ଭୋଟ ପୂର୍ବରୁ ନୋଟ କାରବାର ପାଇଁ ବନ୍ଦ ରହିଥିବା ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି। ଅଗଷ୍ଟ ୫ରେ ଭୋଟ ଓ […]
ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସର୍ବକନିଷ୍ଠ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓଡ଼ିଶାର ଅଧିକାର ପାଇଁ ସଂସଦରେ ଦାବି ଉପସ୍ଥାପନ କରିଛନ୍ତି। ଦୁଇଜଣଙ୍କୁ ବାଚସ୍ପତି ବିତର୍କରେ ଭାଗ ନେବାକୁ ସୁଯୋଗ ଦେବା […]
75 ହଜାର ଡଲାର ପୁରସ୍କାର ରାଶି ବିଶିଷ୍ଟ କାନାଡା ଓପନ୍ ସୁପର 100 ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପ୍ରିକ୍ବାର୍ଟରରେ ପହଞ୍ଚିଛନ୍ତି ଦୁଇ ଭାରତୀୟ ଖେଳାଳି ପି କଶ୍ୟପ୍ ଏବଂ ସୌରଭ ବର୍ମା । ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ ବିଜେତା ପି କଶ୍ୟପ୍ ଟୁର୍ଣ୍ଣାମେଣ୍ଟର […]
ଆଜି ବିଜେଡିର ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ଶପଥ ନେଇଛନ୍ତି। ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ନିଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ […]
ଜୁଲାଇ ୨୦ରେ ପାଟକୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପାଟକୁରା ନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପାଇଁ ପାଟକୁରାରେ ନିର୍ବାଚନ ଘୁଞ୍ଚିଥିଲା। ପରେ ପରେ ବାତ୍ୟା ଫନି […]
କେନ୍ଦ୍ର ସରକାରଙ୍କ ଜଳଯୋଗାଣ ପ୍ରକଳ୍ପ ଭାଗୀରଥ ଯୋଜନାରେ ୨.୩୫ ଲକ୍ଷ ପରିବାରକୁ ସାମିଲ କରାଯାଇଛି । ଗୁରୁବାର ସୂର୍ଯ୍ୟାପେଟରେ ୮୬୦ ଘର ଏବଂ ୫୮୧ ସାମୂହିକ ପ୍ରକଳ୍ପରେ ଜଳଯୋଗାଣ ପରେ ଏହି ସଂଖ୍ୟା ୨ ଲକ୍ଷ ୩୫ହଜାର ୬୭୭ରେ ପହଞ୍ଚିଛି । […]
ଆଜି ପବିତ୍ର ରଥଯାତ୍ରା । ଆଜି ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି । ଆଷାଢ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ଜଗତରନାଥ ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ‘ଗୁଣ୍ଡିଚା ରାଣୀ’ଙ୍କ ନିକଟକୁ ୯ […]
ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ନିମନ୍ତେ ଘରୋଇ ଅଭିବୃଦ୍ଧି ହାର ୭ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି। ଗୁରୁବାର ରାଜ୍ୟସଭାରେ […]
କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ଏକ ଗଣ ବଳାତ୍କାର ମାମଲାରେ ପୋଲିସ୍ ୫ ଜଣ ଯୁବକଙ୍କୁ ଗିରଫ କରିଛି। ଗତ ମାର୍ଚ୍ଚ ମାସରେ ଏକ ଗଣ ଦୁଷ୍କର୍ମ ମାମଲାରେ ପୋଲିସ୍ ବୁଧବାର ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଏହି […]
ଅନ୍ତର୍ଜାତୀୟ ସମୁଦାୟର ଚାପ ସମ୍ମୁଖରେ ମୁଣ୍ଡ ନୁଆଁଇଛି ପାକିସ୍ତାନ। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହଫିଜ୍ ସଇଦ୍ ବିପକ୍ଷରେ ମାମଲା ରୁଜୁ କରାଯାଇଛି। ହାଫିଜ୍ ସଇଦ୍ ଏବଂ ତାର ୧୨ ଜଣ ସହଯୋଗୀଙ୍କ ବିପକ୍ଷରେ ୨୩ଟି […]
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଭିଓ୍ବାଣ୍ଡୀର ଏକ ଅଦାଲତରେ ହାଜର ହେବାକୁ ଯାଉଛନ୍ତି। ସାମ୍ବାଦିକା ଗୌରୀ ଲାଙ୍କେଶ ହତ୍ୟା ମାମଲାରେ ଆରଏସ୍ଏସ୍ ବିପକ୍ଷରେ ବୟାନ ଦେଇଥିବା ରାହୁଲଙ୍କ ନାମରେ ଆରଏସ୍ଏସ୍ ପକ୍ଷରୁ କରାଯାଇଥିବା ମାନହାନି ମୋକଦ୍ଦମାରେ ହାଜର ହେବାକୁ ଯାଉଛନ୍ତି […]
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିଜ ସଭାପତି ପଦବୀରୁ ଇସ୍ତଫା ପ୍ରଦାନ କରିବା ନିଷ୍ପତ୍ତିକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସ୍ବାଗତ କରିଛନ୍ତି। ଅଳ୍ପସଂଖ୍ୟକ ଲୋକଙ୍କ ନିକଟରେ ଏପରି ତ୍ୟାଗ କରିବାର କ୍ଷମତା ଥାଏ ବୋଲି ଟ୍ବିଟ୍ଟର ଜରିଆରେ କଂଗ୍ରେସ ମହାସଚିବ […]
ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ତିନି ଠାକୁର। ଏଥିପାଇଁ ଉଛୁଳି ପଡ଼ୁଛି ଶ୍ରୀକ୍ଷେତ୍ର। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭକାମନା ଜଣାଇଛନ୍ତି। […]
ସମୀକ୍ଷା ବ୍ୟୁରୋ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଏକ ନୂଆ ରୂପରେ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସାରା ପ୍ରଥମ ଥର ପାଇଁ ବିଭିନ୍ନ ଫୁଲରେ ସଜାଯାଇଛି।ତେବେ ଏହା ଶ୍ରୀମନ୍ଦିର ପ୍ରଶାସନ କରି ନାହିଁ। ନୂଆଦିଲ୍ଲୀର ପ୍ରତିଷ୍ଠିତ ଫୁଲ ବ୍ୟବସାୟୀ ତଥା ଜଗନ୍ନାଥ ଭକ୍ତ […]
ଚଳିତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ଭାବେ ପରାଜୟ ବରଣ କରିବା ପରେ ତୃଣମୂଳ ଠାରୁ ସବୁ ସ୍ତରରେ କଂଗ୍ରେସର ସମୀକ୍ଷା ଚାଲିଛି। ଏଥିପାଇଁ କଂଗ୍ରେସର ଆମୂଳ ଚୂଳ ପରିବର୍ତ୍ତନ କରିବା ପାଇଁ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। […]
ମୋଦି ସରକାର ଭାରତୀୟ ଦଣ୍ଡ ସଂହିତା(ଆଇପିସି)ଅନ୍ତର୍ଗତ ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏନେଇ ରାଜ୍ୟସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ଭାବେ ଉତ୍ତର ଉପସ୍ଥାପନ କରାଯାଇଛି। ଦେଶଦ୍ରୋହୀ, ଆତଙ୍କବାଦୀ ତଥା ବିଚ୍ଛିନ୍ନତାବାଦୀଙ୍କଠାରୁ ଦେଶକୁ ସୁରକ୍ଷିତ ରଖିବା […]
କେନ୍ଦ୍ରର ମୋଦି ସରକାର ଦେଶର ତିନି ବିମାନବନ୍ଦରକୁ ଲିଜ୍ରେ ଦେବା ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି। ବୁଧବାର ଦିନ ମୋଦି କ୍ୟାବିନେଟ୍ ବୈଠକ ଏନେଇ ନିଷ୍ପତ୍ତି ନିଆଯାଇଛି। ଅହମ୍ମଦାବାଦ, ଲକ୍ଷ୍ନୌ ଓ ମେଙ୍ଗଲୁର୍ ଏୟାର୍ପୋର୍ଟକୁ ଲିଜ୍ ଦେବା ପାଇ ନିଷ୍ପତ୍ତି ନେଇଛନ୍ତି। ଏବେ […]
କର୍ଣ୍ଣାଟକରେ ଏକ ସଡକ ଦୁର୍ଘଟଣାରେ ୧୨ ଜଣ ମୃତ ହୋଇଥିବାବେଳେ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । କର୍ଣ୍ଣାଟକର ଚିନ୍ତାମଣିଠାରେ ଏକ ଅଟୋ ରିକ୍ସା ଓ ବସ୍ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି […]
କଂଗ୍ରେସ ଅଧ୍ୟକ୍ଷ ପଦରୁ ଆନୁଷ୍ଠାନିକ ଭାବେ ରାହୁଲ୍ ଗାନ୍ଧି ଇସ୍ତଫା ଦେଇସାରିବା ପରେ ଏବେ କଂଗ୍ରେସର ନୂତନ ଅଧ୍ୟକ୍ଷକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ମିଳିଥିବା ସୂଚନା ଅନୁସାରେ ଦଳର ମୋତିଲାଲ୍ ବୋରା ଦଳର ଅନ୍ତରୀଣ ଅଧ୍ୟକ୍ଷ ହୋଇପାରନ୍ତି । […]
ଖୁବଶୀଘ୍ର ସୁପ୍ରିମ୍କୋର୍ଟଙ୍କ ରାୟ ତଥା ନିର୍ଦ୍ଦେଶ ଇଂରାଜୀ ସମେତ ଅନ୍ୟ ୬ଟି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବ । ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ଶେଷ ଭାଗରୁ ହିଁ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ ଓଡ଼ିଆ, ଅହମୀୟା(ଆସାମ), ହିନ୍ଦୀ, କନ୍ନଡ଼, […]
କେନ୍ଦ୍ର ବଜେଟ୍ ପୂର୍ବରୁ ମୋଦି ସରକାର କୃଷକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି। କେନ୍ଦ୍ର ସରକାର ଆଜି କ୍ୟାବିନେଟ୍ ବୈଠକରେ ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି। ସୋୟାବିନ୍, ହରଡ, ମୁଗ, ସୂର୍ଯ୍ୟମୁଖୀ ଆଦି ଶସ୍ୟରେ ମଧ୍ୟ […]