ଆଜି କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସ ଠାରେ ୨୦୧୯ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ ଘରୋଇ ଇଂଲଣ୍ଡ ଦଳ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ଦୁଇ ଦଳ ମଧ୍ୟରୁ ଯେଉଁ ଦଳ ବିଜୟ ଲାଭ କରିବ, ସେହି […]
ଉତ୍ତରଖଣ୍ଡର ଡେରାଡୁନରେ ରବିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାଲସୀ-ଚକରତା ମୋଟର ମାର୍ଗରେ ଥିବା ଚାମଡ ଖୀଲ ନିକଟରେ ଏକ ପର୍ଯ୍ୟଟକ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି। ଫଳରେ ଏଥିରେ ଥିବା ୫ ଜଣ ଯାତ୍ରୀଙ୍କର ମୃତ୍ୟୁ […]
ଭାରତୀୟ ରିଜର୍ଭ ବ୍ୟାଙ୍କ ଦୃଷ୍ଟିହୀନମାନଙ୍କ ପାଇଁ ନୋଟ ଚିହ୍ନିବାକୁ ଏକ ମୋବାଇଲ ଆପ୍ ଆଣୁଛନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ବହୁଳ ମାତ୍ରାରେ ଦେଣନେଣକୁ ଦେଖି ଏଭଳି ନିଷ୍ପତି ନେଇଛନ୍ତି । ରିଜର୍ଭ ବ୍ୟାଙ୍କ କହିଛନ୍ତି କି, ଦୃଷ୍ଟିହୀନ ଲୋକ କିପରି ନୋଟ […]
ଚଳିତ ବିଶ୍ବକପ୍ରୁ ଭାରତୀୟ ଦଳ ସେମି ଫାଇନାଲରେ ଅପ୍ରତ୍ୟାଶିତ ଭାବେ ପରାଜିତ ହୋଇ ଅଭିଯାନ ଶେଷ କରିଥିଲା । ଚାରି ନମ୍ବର ସ୍ଥାନର ଖେଳାଳିଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିସିସିଆଇକୁ ସମାଲୋଚନା କରିଛନ୍ତି ଯୁବରାଜ ସିଂହ । ବିସିସିଆଇ […]
ଆଇଏସ୍ ଲିଙ୍କ ସନ୍ଦେହରେ ତାମିଲନାଡୁର ୪ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି କରିଛି। ଗତ ମାସରେ କୋଏମ୍ବାଟୋରରେ ଗିରଫ ହୋଇଥିବା ୬ ଜଣଙ୍କ ନିକଟରୁ ମିଳିଥିବା ସୂଚନା ଆଧାରରେ ଏନ୍ଆଇଏ ପକ୍ଷରୁ ଏହି ଚଢାଉ କରାଯାଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ରବିବାର […]
ଜନ୍ ଆବ୍ରାହମ ଅଭିନୀତ ଫିଲ୍ମ ସତ୍ୟମେବ ଜୟତେ ବକ୍ସ ଅଫିସ୍ରେ ବ୍ଲକ୍ବଷ୍ଟର ଘୋଷିତ ହୋଇଥିବା ବେଳେ ଏହି ଫିଲ୍ମର ସିକ୍ବେଲ୍ ୨୦୨୦ରେ ରିଲିଜ୍ ହେବାକୁ ଯାଉଛି। ଜନ୍ ଆବ୍ରାହାମ୍ଙ୍କ ଫିଲ୍ମ ବାଟ୍ଲା ହାଉସ୍ର ଟ୍ରେଲରକୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ନିକଟରେ […]
କ୍ରିକେଟ ମହାକୁମ୍ଭ ବିଶ୍ଵକପର ଅନ୍ତିମ ଲଢେଇ ପାଇଁ ପ୍ରସ୍ତୁତ ହୋଇଛନ୍ତି ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ । ରବିବାର ଲର୍ଡ୍ସରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । କାଗଜ କଲମରେ ଇଂଲଣ୍ଡ ଅଧିକ […]
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଦ୍ବିତୀୟ ଚନ୍ଦ୍ରଯାନ ଅଭିଯାନ ‘ଚନ୍ଦ୍ରଯାନ-୨’ ପାଇଁ ରବିବାର ସକାଳ ୬ଟା ୫୧ରୁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଆଜି ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହାକୁ ଉତ୍କ୍ଷେପଣ କରାଯିବ। ପ୍ରାୟ ହଜାର କୋଟି ଖର୍ଚ୍ଚରେ ହେଉଥିବା […]
ଭାରତ ଏବଂ ପାକ ମଧ୍ୟରେ କର୍ତ୍ତାରପୁର କରିଡରକୁ ନେଇ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଥିଲା । ଏହି ଆଲୋଚନାରେ କର୍ତ୍ତାରପୁର ପ୍ରକଳ୍ପ ପୁନର୍ବାର ଆରମ୍ଭ କରିବା ପାଇଁ ଇଚ୍ଛୁକ ଥିବା ସମ୍ପର୍କରେ ପାକ୍ ପକ୍ଷରୁ ପ୍ରକାଶ ପାଇଛି । ରବିବାର […]
ପାଣାଜୀରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତିକ ଭାରତୀୟ ଫିଲ୍ମ ଫେଷ୍ଟିଭାଲର ଅଧ୍ୟକ୍ଷତା କରିବେ ଓସ୍କାର କମିଟି ଅଧ୍ୟକ୍ଷ ଜନ୍ ବେଲୀ। ରବିବାର ଆଇଏଫଏଫ୍ଆଇ ୨୦୧୯ର ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର। […]
ଛତିଶଗଡରେ ପୋଲିସ୍ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଦାନ୍ତେଓ୍ବାଡେରେ ରବିବାର ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଏହି ଏନ୍କାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ବେଳେ ନିହତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ରାୟପୁରରୁ ୪୦୦ […]
କ୍ରିକେଟରରୁ ରାଜନେତା ବନିଥିବା ନଭଜୋତ ସିଂ ସିଦ୍ଧୁ ଶେଷରେ ପଞ୍ଜାବ କ୍ୟାବିନେଟ୍ରୁ ଇସ୍ତଫା ପ୍ରଦାନ କରିଛନ୍ତି। ରବିବାର ନିଜର ଇସ୍ତଫାପତ୍ର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପଠାଇଛନ୍ତି ସିଦ୍ଧୁ। ଏହା ସହିତ ଇସ୍ତଫାପତ୍ରର ଏକ ଫଟୋ ନିଜର ଟ୍ବିଟ୍ଟର ହ୍ୟାଣ୍ଡେଲରେ […]
ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଜାତୀୟ ଦଳର ମୁଖ୍ୟ ହୁସେନ୍ ମହମ୍ମଦ ଇର୍ସାଦ ରବିବାର ଦିନ ପ୍ରାଣ ହରାଇଛନ୍ତି। ରବିବାର ଦିନ ଏକ ସାମରିକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଇର୍ସାଦ ପ୍ରାଣ ହରାଇଛନ୍ତି। ଦେଶର ପୂର୍ବତନ ସେନାଧ୍ୟକ୍ଷ ରହିଥିବା ଇର୍ସାଦ […]
ତିନି ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ବରଗଡ ପୋଲିସ୍। ବରଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ୩ ନକଲି ମାଓବାଦୀଙ୍କୁ ଅଟକ ରଖିଛି ଭଟଲି ଥାନା ପୋଲିସ। ୩ ଜଣ ନକଲି ମାଓବାଦୀଙ୍କ ମଧ୍ୟରେ ଜଣେ ଫରେଷ୍ଟର ଥିବା ସୂଚନା […]
ତାଇଓ୍ବାନ ଏବଂ ହାଇତି ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ପାଇଁ ହାଇତି ଗସ୍ତରେ ଯାଇଛନ୍ତି ତାଇଓ୍ବାନ ରାଷ୍ଟ୍ରପତି। ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ୍ ନିଜର ୧୨ ଦିନିଆ ବିଦେଶ ଗସ୍ତରେ ବିଭିନ୍ନ କାରିବିଆନ୍ ରାଷ୍ଟ୍ର ଭ୍ରମଣ କରିବେ। ଗତବର୍ଷ […]
ମୁମ୍ବାଇ କଂଗ୍ରେସର ମୁଖ୍ୟ ଭାବରେ ବାଲାସାହେବ ଥୋରାଟଙ୍କୁ ନିଯୁକ୍ତ କରାଯାଇଛି। ଶନିବାର ସଭାପତି ଅଶୋକ ଚଭନଙ୍କ ସ୍ଥାନରେ ଶନିବାର ରାତିରେ ବାଲାସାହେବ ଥୋରାଟଙ୍କୁ ନିଯୁକ୍ତି ଦିଆଯାଇଛି। ଚାଷୀ ପରିବାରରୁ ଆସିଥିବା ଥୋରାଟଙ୍କୁ ନିଯୁକ୍ତି ଦିଆଯିବା ଦ୍ବାରା ବିଧାନସଭା ନିର୍ବାଚନ ପୂର୍ବରୁ ଚାଷୀ […]
ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଧରପଣା ନୀତି ଆଜି ଅନୁଷ୍ଠିତ ହେବ। ରଥ ଉପରେ ଏହି ନୀତି ରାତି ୮ ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ଯାଏଁ ଚାଲିବ। ତିନି ଠାକୁରଙ୍କଠାରେ ୯ ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ। ରତ୍ନବେଦୀ […]
ଲର୍ଡସରେ ରବିବାର ସନ୍ଧ୍ୟାରେ କ୍ରିକେଟ ଦୁନିଆ ଏକ ନୂଆ ବିଶ୍ବ ଚାମ୍ପିୟନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛି। କ୍ରିକେଟ୍ର ମକ୍କା ଲର୍ଡସରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ବିଶ୍ବକପ୍ର ଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ […]
ଭାରତର ପଡୋଶୀ ରାଷ୍ଟ୍ର ନେପାଳରେ ଭୟଙ୍କର ବର୍ଷା ପ୍ରଭାବରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ନିଖୋଜ ଅଛନ୍ତି। ନେପାଳ ପୋଲିସ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ , ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ […]
ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସରକାରୀ ମଦ ଦୋକାନୀ ଏଣିକି ଅଧିକ ମଦ ବିକିଲେ ସେମାନଙ୍କୁ ପୁରସ୍କାର କରାଯିବ। ଏପରି ଏକ ନିୟମ କରାଯାଉ ବୋଲି ବିଧାନସଭା ଅବକାରୀ ସ୍ଥାୟୀ କମିଟ ସୁପାରିଶ କରିଛି। ଆଉ ଏହା ଆଉ କେଉଁଠି ନୁହେଁ […]
ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପାଇଁ ଦ୍ବିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଜୁଲାଇ ୧୫ରୁ ୧୭ ତାରିଖ ମଧ୍ୟରେ ଦ୍ବିତୀୟ ପର୍ୟ୍ୟାୟରେ ନାମଲେଖାଯିବ। ବିଜ୍ଞାନରେ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟର ସର୍ବାଧିକ ୮୯.୨ ପ୍ରତିଶତ ସହିତ ଆଗରେ […]