ଆଜିର ଖବର

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କୁ କିପରି ଶାସନ କରାଯିବା ଉଚିତ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ…

ନୂଆଦିଲ୍ଲୀ, ଆଜିର ଦିନଟି ଦୁଇଟି ରାଶିର ବ୍ୟକ୍ତିମାନଙ୍କ ପାଇଁ କିଛି ଶୁଭ ନାହିଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା…

ନୂଆଦିଲ୍ଲୀ, ଆଜି ଅର୍ଥାତ ଡିସେମ୍ବର 16 ତାରିଖ ବୁଧବାର ଦିନଟି ଦୁଇଟି ରାଶି ପାଇଁ ରହିଛି ବେଶ ଶୁଭାଶୁଭ। ଏହି ରାଶି ଦ୍ବୟର ବ୍ୟକ୍ତିମାନେ ନୂତନ କାର୍ଯ୍ୟ…

ନୂଆଦିଲ୍ଲୀ, ରୋଦମ ନରସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ରୋଦମ ନରସିଂହ…

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ଶିକ୍ଷକଙ୍କ ଘରେ ଏବଂ ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ…

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।…

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତୀୟ ରେଳବାଇରେ ପୂର୍ବ ତଟ ରେଳ ପକ୍ଷରୁ ତାଲଚର-ପାରାଦୀପ ବିଭାଗ ମଧ୍ୟରେ ଇଓଟିଟି ଦ୍ଵାରା ଏକ ମାଲବାହୀ ଟ୍ରେନରେ ସଫଳ ଫିଲ୍ଡ…

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୩…

ଭୁବନେଶ୍ବର : ଜାନୁଆରୀ 3ରୁ ଖୋଲିପାରିବ ଅନ୍ୟ ମନ୍ଦିର, ଧାର୍ମିକ ଅନୁଷ୍ଠାନ । ପ୍ରେସ୍‌ମିଟ୍‌ରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ତେବେ ଯେଉଁମାନେ…

ଭୁବନେଶ୍ବର : ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏମଏସଏମଇ ପାଇଁ 289 କୋଟି 41 ଲକ୍ଷର ପ୍ୟାକେଜ ଘୋଷଣା କରାଯାଇଛି।…

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।  ଟିକାକରଣର ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷ 20 ହଜାର ଲୋକଙ୍କୁ…

ନୂଆଦିଲ୍ଲୀ :  ଆଗାମୀ ଜାନୁଆରୀ 26 ଅର୍ଥାତ୍‌ ଗଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥି ହେବେ ବୋରିସ୍‌ ଜନସନ୍‌ । ଭାରତ ପକ୍ଷରୁ କରାଯାଇଥିବା  ଆମନ୍ତ୍ରଣକୁ ବ୍ରିଟେନ…

ନୂଆଦିଲ୍ଲୀ: ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବ ଆମ୍‌ ଆଦମୀ ପାର୍ଟି । 2022 ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଲଢିବା ନେଇ ଆମ୍ ଆଦମୀ ପାର୍ଟି…

ଭୁବନେଶ୍ବର: ରାଜଧାନୀରେ ଏଣିକି ଟ୍ରାଫିକ୍‌ ନିୟମ ଆହୁରି କଡାକଡି ହେବ । ଦୁଇ ଚକିଆ ଯାନ ପାଇଁ ଡବଲ୍‌ ହେଲମେଟ୍‌କୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଏକ୍ସଟ୍ରା…

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣାସ୍ଥଳରେ  ଧାରଣାରେ ବସିଥିବା ଜଣେ ଏଏନଏମ ଆତ୍ମାହୁତି ଉଦ୍ୟମ କରିଛନ୍ତି ।  ତେବେ କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା…

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 4 ଜଣ ଆକ୍ରାନ୍ତଙ୍କର…

ଭୁବନେଶ୍ବର: ରାଜ୍ୟରେ ଆଜି ୩୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି…