ଚଣ୍ଡିଗଡ: ହରିୟାଣାର ହିସାର ସହରର ଏକ ହୋଟେଲରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ କି, ଜଣେ ଥାଇଲ୍ୟାଣ୍ଡର ୪୦ ବର୍ଷ ବୟସ୍କା ମହିଳା ମାର୍ଚ୍ଚ ୩ ରେ ଦିଲ୍ଲୀ ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ସାଙ୍ଗମାନଙ୍କ ସହିତ […]
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଧିକାଂଶ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏବେ ଯୁବବର୍ଗଙ୍କ ବେରୋଜଗାର ସମସ୍ୟାକୁ ନେଇ ବିଜେପିକୁ ବର୍ଷିଛନ୍ତି ରାହୁଲ୍ । ଅଗଷ୍ଟ 9ରେ ଯୁବ କଂଗ୍ରେସ ସ୍ଥାପନା ଦିବସ ପାଳନ […]
ଭୁବନେଶ୍ବର : ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସରକାର । ରାଜ୍ୟରେ କୋଭିଡ୍ ସ୍ଥିତି ଓ ଖରିଫ ଚାଷ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ […]
ଜମ୍ମୁକାଶ୍ମୀର : ଜମ୍ମୁ-କାଶ୍ମୀରରେ ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାଙ୍କ ପେଟରେ ଗୁଳି ବାଜିଥିବାର ସୂଚନା ରହିଛି । ସୂଚନା ଅନୁସାରେ, ରବିବାର ସକାଳେ […]
କଟକ, ଚଳିତ ବର୍ଷ କଟକରେ ପ୍ରସିଦ୍ଧ ଦୁର୍ଗା ପୂଜା ହେବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି। କାରଣ କଟକରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଏପରି କ୍ଷେତ୍ରରେ ଦୁର୍ଗା ପୂଜା କରିବା ସମ୍ଭବ ନୁହେଁ ବୋଲି […]
ବିଜୟଓ୍ବାଡା : ବିଜୟୱାଡା ସହରରେ ଥିବା କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗିଥିଲା। ଏହି ଦୁର୍ଘଟଣାରେ ଏବେ ମୃତ୍ୟୁ ସଂଖ୍ୟା ବଢ଼ି 9ରେ ପହଞ୍ଚିଛି। ତେବେ ଏହି ଘଟଣା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ମୃତକଙ୍କ ସମ୍ପର୍କୀୟଙ୍କୁ […]
ନୂଆଦିଲ୍ଲୀ, କରୋନା ଭାଇସର ଆକ୍ରାନ୍ତ ହୋଇଥିବା ଗୃହମନ୍ତ୍ରୀ ଅମିତ ସାହା ସୁସ୍ଥ୍ୟ ହୋଇଛନ୍ତି। ସେ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହେବା ପରେ ମେଦାନ୍ତ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସା ହେବା ପରେ ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଆଜି କରୋନାରେ ଜଣେ ପୁଲିସ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ଶ୍ରୀମୁରଲୀଧର ବଳିଆରସିଂ କରୋନାରେ ମୃତ୍ୟୁବରଣ କରିଛନ୍ତି। ସ୍ୱର୍ଗତ ବଳିଆରସିଂଙ୍କ ଘର ଖୋର୍ଦ୍ଧା ଜିଲ୍ଲା […]
କଟକ : କଟକ ସହରର 4 ପୋଲିସ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚାରି ଆକ୍ରାନ୍ତଙ୍କ ମଧ୍ୟରେ ସଦର ଥାନାରୁଜଣେ ରହିଥିବାବେଳେ ବାଦାମବାଡି ଥାନାରୁ 2 ଜଣ, ରିଜର୍ଭ ପୋଲିସ୍ରୁ ଜଣେ ଚିହ୍ନଟ ହୋଇଛନ୍ତି ।ଚାରି ପୋଲିସ୍ କର୍ମଚାରୀଙ୍କୁ […]
ଯୋଧପୁର : ରାଜସ୍ଥାନର ଯୋଧପୁରଠାରୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଦେଚୁର ଅଚଳାବତା ଗ୍ରାମ ନିକଟରୁ 11ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । କ୍ଷେତରୁ 11ଜଣଙ୍କ ଶବ ମିଳିଛି । ସମସ୍ତ ମୃତକ ବିସ୍ଥାପିତ ବୋଲି […]
ହାପୁର: ଉତ୍ତରପ୍ରଦେଶର ହାପୁରରୁ ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ 6ବର୍ଷୀୟା ଶିଶୁ କନ୍ୟା ନୃଶଂସ ଭାବେ ଦୁଷ୍କର୍ମର ଶିକାର ହୋଇଥିବାର ଜଣାପଡିଛି । ଅଭିଯୁକ୍ତଜଣଙ୍କ ପୀଡ଼ିତାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ସହ ଗୁପ୍ତାଙ୍ଗକୁ ନଷ୍ଟ […]
ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ ସର୍ବାଧିକ 13ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 6ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଓ କୋରାପୁଟରୁ 2ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର ଓ ବରଗଡ ଓ ନୟାଗଡରୁ […]
ଭୁବନେଶ୍ବର: ଆଜି ରାଜ୍ୟରୁ ମୋଟ୍ 1734ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ୍ 29ଟି ଜିଲ୍ଲାରୁ ଆଜି 1734ଜଣ କରୋନା ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଆଜି ଗଞ୍ଜାମକୁ ଟପି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ 342 ଜଣ ଚିହ୍ନଟ ହୋଇଥିବାବେଳେ […]
ଭୁବନେଶ୍ବର : ରାଜ୍ୟରେ ଆଜି 1734 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1075ଜଣ ଚିହ୍ନଟ ହୋଇଥିବାବେଳେ […]
ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 64 ହଜାର 399 ଜଣ […]
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ ବୋଲି ସେ ସୂଚନା ଦେଇଛନ୍ତି । 101 ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ବ୍ୟାନ୍ ଲଗାଯାଇଥିବାର କହିଛନ୍ତି ପ୍ରତିରକ୍ଷା […]
ତାମିଲନାଡୁ : ବାହୁବଲୀର ଭଲାଲ୍ ଦେବ ତଥା ସାଉଥ ସୁପରଷ୍ଟାର ରାଣା ଦଗ୍ଗୁବତୀ ଗତକାଲି ମିହିକା ବଜାଜଙ୍କୁ ବାହା ହୋଇଛନ୍ତି । ଦୁହିଁଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଏହି ଫଟୋରେ ଦୁହେଁ ବେଶ୍ […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଚଅଁରପୁର ଗ୍ରାମରୁ ଗତକାଲି ରାତିରେ ଏକ ନବଜାତ ଶିଶୁ ଉଦ୍ଧାର କରାଯାଇଛି। ଆମ୍ବ ତୋଟାରୁ ମିଳିଲା ୨ଦିନର ଶିଶୁପୁତ୍ର ମିଳିଥିଲା ବୋଲି ସୂଚନାରହିଛି। ଜିଲ୍ଲା ଚାଇଲ୍ଡଲାଇନ ସଂଯୋଜକ ନରେଶ ଗୋଚ୍ଛାୟତଙ୍କ […]
ନୂଆଦିଲ୍ଲୀ : ଶ୍ୱାସକ୍ରିୟା ଜନିତ ଅସୁବିଧାର ସମ୍ମୁଖୀନ ହେବା ପରେ ଶନିବାର ରାତି ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ସଂଜୟ ଦତ୍ତ । 61 ବର୍ଷୀୟ ସଂଜୟ ଦତ୍ତ କୋଭିଡ-19 ଟେଷ୍ଟ ନେଗେଟିଭ୍ ଆସିଛି । ହସ୍ପିଟାଲରେ ଭର୍ତ୍ତି […]
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ସ୍ଥିତ ଏକ ହୋଟେଲ୍ ନିଆଁ ଲାଗିଛି । ଏହି ହୋଟେଲ୍କୁ କୋଭିଡ୍ କେୟାର ସେଣ୍ଟର ରୂପେ ପରିବର୍ତ୍ତନ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ 7ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ଏହି ଅଗ୍ନିକାଣ୍ଡରୁ 30 […]
ସମ୍ବଲପୁର, ଗତକାଲି ରାତିରୁ ହୀରାକୂଦ ଜଳ ଭଣ୍ଡାରର ୮ଟି ଗେଟ୍ ଖୋଲାଯାଇଛି। କାରଣ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୮.୫୦ ଘନଫୁଟ ରହିଥିବାରୁ ଏହି ପଦକ୍ଷେପ ନିଆଯାଇଛି। ହୀରାକୂଦ କର୍ତ୍ତୁପକ୍ଷଙ୍କ କହିବା ଅନୁସାରେ ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୫ […]