କ୍ରିକେଟରରୁ ରାଜନେତା ବନିଥିବା ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ବିଜେପି ପକ୍ଷରୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ସେ ଏକ ରୋଡ ଶୋ କରି ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ଏହି […]
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଏକ ଅଭାବନୀୟ ଘଟଣା ଘଟିଛି । ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ନିର୍ବାଚନ ବୁଥ୍ ନିକଟରେ ଧାରଣାରେ ବସିଛନ୍ତି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 6 ଟି ଲୋକସଭା ଏବଂ 42 ଟି ବିଧାନସଭା ଆସନରେ […]
ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 13ଟି ରାଜ୍ୟ ଏବଂ 2ଟି କେନ୍ଦ୍ର ଶାସିତ ଅଞ୍ଚଳର 117ଟି ଆସନ ପାଇଁ ମତଦାନ ଚାଲିଛି । ଏହି ମତଦାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ହାର୍ଦ୍ଦିକ ପଟେଲ […]
କଂଗ୍ରେସ ନେତା ଦିଗ୍ବିଜୟ ସିଂ ପୁନର୍ବାର ଏକ ବିବାଦୀୟ ବୟାନ ଦେଇଛନ୍ତି । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍) ପାଇଁ ଭାରତ ମାତାର କୌଣସି ଗୁରୁତ୍ବ ନାହିଁ ବରଂ ସଂଘ ସେମାନଙ୍କ ପାଇଁ ରାଷ୍ଟ୍ର ଠାରୁ ବଡ ବୋଲି କହିଛନ୍ତି ଦିଗ୍ବିଜୟ […]
ସର୍ବୋଚ୍ଚ ନ୍ୟାୟାଳୟର ଜନୈକ ଓକିଲ ଉତ୍ସବ ସିଂ ବେଂଶଙ୍କ ମୁଖ୍ୟ ବିଚାରପତିଙ୍କ ଯୌନ ନିର୍ଯାତନା ମାମଲାରେ ନୋଟିସ୍ ପ୍ରଦାନ କରିଛନ୍ତି । ବିଚାରପତି ଅରୁଣ ମିଶ୍ରା, ରୋହିଣ୍ଟନ୍ ନରିମାନ୍ ଏବଂ ଦୀପକ ଗୁପ୍ତାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି […]
ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ଦିନ 11 ଟା ସୁଦ୍ଧି 18 ପ୍ରତିଶତ ଭୋଟ ହୋଇଥିବାର ମୁଖ୍ୟ ନିର୍ବାଚନ ଅଧିକାରଙ୍କ କାର୍ଯ୍ୟାଳୟରୁ ଜଣାପଡିଛି। ଏହି ସମୟ ମଧ୍ୟରେ ସମ୍ବଲପୁପରେ 20 ପ୍ରତିଶତ ଢେଙ୍କାନାଳରେ 22 ପ୍ରତିଶତ କଟକରେ 15 ପ୍ରତିଶତ […]
ବିଜେପିରେ ଯୋଗ ଦେଇଛନ୍ତି ବଲିଉଡ୍ ଅଭିନେତା ସନ୍ନି ଦେଓଲ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପୀୟୁଷ ଗୋୟଲଙ୍କ ଉପସ୍ଥିତିରେ ସନ୍ନି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ସନ୍ନିଙ୍କ ପିତା ମାତା ଧର୍ମେନ୍ଦ୍ର ଏବଂ ହେମା ମାଳିନୀ […]
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ୪୨ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ଏହି ନିର୍ବାଚନରେ ନେତାମାନେ ନିଜନିଜ ମତଦାନ […]
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଓଡ଼ିଶାର 6ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ନିର୍ବାଚନ ଶାନ୍ତି ଶୃଙ୍ଖଳାର […]
ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧୀ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ଯୁବ ଭୋଟରଙ୍କୁ ମାତ୍ରାଧିକ ପରିମାଣରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ରାହୁଲ କହିଛନ୍ତି ଦେଶର ଭବିଷ୍ୟତ ଯୁବବର୍ଗଙ୍କ ହାତରେ, ତେଣୁ ସେମାନେ ସମସ୍ତ […]
ଆଜି ସକାଳ 7ଟାରୁ ଓଡ଼ିଶାରେ ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏଥର ୬ ଲୋକସଭା ଆସନରେ ୬୧ ଜଣ ପ୍ରାର୍ଥୀ ମୈଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି 42ଟି ବିଧାନସଭା ଆସନରେ ୩୫୬ ଜଣ […]
ଆସନ୍ତା କାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ। ଓଡ଼ିଶାରେ ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମତଦାନ ହେବ। ୬ ଲୋକସଭା ଆସନରେ ୬୧ ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ୪୨ଟି ବିଧାନସଭା ଆସନରେ ୩୫୬ […]
ପାଟକୁରାରେ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ରହିଛି। ପାଟକୁରାରେ ବିଜେଡ଼ିର ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ଯୋଗୁଁ ସେଇ ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରହିଛି। ଏହି ନିର୍ବାଚନ ମଣ୍ଡଳୀକୁ ନେଇ ସିଇଓ ସୂଚନା ଦେଇଛନ୍ତି। ତେବେ ଏଇ ବିଧାନସଭା ଆସନରେ […]
ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରାଯାଇଛି। ସୋମବାର ଅପରାହ୍ନରେ କୋଟରେ ହାଜର ହେବା ସମୟରେ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏଥିପାଇଁ ପ୍ରଦୀପ ମହାରଥୀ ଅଚେତ ହୋଇଯାଇଥିଲେ। ରବିବାର ବିଳମ୍ବିତ ରାତିରେ ଫ୍ଲାଇଂ […]
ପୂର୍ବତନ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ପରମାଣୁ ବୋମାକୁ ନେଇ ନିର୍ବାଚନୀ ରାଲି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ବିରୋଧରେ ଦେଇଥିବା ବୟାନ ଉପରେ ମେହବୁବା ମୁଫତି ପ୍ରତ୍ରିକ୍ରିୟା ରଖିଛନ୍ତି। ମେହେବୁବା ପାକିସ୍ତାନର […]
ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ନାସିମ ଜାଇଦି ଜେଟ୍ ଏୟାରଓ୍ବେଜ୍ର ନିର୍ଦ୍ଦେଶକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଅଣ ଲାଭଦାୟକ ପଦବୀରେ ରହିଥିବା ଜାଇଦି ଇସ୍ତଫାର କାରଣ ବ୍ୟକ୍ତିଗତ ସମୟର ଅଭାବ ବୋଲି ଦର୍ଶାଇଛନ୍ତି। ପୂର୍ବରୁ ଉଡାଣ ବିଭାଗର ସଚିବ ରହିଥିବା […]
ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍ ଏପ୍ରିଲ୍ ୨୩ ତାରିଖରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ପ୍ରଦେଶରେ ୧୧୬ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ଚରଣରେ ୨୦ଟି ରାଜ୍ୟର ୯୧ଟି ଆସନ, ଦ୍ବିତୀୟ ଚରଣରେ ୧୨ଟି ରାଜ୍ୟର […]
ଜେଏନ୍ୟୁର ନିଖୋଜ ଛାତ୍ର ନଜୀବ ଅହମ୍ମଦଙ୍କ ନିଖୋଜ ହେବା ପ୍ରସଙ୍ଗରେ ସିବିଆଇକୁ ଚୂଡାନ୍ତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ। ନିଖୋଜ ଛାତ୍ରଙ୍କ ମା‘ ଫାତିମା ନଫିସ୍ଙ୍କ ଯାଚିକା ଉପରେ ବିଚାର କରି ଏହି ଆଦେଶ ଶୁଣାଇଛନ୍ତି କୋର୍ଟ। […]
ଫିଲିପାଇନ୍ସରେ ୬.୩ ତୀବ୍ରତାର ଭୂକମ୍ପ ଅନୁଷ୍ଠିତ ହୋଇଛି। ମଧ୍ୟ ଫିଲିପାଇନ୍ସରେ ସୋମବାର ଏହି ଭୂକମ୍ପ ଅନୁଷ୍ଠିତ ହୋଇଛି। ଆମେରିକୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି। ରାଜଧାନୀ ମାନିଲାର ଉତ୍ତର ଭାଗରୁ ୬୦ କିମି ଦୂରରେ ଘନୀଭୂତ ହୋଇଥିବା […]
ଆସନ୍ତାକାଲି ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ଅବ୍ୟବହିତ ପୂର୍ବରୁ ସାରା ରାଜ୍ୟରେ ଦେଖାଦେଇଛି ନିର୍ବାଚନୀ ହିଂସା। ଗତକାଲି ରାତିରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଅନ୍ତିମ ଦିବସ ଥିବାବେଳେ ମଧ୍ୟ ଭୁବନେଶ୍ବରର ନିର୍ବାଚନୀ ହିଂସା ଦେଖାଯାଇଥିଲା। ଉଭୟ ବିଜେଡ଼ି […]
ଦୀର୍ଘଦିନ ପରେ ପରଦାରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ଙ୍କ ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ରୋହିତ୍ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନାଙ୍କୁ ଅକ୍ଷୟଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିବ। ଅକ୍ଷୟ ଏହି ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରର […]