ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ସର୍ବଦଳୀୟ ବୈଠକ । ଏହି ସର୍ବଦଳୀୟ ବୈଠକରେ ମମତା ବାନର୍ଜୀ, ଉଦ୍ଧବ ଠାକରେ, ରାହୁଲ୍ ଗାନ୍ଧି, ଅରବିନ୍ଦ କେଜ୍ରିଓ୍ବାଲ, କେସିଆର୍, ଷ୍ଟାଲିନ୍, ମାୟାବତୀ, ଅଖିଳେଶ, ଏମ୍.ଚନ୍ଦ୍ରବାବୁ ନାଇଡୁ […]
ଭାରତୀୟ ବଜାରରେ ପ୍ରବେଶ କରିଛି କେଟିଏମ୍ର ନୂତନ ମଡେଲ ଆର୍ସି 125 । ଭାରତୀୟ ବଜାରରେ ଏହି ଦୁଇ ଚକିଆ ଯାନର ମୂଲ୍ୟ 1.47 ଲକ୍ଷ ଟଙ୍କା ରହିଛି । ଏହା କେଟିଏମ୍ର ପୂର୍ବ ମଡେଲ କେଟିଏମ୍ ଆରସି 16 ଅପେକ୍ଷା […]
ସମାଜବାଦୀ ଦଳର ଜନୈକ ନେତାଙ୍କୁ ମାଓବାଦୀ ମାନେ ଅପହରଣ ପରେ ହତ୍ୟା କରିଛନ୍ତି । ସମାଜବାଦୀ ଦଳର ନେତା ପୁନେମ ସିଂଙ୍କୁ ମାଓବାଦୀ ମାନେ ଅପହରଣ ପରେ ହତ୍ୟା କରିଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମଙ୍ଗଳବାର […]
ଗଞ୍ଜାମ ଜିଲ୍ଲା କୁଲଟା ଗାଁରେ ୨୦୦୭ରେ ହୋଇଥିବା ମହେଶ୍ୱର ସାସମଲ ହତ୍ୟା ମାମଲାରେ ଆଜି ଶୁଣାଣି ହୋଇଛି । ଏହି ଅଭିଯୋଗରେ ଅଭୁଯୁକ୍ତ ୧୯ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ବ୍ରହ୍ମପୁର ଏଡିଜେ -୧ କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି […]
ଆସନ୍ତା ୨୧ ତାରିଖରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ବାହାରିବ । ପରୀକ୍ଷା ଫଳ ପ୍ରକାଶ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଜୁନ୍ ୨୧ ତାରିଖ […]
ଉତ୍ତରପ୍ରଦେଶର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 11 ଜଣ ଆହତ ହୋଇଛନ୍ତି । ସମ୍ଭଲର ମୋରାଦାବାଦ-ଆଗ୍ରା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବାହାଘରରୁ ଫେରୁଥିବା ଏକ ପରିବାର […]
ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହ ୨୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ତିନି ପ୍ରମୁଖ ଏଜେଣ୍ଡା ବିଷୟରେ ଆଲୋଚନା ହେବା ବୋଲି ସୂଚନା ରହିଛି । ପ୍ରଥମରେ ‘ଏକ ଦେଶ, ଏକ ନିର୍ବାଚନ’ ନେଇ ସବୁ ରାଜନୈତିକ ଦଳଙ୍କ […]
ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ କଂଗ୍ରେସ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ମଡେଲରେ କାମ କରିବା ଉଚିତ୍ ବୋଲି କହିଛନ୍ତି । 2021ରେ ଆସାମ ବିଧାସଭା ନିର୍ବାଚନରେ ଦଳ 80 ଆସନ ହାସଲର ଲକ୍ଷ୍ୟ ରଖିଛି । ଏହି ଳକ୍ଷ୍ୟ […]
ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ। ସଚିବାଳୟଠାରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଘୋଷଣା କରିଛନ୍ତି ୨୦୧୯ ଓଜେଇଇ ଏଣ୍ଟ୍ରାନ୍ସ ପରୀକ୍ଷା ଫଳ। ଏମ୍ଟେକ୍ରେ ପ୍ରଦୀପ କୁମାର ବାରିକ୍, ଲ୍ୟାଟେରାଲ୍ ଏଣ୍ଟ୍ରି ବିଏମ୍ସିରେ ଭବାନୀ ଶଙ୍କର ବେହେରା, ଏମବିଏ୍ରେ ପ୍ରଦୀପ କୁମାର କମ୍ବ, […]
ବିହାରର ମୁଜାଫରପୁରରେ ଶିଶୁ ମୃତ୍ୟୁ ଗମ୍ଭୀର ରୂପ ନେଇଛି । ଦିନକୁ ଦିନ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ବିହାରରେ ଏହି ମୃତ୍ୟୁ ସଂଖ୍ୟା 135 ରହିଥିବା ବେଳେ କେବଳ ମୁଜାଫରପୁରରେ ଏହି ସଂଖ୍ୟା 110 […]
ଜାପାନ୍ରେ ୬.୪ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଫଳରେ ଜାପାନରେ ଏକ ସୁନାମି ଅନୁଭୂତ ହୋଇଛି। ବୁଧବାର ସୁନାମି ସତର୍କ ସୂଚନା ଉଠାଯିବା ପରେ ଏଥିରେ କେହି ମୃତାହତ ହୋଇ ନଥିବା ଖବର ସ୍ପଷ୍ଟ ହୋଇଛି। ଅଳ୍ପ […]
ରାଜସ୍ଥାନର କୋଟାରୁ ବିଜେପିର ସାଂସଦ ରହିଥିବା ଓମ୍ ବିର୍ଲା ଲୋକସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସପ୍ତଦଶ ଲୋକସଭାର ବାଚସ୍ପତି ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରସ୍ତାବକ ଭାବରେ ଓମ୍ଙ୍କ ନାମ ସୁପାରିଶ କରିଥିଲୋ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ […]
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ୫୦ ତମ ଜନ୍ମଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ରାହୁଲଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘମ ଜୀବନ କାମନା କରି ଶୁଭକାମନା ଜଣାଇଛନ୍ତି ମୋଦି। ସେହିପରି […]
ଇଂଲଣ୍ଡ ଅଧିନାୟକ ଇୟୋନ୍ ମୋର୍ଗାନ୍ ଗୋଟିଏ ମ୍ୟାଚ୍ରେ ସର୍ବାଧିକ ଛକ୍କା ମାରିବାର ବିଶ୍ବ ରେକର୍ଡ କରିଛନ୍ତି। ଗତକାଲି ଆଫଗାନିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ମୋର୍ଗାନ ୧୭ଟି ଛକ୍କା ମାରିଥିଲେ। ମୋର୍ଗାନଙ୍କ ଏହି ଇନିଂସ ବଳରେ ଇଂଲଣ୍ଡ ୩୯୭/୬ର ବିଶାଳ […]
କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ରୋଶନ ବେଗଙ୍କୁ ନିଲମ୍ବିତ କରାଯାଇଛି। ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏହି ନିଲମ୍ବନ ଆଦେଶ ଦିଆଯାଇଛି। ନିକଟରେ କଂଗ୍ରେସ ଦଳର କର୍ମୀ ତଥା କର୍ଣ୍ଣାଟକ ଦାୟିତ୍ବରେ ରହିଥିବା କେ […]
ଅନନ୍ତନାଗର ଫାଲଗାମରେ ଏକ ଡଙ୍ଗାରେ ବିସ୍ଫୋରଣ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଫାଲଗାମର ଲିଡ୍ଡର ନଦୀରେ ରହିଥିବା ଏକ ଡଙ୍ଗାରେ ଏହି ଆକ୍ରମଣ ଘଟିଥିଲା। ମଙ୍ଗଳବାର ସନ୍ଧ୍ୟା ସମୟରେ ଏହି ବିସ୍ଫୋରଣ ଘଟିଥିଲା। […]
ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଖରା ଛୁଟି ବଢାଇଲେ ସରକାର। ଜୁନ୍ ୨୫ ଯାଏଁ ସ୍କୁଲ ଛୁଟି ବଢାଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ ମହାପାତ୍ର। ପଶ୍ଚିମ ଓଡ଼ିଶାରେ ଏବେବି […]
ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିବା ପରେ ଏବେ ଅଗ୍ନିକାଣ୍ଡ ଯାଞ୍ଚକୁ ବେଶ୍ ବ୍ୟାପକ କରାଯାଇଛି । ରାଜଧାନୀର ୧୫ଟି ବଡ଼ ଘରୋଇ ହସ୍ପିଟାଲ୍ରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ଅଧିକାଂଶ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ […]
ଅର୍ଥର ରିମେକ୍ରେ ନଜର ଆସିବେ ସ୍ବରା ଭାସ୍କରା । ୧୯୮୨ର ମହେଶ ଭଟ୍ଟଙ୍କ ଲୋକପ୍ରିୟ ସିନେମା ‘ଅର୍ଥ’ର ରିମେକ୍ ହେବାକୁ ରହିଛି । ସ୍ମିତା ପାଟିଲ୍ଙ୍କ ଭୂମିକାରେ ଜ୍ୟାକଲିନ୍ ଅବତୀର୍ଣ୍ଣ ହେବାକୁ ଥିବାବେଳେ ଶାବ୍ନାଙ୍କ ଚରିତ୍ରରେ ଅଭିନେତ୍ରୀ ସ୍ବରାଙ୍କୁ ଦେଖିବାକୁ ମିଳିବ […]
ଉତ୍ତରପ୍ରଦେଶର ଯୋଗୀ ସରକାର ସଂସ୍କୃତ ଭାଷାକୁ ପ୍ରଚାର ପ୍ରସାର ପାଇଁ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନା ବିଭାଗ ଏବେ ସଂସ୍କୃତ ଭାଷାରେ ପ୍ରେସ୍ ବିଜ୍ଞପ୍ତି ଜାରି କରିବ ବୋଲି ସୂଚନା ମିଳିଛି । ସୂଚନା ବିଭାଗ ତରଫରୁ […]