ଶୁକ୍ରବାର କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ପୁରାଇବାକୁ ମନା କରିଛି ଆମେରିକା । ଭାରତର କୂଟନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇଛି ଆମେରିକା । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଶୁକ୍ରବାର ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓଙ୍କୁ ଭେଟିବା ପରେ […]
କୁଏତ୍ରୁ ଫେରିବେ ୧୫ ଓଡ଼ିଆ ଶ୍ରମିକ । ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଛି ଭାରତୀୟ ଦୂତାବାସ । କୁଏତ୍ରେ ଫସିଥିବା କେନ୍ଦ୍ରାପଡ଼ାର ୧୫ଜଣ ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା । […]
ରାଜ୍ୟରେ ୭୩ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପତକା ଉତ୍ତୋଳନ ନେଇ ଏକ ସୂଚୀ ଜାରି ହୋଇଛି । ତେବେ କିଏ କେଉଁଠି ପତାକା ଉତ୍ତୋଳନ କରିବା ନେଇ ଏକ ସୂଚୀ ଜାରି ହୋଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ବରଠାରେ ମୁଖ୍ୟମନ୍ତ୍ରୀ […]
ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା ଓ ଝାରଖଣ୍ଡ ଆଦି ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତିରେ ବିଜେପି ଲାଗିପଡ଼ିଲାଣି। ଦିଲ୍ଲୀ ଛାଡ଼ି ଅନ୍ୟ […]
ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦ ଉପରେ ସୁପ୍ରିମ୍କୋର୍ଟର ଶୁଣାଣି ଜାରି ରହିଛି । ସର୍ବୋଚ୍ଚ ଅଦାଲତ ନିଜର ପରମ୍ପରାକୁ ଭାଙ୍ଗି ଏହି ମାମଲାକୁ ସପ୍ତାହ ସମସ୍ତ ୫ଟି କାର୍ଯ୍ୟଦିବସରେ ଶୁଣାଣି କରିବେ ବୋଲି ଗତକାଲି ନିଷ୍ପତ୍ତି ନେଇଥିଲେ । ତେବେ […]
କେରଳରେ ଆସିଥିବା ବନ୍ୟାରେ ସବୁଠୁାର ଅଧିକ କ୍ଷତିଗ୍ରସ୍ତ ହୋଇଛି ଓ୍ବାୟନାଡ଼ ଜିଲ୍ଲା । ଓ୍ବାୟନାଡ଼ର ସାଂସଦ ରାହୁଲ ଗାନ୍ଧି ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥା ହୋଇଛନ୍ତି । ରାହୁଲ୍ ବନ୍ୟା […]
ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ […]
କୃଷିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା କାଳିଆ ଯୋଜନାର ଅବଧିରେ ବୃଦ୍ଧି ଘଟାଯାଇଛି । ଆସନ୍ତା 5 ବର୍ଷ ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି । କୃଷି ଏବଂ କୃଷକ ଏବଂ ମହିଳା […]
ଆସନ୍ତା 12 ତାରିଖରୁ ଆଉ ଏକ ଲଘୁଚାପ ହେବା ନେଇ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଗତ 6 ତାରିଖରୁ ରାଜ୍ୟରେ […]
ମେକ୍ସିକୋର ଏକ ପୋଲରୁ ଝୁଲନ୍ତା ଅବସ୍ଥାରେ 19ଟି ଶବ ଜବତ କରାଯାଇଛି । ଦୁଇଟି ଗ୍ୟାଙ୍ଗ ମଧ୍ୟରେ ସଙ୍ଘର୍ଷ ଘଟିଥିବା ବେଳେ ଏହି ଅଘଟଣ ଘଟିଛି ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି । ଗୁରୁବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ […]
ଟି-20 ମ୍ୟାଚର ଶୃଙ୍ଖଳାକୁ 3-0ରେ ଜିତିବା ପରେ ବିରାଟ କୋହଲିଙ୍କ ଟିମର ପ୍ରଥମ ଦିନିକିଆ ବର୍ଷା କାରଣରୁ ବାତିଲ କରି ଦିଆଯାଇଛି । ବର୍ଷା ଯୋଗୁଁ ମ୍ୟାଚ କେବଳ 13 ଓଭର ଖେଳ ସମ୍ଭବ ହୋଇଥିଲା । ଯେଉଁଥିରେ ୱେଷ୍ଟଇଣ୍ଡିଜ ଗୋଟିଏ […]
ଭାରତୀୟ ବାୟୁସେନାର ଏକ ସୁଖୋଇ ଲଢୁଆ ବିମାନ ଗୁରୁବାର ରାତି ଆସାମର ତେଜପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରତିରକ୍ଷା ବିଭାଗର ମୁଖପାତ୍ର ଲେଫନାଣ୍ଟ କର୍ଣ୍ଣେଲ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି, ବିମାନର ଦୁଇ ଜଣ ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି […]
ତିନି ବିଖ୍ୟାତ ବ୍ୟକ୍ତିଙ୍କୁ ମିିଳିଲା ରତ୍ନ । ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଭାରତ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ନାନାଜୀ ଦେଶମୁଖ ଓ ଭୂପେନ ହଜାରିକାଙ୍କୁ ଏହି ସମ୍ମାନ […]
ସମୀକ୍ଷା ବ୍ୟୁରୋ ଭାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଫେମ ଇଣ୍ଡିଆ ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ସହର ଭିତରେ ଚାଲିବା ସହିତ ଗୋଟିଏ ସହରରୁ ଅନ୍ୟ ସହର ମଧ୍ୟରେ ଚଳାଚଳ କରିବା ଉଦ୍ଦେଶ୍ୟରେ ୫୫୯୫ଟି ବିଦ୍ୟୁତ ଚାଳିତ ବସକୁ ମଞ୍ଜୁର କରାଯାଇଛି […]
ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ଶୁକ୍ରବାର ମଧ୍ୟ ଶୁଣାଣି ହେବ। ସପ୍ତାହର ସମସ୍ତ ପାଞ୍ଚଟି କାର୍ଯ୍ୟଦିବସରେ ଏହି ମାମଲାର ଶୁଣାଣି ହେବ। ସାଧାରଣତଃ ସାମ୍ବିଧାନିକ ପୀଠ ମଙ୍ଗଳ, ବୁଧ ଓ ଗୁରୁବାର ହିଁ ବସିଥାଏ। ଏହା ପୂର୍ବରୁ ସିଜେଆଇଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ […]
ଆଜିଠାରୁ ମେଲ୍ବୋର୍ଣ୍ଣଠାରେ ୧୦ ଭାରତୀୟ ଫିଲ୍ମୋତ୍ସବ ଆରମ୍ଭ ହୋଇଛି । ଏହି ଉତ୍ସବରେ ଭାରତୀୟ ସିନେମାର ଅନେକ ତାରକାଙ୍କୁ ଦେଖିବାକୁ ମିଳିଥିଲା । ଶାହରୁଖ୍ ଖାନ୍, ବିଜୟ ସେଥୁପତି, ଗାୟତ୍ରୀ ଶଙ୍କର, ତବୁ, କରଣ ଜୋହର, ଶ୍ରୀରାମ ରାଘବନ୍, ରୀମା ଦାସ […]
ଏକକାଳୀନ ତିନୋଟି ଭାଷାରେ ନିର୍ମାଣ ହେବାକୁ ଯାଉଥିବା ଆର ମାଧବନ୍ଙ୍କ ଫିଲ୍ମରେ କେମିଓ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଶାହରୁଖ୍ ଖାନ୍ । ଶାହରୁଖ୍ କେବଳ ଫିଲ୍ମର ହିନ୍ଦି ଭର୍ସନ୍ରେ ନଜର ଆସିବେ ବୋଲି ସ୍ପଷ୍ଟ କରିଛନ୍ତି । ମାଧବନ୍ । […]
କୋରାପୁଟ ଜିଲ୍ଲା ସୁନାବେଡା ହାଲ୍ ସୁଖୋଇ ଫ୍ୟାକ୍ଟ୍ରିରେ ଆଜି ଅଘଟଣ ଘଟିଛି। କମ୍ପ୍ରେସର ଫାଟି ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ମୃତ କର୍ମଚାରୀଜଣକ […]
ଭାରତୀୟ କ୍ରିକେଟର ‘ଦ ଓ୍ବାଲ୍’ ରାହୁଲ୍ ଦ୍ରାବିଡଙ୍କୁ ବିସିସିଆଇର ସମନ ନେଇ ଅନେକ ପୁରୁଣା ଖେଳାଳି କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବତନ ଖେଳାଳି ସୌରଭ ଗାଙ୍ଗୁଲି ଏବଂ ହରଭଜନ ସିଂ ଦ୍ରାବିଡଙ୍କ ସମର୍ଥନରେ ଟ୍ବିଟ୍ କରିଛନ୍ତି । ଦ୍ରାବିଡ୍ ଜାତୀୟ […]
ଜିଏସଟି ଠକେଇ ଅଭିଯୋଗରେ ଆଜି ଜଣେ ବ୍ୟବସାୟୀ ଗିରଫ ହୋଇଛନ୍ତି । ସେ ବିନା ଜିନିଷ କିଣାବିକାରେ ଟିକସ ପୈଠ ହୋଇଥିବା ଦର୍ଶାଇ ୧୨କୋଟି ୮୪ଲକ୍ଷ ଟଙ୍କାର ଟିକସ ଫାଙ୍କି ଥିବାରୁ ଲୁଧିଆନା ପୋଲିସ ତାଙ୍କୁ ବଲାଙ୍ଗୀରରୁ ଗିରଫ କରିଛି । […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟା 8ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପୂର୍ବରୁ ପ୍ରଧାନମନ୍ତ୍ରୀ ଅପରାହ୍ନ 4ଟାରେ ଅଲ୍ ଇଣ୍ଡିଆ ରେଡିଓ ଜରିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ ବୋଲି କୁହାଯାଉଥିଲା । ମାତ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ […]