କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଦେଖି କଂଗ୍ରେସ ନେତା ନରସିଂହ ଆଜି ବର୍ଷିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଯେ, କିଛି ଲୋକ ଗାନ୍ଧି ହତ୍ୟାକାରୀ ଗଡ୍ସେ ଫଟୋଙ୍କୁ ପୂଜା କରୁଛନ୍ତି । ଗଡସେର ନୀତି, ଆଦର୍ଶରେ ଅନୁପ୍ରାଣିତ ହେଲା ଭଳି ଜଣାପଡୁଛି […]
ସୋମବାର ବାଚସ୍ପତି କେ ଆର ରମେଶ କୁମାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସୋମବାର ୟେଦୁରପ୍ପା ସରକାର ଆସ୍ଥା ଭୋଟରେ ବିଜୟୀ ହେବା ପରେ ରମେଶ କୁମାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ଇସ୍ତଫା ପ୍ରଦାନ […]
ଜମ୍ମୁ କାଶ୍ମୀରର ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏହି ଘଟଣାରେ ଜଣେ 10 ବର୍ଷର ଶିଶୁ ପ୍ରାଣ ହରାଇଥିବା ଜଣାପଡିଛି । ରବିବାର ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣରେ ଅନ୍ୟ ଦୁଇ ଜଣ ମଧ୍ୟ […]
ସମାଜବାଦୀ ପାର୍ଟିର ସାଂସଦ ଆଜମ୍ ବିଜେପି ସାଂସଦ ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ପାଇଁ ଆଜି ଲୋକସଭାରେ କ୍ଷମା ମାଗିଛନ୍ତି । ସୋମବାର ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଆଜମ୍ ଖାନ୍ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା […]
କର୍ଣ୍ଣାଟକ ରାଜନୀତିରେ ସବୁଦିନେ କିଛି ନା କିଛି ରୋଚକ ମୋଡ଼ ଦେଖିବାକୁ ମିଳିଥାଏ । ତେବେ କର୍ଣ୍ଣାଟକରେ ଆସ୍ଥା ଭୋଟ୍ରେ ଜିତିଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା । ଆଜି କର୍ଣ୍ଣାଟକ ବିଧାନସଭରେ ବିଏସ୍ ୟେଦୁରପ୍ପା ବହୁମତ ପ୍ରମାଣ ଦେଇଛନ୍ତି । ସଂଖ୍ୟା […]
ଟୁର୍ ଡି ଫ୍ରାନ୍ସର ନୂତନ ବିଜେତା ଭାବରେ ଉଭା ହୋଇଛନ୍ତି ଏଗାନ୍ ବର୍ଣ୍ଣାଲ । ପ୍ରଥମ କଲମ୍ବିଆ ଖେଳାଳି ଭାବରେ 22 ବର୍ଷୀୟ ବର୍ଣ୍ଣାଲ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ସହିତ ଟୁର୍ ଡି ଫ୍ରାନ୍ସ ଇତିହାସରେ ସର୍ବକନିଷ୍ଠ ଖେଳାଳି ଭାବରେ […]
ଭାରତ ସରକାର ବାଘମାନଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର ଅଛନ୍ତି । 2018ର ବ୍ୟାଘ୍ରଗଣନା ରିପୋର୍ଟ ଅନୁଯାୟୀ ଭାରତରେ 2976ଟି ବାଘ ଅଛନ୍ତି । ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ସର୍ବଭାରତୀୟ ବ୍ୟାଘ୍ର ସଂରକ୍ଷଣ ରିପୋର୍ଟ ଉନ୍ମୋଚିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ବି ଏସ୍ ୟେଦ୍ୟୁରପ୍ପା । ଗତକାଲି 14 ବିଦ୍ରୋହୀ ବିଧାୟକଙ୍କୁ ବରଖାସ୍ତ କରାଯିବା ପରେ ସଂଖ୍ୟାଗଣିତରେ ଆଗୁଆ ରହିଛି ବିଜେପି । ସମୁଦାୟ ଅଯୋଗ୍ୟ ଘୋଷିତ ବିଦାୟକଙ୍କ ସଂଖ୍ୟା 17ରେ ପହଞ୍ଚିଛି […]
ନାଇଜେରିଆରେ ଏକ ଆତଙ୍କବାଦୀ ଆକ୍ରମଣରେ 60 ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ପୂର୍ବ ନାଇଜେରିଆରେ ବୋକୋ ହାରାମ ଆତଙ୍କୀ ସଙ୍ଗଠନ ପକ୍ଷରୁ 60 ଜଣଙ୍କୁ ହତ୍ୟା କରାଯାଇଛି । ନାଗ୍ନାଞ୍ଜି ଗ୍ରାମର ଲୋକ ଏକ ଶବଦାହରୁ ଫେରୁଥିବା ସମୟରେ ଗ୍ରାମବାସୀଙ୍କ […]
ଆସନ୍ତା ଅଗଷ୍ଟ 4 ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ 1 ତାରିଖରୁ ବର୍ଷା ବଢିପାରେ । ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ 4 ଟି ଦକ୍ଷିଣ ଓଡିଶା ଜିଲ୍ଲା- କଳାହାଣ୍ଡି, କୋରାପୁଟ, […]
ହରିୟାଣାର ଗୁରୁଗ୍ରାମଠାରେ ମେଘାଳୟ ବିଧାନସଭାର ବାଚସ୍ପତି ଡନ୍କୁପାର ରାୟଙ୍କ ଦେହାନ୍ତ ହୋଇଯାଇଛି । ଦୀର୍ଘଦିନ ହେବ ରୋଗରେ ପୀଡ଼ିତ ଥିବା ଡନ୍କୁପାର ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ସମୟରେ ଆଜି ଦ୍ବିପ୍ରହର ୨.୫୦ ଘଟିକାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ […]
କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। କଂଗ୍ରେସର ନୂତନ ଅଧ୍ୟକ୍ଷକୁ ନେଇ କଂଗ୍ରେସ ବରିଷ୍ଠ ନେତା ଶଶୀ ଥରୁର୍ ନିଜର ମତ ରଖିଛନ୍ତି। ଶଶୀ କହିଛନ୍ତି ଯେ, ରାହୁଲ୍ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା […]
ଛ ଥର ବିଶ୍ବ ଚାମ୍ପିୟନ୍ ଏମ୍ ସି ମେରୀକମ୍ 23 ତମ ପ୍ରେସିଡେଣ୍ଟସ୍ କପ୍ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 51 କିଗ୍ରା ବର୍ଗରେ ଅଷ୍ଟ୍ରେଲିଆର ଏପ୍ରିଲ୍ ଫ୍ରାଙ୍କସ୍ଙ୍କୁ ପରାସ୍ତ କରିଥିଲେ ମେରୀ କମ୍ । ଇଣ୍ଡୋନେସିଆର ଲାବୁଆ: ବାଜୋରେ […]
ସମୀକ୍ଷା ବ୍ୟୁରୋ ୨୮ଜୁଲାଇ୧୯୮୬ରେ ଜନ୍ମିତ ମାଲାୟଲମ୍ ହାର୍ଟଥ୍ରୋବ୍ ଦୁଲ୍କର ସଲ୍ମାନ ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି । କେବଳ ମାଲାୟଲମ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ ହିନ୍ଦି ଭାଷୀ ଚଳଚିତ୍ରରେ ଅଭିନୟ କରିଛନ୍ତି ଦୁଲ୍କର । ମାଲାୟଲମ ସୁପରଷ୍ଟାର ମାମୁଟ୍ଟିଙ୍କ […]
ଜମ୍ମୁ କାଶ୍ମୀରର ପିପୁଲ୍ସ୍ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ରବିବାର ୨୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ପିଡିପି ଅଧ୍ୟକ୍ଷ ତଥା ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ଧାରା ୩୫ଏକୁ ନେଇ ଏକ ପ୍ରତିକ୍ରିୟା ଦେଇଛନ୍ତି । […]
ଆନ୍ଧ୍ରପ୍ରଦେଶରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ସଡକ ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ତିରୁପତିରୁ ଫେରୁଥିବା ବେଳେ ଚେନ୍ନାଇ-କଲିକତା ଜାତୀୟ ରାଜପଥର ମଦତପଡୁ ନିକଟରେ […]
ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାରେ ଜାତୀୟ ତଦନ୍ତ କାରୀ ସଂସ୍ଥା (ଏନଆଇଏ) ରେଡ୍ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ସକ୍ରିୟ କରିବା ପାଇଁ ସୀମା ପାର ଫଣ୍ଡିଂ ହୋଇଥିବା ଏନଆଇଏ ଜାଣିବାକୁ ପାଇଛି। ଫଳରେ ଜମ୍ମୁକାଶ୍ମୀରର ୪ଟି ସ୍ଥାନରେ ଚଢାଉ କରିଛି ଏନଆଇଏ। […]
ବ୍ରୁକ୍ଲିନ୍ର ଏକ ପାର୍କରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 11 ଜଣ ଆହତ ହୋଇଛନ୍ତି । ଶନିବାର ବିଳମ୍ବିତ ରାତିରେ ପାର୍କରେ ଏହି ଗୁଳିକାଣ୍ଡ ଘଟିଥିଲା । ଉତ୍ତର ବ୍ରୁକ୍ଲିନ୍ର ଏକ ପାର୍କରେ ଏହି […]
ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ତିନି ଆଫ୍ରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ରାଷ୍ଟ୍ରପତି ବେନିନ୍, ଜାମ୍ବିଆ ଏବଂ ଗ୍ୟୁନିଆ ଆଦି ରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ସହିତ ଏସବୁ ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କ […]
ଶ୍ରୀଲଙ୍କା ଜଳସୀମା ମଧ୍ୟରେ ବେଆଇନ ଭାବରେ ପ୍ରବେଶ କରିଥିବା 7 ଜଣ ତାମିଲ ନାବିକଙ୍କୁ ଗିରଫ କରାଯାଇଛି । ମେରି ଟାଇମ୍ ଜଳସୀମା ଅତିକ୍ରମ କରିବା ନେଇ ଏହି ନାବିକ ମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ନେଦୁନ୍ଥିଭୁରେ ଅବସ୍ଥାପିତ ଶ୍ରୀଲଙ୍କା […]
ଆଜି ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ଜରିଆରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀ ନିଜର ମନ କି ବାତ୍ ପ୍ରକାଶ କରିଥାନ୍ତି । ତେବେ ଦୀର୍ଘ ୫ ବର୍ଷ ଧରି ମୋଦୀଙ୍କର ଏହି […]