବର୍ଷ ଯେଉଁମାନେ ICSE ଦଶମ ଶ୍ରେଣୀ ପରୀକ୍ଷାରେ ଭାଗ ନେଇଥିଲେ, ସେମାନଙ୍କର ଅପେକ୍ଷା ବର୍ତ୍ତମାନ ଶେଷ ହୋଇଛି। କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍…

ଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ବିଜ୍ଞାନ ଭବନରେ ଭାରତୀୟ ସୂଚନା ସେବା ଅଧିକାରୀ ମାନଙ୍କର ତୃତୀୟ ବାର୍ଷିକ ସମ୍ମିଳନୀକୁ ଉଦ୍‌ଘାଟନ…

କାନପୁର/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆଇଆଇଟି କାନପୁର ଠାରେ ‘ଦ ଗଙ୍ଗୱାଲ ସ୍କୁଲ ଅଫ୍ ମେଡ଼ିକାଲ ସାଇନ୍ସ…

ଭୁବନେଶ୍ବର: ଆଗାମୀ ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ୧୩ଟି ଜିଲ୍ଲାରେ ପ୍ରବଳ…

ଭୁବନେଶ୍ବର: ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଜାରି ରହିଛି। ଏହି ଅଧିବେଶନର ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ ରଖିଛନ୍ତି। ରାଜ୍ୟରେ କେତେ…

ଭୁବନେଶ୍ୱର: ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ହେଲେ ଯୁକ୍ତ ୨ ପାଇଁ କେବେ ନାମ ଲେଖା ହେବ ତାହାକୁ ନେଇ ଛାତ୍ରଛାତ୍ରୀ ଅପେକ୍ଷା କରିଥିଲେ।…

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ,…

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରୁ ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥ ଉପରେ ୫% ଜିଏସଟି ବୃଦ୍ଧି କରାଯିବ। ଏହାକୁ ନେଇ ଆଜି ବ୍ୟବସାୟୀମାନେ ସାରା ଦେଶରେ ଧର୍ମଘଟ…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୦ ହଜାର ୪୪ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଅବଧିରେ ୫୬ ଜଣଙ୍କର ମୃତ୍ୟୁ…

ନୂଆଦିଲ୍ଲୀ: ତାମିଲନାଡୁ ପ୍ରିମିୟର ଲିଗ୍ ରେ ମୁରଲୀ ବିଜୟ ଧମାକାଦାର ଖେଳ ପ୍ରଦର୍ଶନ କରିଛନ୍ତି। ତାମିଲନାଡୁ ପ୍ରିମିୟର ଲିଗ୍ ର ୧୯ ତମ ମ୍ୟାଚରେ ମୁରଲୀ ତାଙ୍କ…

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୧୦୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୬୫ ଜଣ ଆକ୍ରାନ୍ତ…

ନୂଆଦିଲ୍ଲୀ: ଶ୍ରାବଣ ମାସ ଜୁଲାଇ ୧୪ ତାରିଖରୁ ଆରମ୍ଭ ହୋଇଛି। ସମସ୍ତେ ନିଜ ନିଜ ଉପାୟରେ ଭୋଲେ ବାବାଙ୍କୁ ପ୍ରସନ୍ନ କରିବାରେ ବ୍ୟସ୍ତ ଅଛନ୍ତି। ଏଥି ସହିତ,…

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଗତ ୧୪.୭.୨୦୨୨ରିଖ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଚଳିତ ଖରିଫ୍ ଋତୁ୨୦୨୨ ପାଇଁ…

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କର ଦୁଇ ଦିନିଆ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ…

ଭୁବନେଶ୍ଵର: ନିଜର ଏକ ଦଶନ୍ଧିର ଗୌରବମୟ ଯାତ୍ରାରେ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ…

ଭୁବନେଶ୍ୱର: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ…

ରାୟପୁର: ଛତିଶଗଡର ପାରମ୍ପାରିକ ପର୍ବ ହରେଲି ପର୍ବ ଜୁଲାଇ ୨୮ ତାରିଖରେ ପାଳନ କରାଯିବ। ରାଜ୍ୟରେ ପ୍ରତିବର୍ଷ ହରେଲି ପର୍ବ ପାଳନ କରାଯାଏ। ଏଥର ମଧ୍ୟ ସରକାର…

ନୂଆଦିଲ୍ଲୀ: ଅତୀତର ସବୁ ରେକର୍ଡ ଭଙ୍ଗ କରି କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷରେ ଚାଷୀଙ୍କଠାରୁ ୨.୫୦ଲକ୍ଷ ଟନ୍ ପିଆଜ ସଂଗ୍ରହ କରିଛନ୍ତି। ଭବିଷ୍ୟତରେ ତିରୋଟ ସମୟର…

ଭୁବନେଶ୍ବର: ଆଜି ନ୍ୟୁଜ 18 ଓଡିଆ ଚ୍ୟାନେଲରୁ ବିଦାୟ ନେଇଛନ୍ତି ବରିଷ୍ଠ ସଂପାଦକ ଦୟାନିଧି ଦାସ। ତାଙ୍କର ଅବସର ସମୟ ପୂର୍ବରୁ ସେ ଇସ୍ତଫା ପ୍ରଦାନ କରିଥିଲେ।…