ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରଧାନ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ କାର୍ଯ୍ୟକାଳକୁ ଆଜି ସରକାର ଅନିର୍ଦ୍ଧିଷ୍ଠ କାଳ ପାଇଁ ବୃଦ୍ଧି କରିଛନ୍ତି। ଏଥିସହିତ ତାଙ୍କୁ କ୍ୟାବିନେଟ ପ୍ୟାହା ମଧ୍ୟ ପ୍ରଦାନ କରାଯାଇଛି। 1972 ବ୍ୟାଚ ଗୁଜୁରାଟ କ୍ୟାଡର ଏହି ଅଧିକାରୀ ହେଉଛନ୍ତି ଓଡିଶାର। […]
ବଲିଉଡ୍ର ଦୁଇ କଳାକାର ଜନ୍ ଆବ୍ରାହାମ୍ ଏବଂ ଇମ୍ରାନ୍ ହାସ୍ମୀ ଏକତ୍ର ନଜର ଆସିବାକୁ ଯାଉଛନ୍ତି। ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଗ୍ୟାଙ୍ଗଷ୍ଟର ଫିଲ୍ମରେ ଉଭୟ କଳାକାର ପ୍ରଥମ ଥର ପାଇଁ ଏକତ୍ର ନଜର ଆସିବାକୁ ଯାଉଛନ୍ତି। ୬ ବର୍ଷର ବ୍ୟବଧାନ […]
ପାରଲାଖେମୁଣ୍ଡିର ପୂର୍ବତନ ବିଧାୟକ କେ ସୂର୍ଯ୍ୟା ରାଓ କଂଗ୍ରେସ ଛାଡିଛନ୍ତି। ରାଓ ନିଜର ଇସ୍ତଫାପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ଦଳରେ ଅଣଦେଖା କରାଯାଉଥିବାର ଅଭିଯୋଗ କରି ଇସ୍ତଫା ପ୍ରଦାନ କରିଛନ୍ତି ପାରମଳାଖେମୁଣ୍ଡିର ଏହି ପୂର୍ବତନ ବିଧାୟକ। ଦୁଇ […]
ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ୍ ଏକ ବଲିଉଡ୍ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ମହିଳା କୈନ୍ଦ୍ରିକ ଏହି ଫିଲ୍ମଟିର ନାମ ‘ଶର୍ମାଜୀକି ବେଟୀ’ ରଖାଯାଇଛି। ଏହି ଫିଲ୍ମରେ ଦୁଇ ଜଣ ମହିଳାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ଷ୍ଟାରକାଷ୍ଟ […]
ଚଳିତ ବର୍ଷ ଅଗଷ୍ଟ ୨୪ ରୁ ୨୬ ପର୍ଯ୍ୟନ୍ତ ଫ୍ରାନ୍ସର ବାୟାରିଜ ସହରରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଆମନ୍ତ୍ରଣରେ ସ୍ୱତନ୍ତ୍ର ଅତିଥି ଭାବେ ମୋଦି ଏହି ଶିଖର […]
ରଥଯାତ୍ରାରେ ସମସ୍ତ ଚ୍ୟାନେଲ ମହାପ୍ରଭୁଙ୍କ ଯାତ୍ରାର ସିଧା ପ୍ରସାରଣ କରିବେ । କୌଣସି ଚ୍ୟାନେଲକୁ ସିଧା ପ୍ରସାରଣରୁ ବାଦ ଦିଆଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଚ୍ୟାନେଲମାନଙ୍କୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ […]
ମଧ୍ୟପ୍ରଦେଶର ବିଜେପି ସାଂସଦ ବୀରେନ୍ଦ୍ର କୁମାରଙ୍କୁ ଲୋକସଭାର ଅନ୍ତରୀଣ ବାଚସ୍ପତି ଭାବରେ ନିଯୁକ୍ତ କରାଯାଇଛି । ମଙ୍ଗଳବାର ଲୋକସଭା ସୂତ୍ରରୁ ପ୍ରାପ୍ତ ସୂଚନାନୁଯାୟୀ 65 ବର୍ଷୀୟ ଟିକମଗଡ ସାଂସଦଙ୍କୁ ବାଚସ୍ପତି ପଦରେ ନିଯୁକ୍ତ କରାଯାଇଛି । ସାତ ଥର ଲୋକସଭା ସାଂସଦ […]
ନିଖୋଜ ହୋଇଯାଇଥବିା ବାୟୁସେନା ବିମାନ ଆଣ୍ଟାନୋଭ-୩୨ର ଭଗ୍ନାବଶେଷ ଅରୁଣାଚଳ ପ୍ରଦେଶରୁ ଠାବ ହୋଇଛି। ଜୁନ୍ ୩ ତାରିଖରେ ନିଖୋଜ ହୋଇଥିବା ଏହି ବାୟୁସେନା ବିମାନଟିକୁ ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାରୁ ଠାବ ହୋଇଛି। ମଙ୍ଗଳବାର ଏହି ବିମାନ ମିଳିଥିବା ନେଇ ଭାରତୀୟ […]
ଆଫଗାନିସ୍ତାନରେ ରହିଥିବା ତାଲିବାନ୍ର ଏକ ଜେଲ୍ରୁ ୩୪ ଜଣଙ୍କୁ ଉଦ୍ଧାର କରିଛି ନାଟୋ ସେନା। ଏହା ମଧ୍ୟରେ ୧୭ ଜଣ ସାଧାରଣ ନାଗରିକ ରହିଥିବା ବେଳେ ୧୭ ଜଣ ସୁରକ୍ଷା ବଳ ଅଧିକାରୀ ରହିଛନ୍ତି। ଏହା ପୂର୍ବରୁ ସୋମବାର ସାତ ଜଣ […]
ଆୟକର ବିଭାଗ ପକ୍ଷରୁ ଓକିଲ ଗୌତମ ଖୈତାନଙ୍କ ନାମରେ ନୂତନ ଚାର୍ଜସିଟ୍ ଦାଖଲ କରାଯାଇଛି। କୋଟି କୋଟି ଟଙ୍କାର ଭିଭିଆଇପି ବିମାନ କିଣା ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ଖୈତାନ ନିଜ ସମ୍ପତ୍ତି ତାଲିକା ଲୁଚାଇ ଥିବାରୁ ଏହି ଚାର୍ଜସିଟ୍ ଦାଖଲ […]
୨୦୧୯ କ୍ରିକେଟ୍ ବିଶ୍ବକପ୍ରେ ଭାରତୀୟ ଫ୍ୟାନ୍ଙ୍କ ପାଇଁ ଖରାପ ସମ୍ବାଦ। ଗତ ମ୍ୟାଚ୍ର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଶିଖର ଧଓ୍ବନ୍ଙ୍କ ଆଙ୍ଗୁଠି ଭାଙ୍ଗିଥିବା ନେଇ ସୂଚନା ଦେଇଛି ବିସିସିଆଇ। ଗତ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଶିଖରଙ୍କ ବାମ ହାତର […]
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସାକ୍ଷାତକାର ପରେ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତାକାର ବୋଲି ଅଭିହିତ କରିଛନ୍ତି ନବୀନ। ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଠନ ପରେ ଏହା ନବୀନଙ୍କ ପ୍ରଥମ ଦିଲ୍ଲୀ […]
ବିରୋଧରେ ମିଥ୍ୟା ଖବର ପ୍ରସାରଣ କରିଥିବା ମାମଲାରେ ଗିରଫ ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୌଣସି ନାଗରିକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମଙ୍ଗଳବାର ସର୍ବୋଚ୍ଚ […]
ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଆଜି କ୍ରମାଗତ ଦ୍ବିତୀୟ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ହାଜର ହୋଇଛନ୍ତି । ଏୟାର ବସ୍ ରୁଟ୍ ପ୍ରଦାନ ଦୁର୍ନୀତି ମାମଲାରେ ଇଡି ସମ୍ମୁଖରେ ହାଜର ହୋଇଛନ୍ତି ପଟେଲ । ପଟେଲ ବିମାନ ଚଳାଚଳ ମନ୍ତ୍ରଣାଳୟ […]
ପରିଭ୍ରମଣରେ ଯାଇଥିବା ଏକ ପର୍ଯ୍ୟଟକ ଦଳ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ୨ ଓଡିଆ ନିହତ ହୋଇଛନ୍ତି। ଦୁଇ ମୃତକ ହେଉଛନ୍ତି ମଳିପଡାର ଚରଣ ବିଶ୍ବାଳ ଏବଂ ଜଟଣୀର ବିଜୟ ଜେନା। ଏହି ଦୁର୍ଘଟଣାରେ ସମୁଦାୟ ୨୧ ଜଣ ଆହତ […]
ବିରୋଧରେ ମିଥ୍ୟା ଖବର ପ୍ରସାରଣ କରିଥିବା ଏକ ଗଣମାଧ୍ୟମ ଚ୍ୟାନେଲର ୫ ଜଣଙ୍କୁ ପୋଲିସ୍ ଗିରଫ କରିବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାର ଉଦ୍ୟମ କରିବା ଯୋଗୀଙ୍କ ମୂର୍ଖାମୀ ବୋଲି […]
ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍ ଏକ ବିବାଦୀୟ ବୟାନ ଦେଇଛନ୍ତି। ୨୦୧୧-୧୨ ଆର୍ଥିକ ବର୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ରହିଥିବା ସୁବ୍ରମଣ୍ୟନ୍ ମଙ୍ଗଳବାର ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ଲେଖିଥିବା ଏକ ନିବନ୍ଧ ନୂତନ ବିବାଦ […]
କ୍ରମାଗତ ଭାବରେ ଭାରତୀୟ ମୁଦ୍ରା ଭଲ ପ୍ରଦର୍ଶନ କରି ଆସିଛି। ସୋମବାର ଭାରତୀୟ ମୁଦ୍ରା ୬ ପଇସା ଶକ୍ତିଶାଳୀ ରହିଥିବା ବେଳେ ମଙ୍ଗଳବାର ଏହା ପୁନର୍ବାର ଭଲ ପ୍ରଦର୍ଶନ କରିଛି। ମଙ୍ଗଳବାରର ପ୍ରାରମ୍ଭିକ ଟ୍ରେଡ ଅନୁଯାୟୀ ଡଲାର ତୁଳନାରେ ୨୧ ପଇସା […]
ଜମ୍ମୁ କଶ୍ମୀରରେ ସୋପିଆଁରେ ମଙ୍ଗଳବାର ସୁରକ୍ଷାବାହିନୀର ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆଁରେ ଏହି ଘଟଣା ଘଟିଛି। ଅୱନୀରା ଅଂଚଳରେ ଆତଙ୍କବାଦୀମାନେ ଥିବା ସୂଚନା ମିଳିବା ମାତ୍ରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଂଚିଥିଲେ। ସୁରକ୍ଷାବାହିନୀର ଯବାନମାନଙ୍କୁ ଦେଖି ଆତଙ୍କବାଦୀମାନେ […]
ନୂତନ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ଉଭୟଙ୍କ ମଧ୍ୟରେ ରାଜ୍ୟର ସ୍ୱାର୍ଥ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ […]
ଝାଡ଼ଖଣ୍ଡରେ ଏକ ବଳାତ୍କାର ମାମଲାରେ ରାଞ୍ଚିର ସ୍ଥାନୀୟ ଅଦାଲତ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ସେମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଆଦେଶ ଦିଆଯାଇଛି। ଜୋରିମାନା ବାବଦରେ ଆଦାୟ ହେବାକୁ ଥିବା ୨ ଲକ୍ଷ ୯୭ […]