ଖୋର୍ଦ୍ଧା: ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ବିଲ ଭିତରକୁ ପଶିଯାଇଛି ଏକ ସିମେଣ୍ଟ ବୋଝେଇ ଟ୍ରକ୍। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି। ଘଟଣାଟି…
ଆଜିର ଖବର
ଭୁବନେଶ୍ବର: ବ୍ରହ୍ମପୁରସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ୨୦୨୬ ବର୍ଷର ଉତ୍ତୀର୍ଣ୍ଣ ସ୍ନାତକ ଆୟୁର୍ବେଦ ଡାକ୍ତରମାନଙ୍କୁ ନେଇ ସ୍ନାତକତା ଦିବସ ମହାସମାରୋହରେ ପାଳିତ…
ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ…
କଂଗ୍ରେସ ସଂଗଠନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦିଆଯାଇଛି। କଂଗ୍ରେସ ସଭାପତି ମଧୁ ଗୌଡ଼ ୟାସ୍ଖୀଙ୍କୁ ଅଲ୍ ଇଣ୍ଡିଆ ପ୍ରଫେସନାଲ୍ସ କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ…
ଗାନ୍ଧୀନଗର: ଦିଲ୍ଲୀ ପରେ ଏବେ ଗୁଜରାଟର ଗାନ୍ଧୀନଗରରେ ଏକ ବଡ଼ଧରଣର ବିଲ୍ଡିଂ ଦୁର୍ଘଟଣା ଘଟିଛି। ଗାନ୍ଧୀନଗରର କୁଡାସନ ଅଞ୍ଚଳରେ ନିର୍ମାଣାଧୀନ ‘ବୋସ୍କି ଦି ଏମ୍ପାୟାର’ କମର୍ସିଆଲ୍ କମ୍ପ୍ଲେକ୍ସର…
ଲକ୍ଷ୍ନୌ:ଉତ୍ତରପ୍ରଦେଶ ରାଜନୀତିରେ ନିର୍ବାଚନୀ ତାତି ବଢ଼ୁଥିବା ବେଳେ ବହୁଜନ ସମାଜ ପାର୍ଟି (BSP)ରେ ଘଟିଛି ବଡ଼ ରାଜନୈତିକ ହଲଚଲ। ଦଳର ଭବିଷ୍ୟତ ନେତୃତ୍ୱର ଚେହେରା ଭାବେ ଚର୍ଚ୍ଚାରେ…
ରାୟଗଡ଼ା: ରେଳ ଧକ୍କାରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ବୁରୁନ୍ଦାବାଡ଼ି ନିକଟରେ ବିଷମକଟକ-ଥେରୁବାଲି ରେଳଧାରଣାରେ ବିଳମ୍ବିତ ରାତିରେ ଏହି ଅଘଟଣ…
ଭଦ୍ରକ: ରାତିର ନିରବତା ଭିତରେ ହଠାତ୍ ଜଳିଉଠିଲା ବଜାର। ଭଦ୍ରକ ଜିଲ୍ଲା ବାସୁଦେବପୁର ମୁଖ୍ୟ ବଜାରର କଲେଜ ଛକ ନିକଟରେ ବିଳମ୍ବିତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ।…
ଭୁବନେଶ୍ବର: ଯୁକ୍ତ୨ ଶିକ୍ଷା ପରେ କେବଳ ଉଚ୍ଚଶିକ୍ଷା ନୁହେଁ, ଦକ୍ଷତାଭିତ୍ତିକ ରୋଜଗାର ପାଇଁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ଓଡ଼ିଶା।…
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ପୋଷଣ ମାସ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’, ଶିଶୁ, କିଶୋର-କିଶୋରୀ ଏବଂ ସେମାନଙ୍କ ପରିବାରରେ ପୋଷଣ, ସ୍ୱାସ୍ଥ୍ୟ ଏବଂ…
ସମ୍ବଲପୁର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ସମ୍ବଲପୁର ଶାଖା ପକ୍ଷରୁ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ ଅନ୍ତର୍ଗତ ଧମା…
ରାଞ୍ଚି: ରାଞ୍ଚି ସ୍ଥିତ ୟୁଆଇଡିଏଆଇ ଆଞ୍ଚଳିକ କାର୍ଯ୍ୟାଳୟ ଠାରେ ଏକ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଭୁବନେଶ୍ୱର ଓ ରାଞ୍ଚିର ଅତିରିକ୍ତ…
ଭୁବନେଶ୍ୱର: ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକା କନସୁଲ ଜେନେରାଲଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟି (CSIR-IMMT) ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ପ୍ରତିନିଧି ଦଳ ସିଏସଆଇଆର-ଆଇଏମଏମଟିର…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ରୁ ଶିକ୍ଷା ସମାପ୍ତ କରିଥିବା ୨୦୨୬ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ…
ଚ଼ିଲିକା: ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ପଲଟଣ ପଡ଼ିଆ ସ୍ଥିତ କୃତ୍ତିବାସ ଭବନ ଠାରେ ଆୟୋଜିତ ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶରେ ଆଇନ, ପୂର୍ତ୍ତ…
ମେଷ : ଭାଗ୍ୟ ଆପଣଙ୍କ ସହିତ ରହିବ। ଚାକିରିରେ ସୁସଙ୍ଗତତା ରହିବ। ସୁଖ ମିଳିବ। ଜ୍ଞାନ ଜିତିବ। ଭଲ ଆକାରରେ ରୁହ। ବିବାଦରୁ ଦୂରରେ ରୁହନ୍ତୁ। ମେଳ ଖାଇବା…
ଚେନ୍ନାଇ: ନବଜାତ ଶିଶୁଙ୍କ ପାଇଁ ତାମିଲନାଡୁ ସରକାରଙ୍କ ବଡ଼ କଲ୍ୟାଣକାରୀ ଯୋଜନା। ସରକାରୀ ହସ୍ପିଟାଲରେ ଜନ୍ମିତ ଶିଶୁଙ୍କୁ ଏକ ଗ୍ରାମର ସୁନା ମୁଦି ଦେବାକୁ ଘୋଷଣା କରାଯାଇଥିବା…
କେନ୍ଦୁଝର: ଧାନ ବିଲରେ ଚାଷୀଙ୍କୁ ଦଳିଦେଲା ଦନ୍ତାହାତୀ। ଫସଲ ଖାଉଥିବା ହାତୀପଲକୁ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଜୀବନ ଚାଲିଯାଇଛି। ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ…
ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘମିଆଦୀ ପୁଞ୍ଜିନିବେଶ ସହ ରାଜ୍ୟକୁ ଏକ ‘ବିଶ୍ୱ ଶିଳ୍ପ କେନ୍ଦ୍ର’ (ଗ୍ଲୋବାଲ ଇଣ୍ଡଷ୍ଟ୍ରିଆଲ ହବ୍) ଭାବେ ଗଢ଼ିତୋଳିବା ପାଇଁ ଅବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
କେନ୍ଦୁଝର: ପାରିବାରିକ କଳହକୁ କେନ୍ଦ୍ର କରି ଘଟିଛି ଅଭାବନୀୟ ହତ୍ୟାକାଣ୍ଡ। ମଦ ନିଶାରେ ଉତ୍ତ୍ୟକ୍ତ ହୋଇ ନିଜ ବାପାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ପୁଅ। ହତ୍ୟା…
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଜୁଲାଇ ବିକ୍ଷୋଭରେ ଯୋଗ ଦେଇଥିବା ଜଣେ ଆଇନ୍ ଛାତ୍ରଙ୍କୁ ନୋଟିସ୍ ଜାରି କରିବା ଘଟଣାରେ ଗ୍ରେଟର ନୋଏଡାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ…

