ଆଜିର ଖବର

କୋରାପୁଟ, କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କୋରାପୁଟ ଜିଲ୍ଲାକୁ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ଆଜି ମଧ୍ୟରାତ୍ରରୁ ଅଗଷ୍ଟ 1 ତାରିଖ ମଧ୍ୟରାତ୍ର ଯାଏଁ…

ନୂଆଦିଲ୍ଲୀ : ଦିଲ୍ଲୀରେ ଶସ୍ତା ହୋଇଛି ଡିଜେଲ୍‌ । ଦିଲ୍ଲୀସରକାର ଡିଜେଲ୍‌ ଉପରୁ ମୋଟା ଅଙ୍କର ଭାଟ୍‌ କାଟିଛନ୍ତି । ଡିଜେଲ୍‌ ଉପରୁ ଭାଟ୍‌ 30 ପ୍ରତିଶତରୁ…

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୋମେନ୍‌ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତ୍ରିରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ 78 ବର୍ଷ ହୋଇଥିଲା। ଗତକାଲି…

ନୂଆଦିଲ୍ଲୀ : ଦେଶରେ ଗତ 24 ଘଣ୍ଟାରେ 52 ହଜାରୁର ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 775ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ  ଦେଶରେ କରୋନା …

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଓଡ଼ିଶାରେ କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଅନେକ ବଳିଷ୍ଠ ପଦକ୍ଷେପ ମାନ ନେଉଛନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ ଜଣେ…

ସୀତରାମ ଅଗ୍ରଓ୍ବାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତକାଲି ରାତ୍ରିରେ ପାଖାପାଖି ୮ ଟା ୩0 ମିନିଟ୍‌ ସମୟରେ ତହସିଲଦାରଙ୍କୁ ଅତର୍କିତ…

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 10ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 2,…

ଭୁବନେଶ୍ବର : ଆଜି 28 ଜିଲ୍ଲାରୁ 1203 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 250 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 220, କଟକରୁ…

ଭୁବନେଶ୍ବର : ରାଜ୍ୟରେ ଆଜି 1203 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।…

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଏବେ ସରକାରୀ ଅଫିସ୍‌ଗୁଡିକରେ ମଧ୍ୟ କରୋନା ପହଞ୍ଚିଲାଣି । କରୋନାକୁ ଦୃଷ୍ଟିରେ ରଖି ଓଡ଼ିଶା ସଚିବାଳୟ କର୍ମଚାରୀଙ୍କୁ…

ଭୁବନେଶ୍ବର : ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଟୁଇଟ୍‌ କରି ଏନେଇ ସୂଚନା ଦେଇଛନ୍ତି ପୋଲିସ୍‌ ଡିଜି ଅଭୟ…

ଭୁବନେଶ୍ବର: ଜିଏସଟି ଭରଣା ବାବଦ ଅର୍ଥ ଦେବାରେ ଓଡ଼ିଶାକୁ ପ୍ରବଞ୍ଚିତ କରାଯାଇଛି ବୋଲି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‍ଗୋ ଅଭିଯୋଗ କରିଛନ୍ତି। ଭାଜପାକୁ…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର “ଅନଲକ-୩” ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନୂଆ ନିୟମ ଅନୁଯାୟୀ କେବଳ “କଣ୍ଟେନମେଣ୍ଟ ଜୋନ” ରେ ଲକ ଡାଉନ ଆସନ୍ତା…

ଭୁବନେଶ୍ବର, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଏବଂ ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସେବାକୁ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ନିମ୍ନ ମତେ ବୃଦ୍ଧି କରାଯିବାକୁ ସ୍ଥିର କରାଯାଇଅଛି I ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର…

ନୂଆଦିଲ୍ଲୀ, ଶେଷରେ ଭାରତ ମାଟି ଛୁଇଁଲା ଲଢୁଆ ବିମାନ ରାଫେଲ, ଗତକାଲି ଫ୍ରାନ୍ସରୁ ଏହି ବିମାନ ତାହାର ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଆଜି ଅପରାହ୍ନରେ…

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 137 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି 137 ପଜିଟିଭଙ୍କ ମଧ୍ୟରୁ 98 ଜଣ କ୍ବାରେଣ୍ଟାଇନ୍‌ ଥିବାବେଳେ 39 ଜଣ ଲୋକାଲ୍‌…

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶେରଗଡ଼ ବ୍ଲକ୍ ନରେନ୍ଦ୍ରପୁର ଗ୍ରାମରେ ଜଣେ ୧୦ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ ଘଟିଛି। ଏହି ସମ୍ବେଦନଶୀଳ ଘଟଣା ଗ୍ରାମରେ ପ୍ରଚାର…

ମୁମ୍ବାଇ :  ସୁପରହିଟ୍‌ ଫିଲ୍ମ କେଜିଏଫ୍‌-2ରେ ସଞ୍ଜୟ ଦତ୍ତଙ୍କ ଚରିତ୍ରର ଖୁଲାସା ହୋଇଛି । ଆଜି ତାଙ୍କର 61 ତମ ଜନ୍ମଦିବସରେ ଏହି କେଜିଏଫ୍‌ରେ ଅଭିନୟ କରିଥିବା…

ଭୁବନେଶ୍ବର : ଆଜି ରାଜ୍ୟରୁ ପାଞ୍ଚୋଟି ମୁଣ୍ଡ ନେଇଛି କରୋନା । ପାଞ୍ଚ ମୃତକଙ୍କ ମଧ୍ୟରେ ମାଲ୍‌କାନଗିରିରୁ ଜଣେ, ଫୁଲବାଣୀରୁ ଜଣେ, ଗଞ୍ଜାମରୁ ଜଣେ, ବାଲେଶ୍ବରରୁ ଜଣେ,…