ଉତ୍ତର ଗୁଜରାଟର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ବୁଧବାର ରାତିରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରହିଥିଲା। ଗାନ୍ଧୀନଗରରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୧୦.୩୧ ମିନିଟ୍ […]
କ୍ରମାଗତ ତୃତୀୟ ଥର ପାଇଁ ରେପୋ ରେଟ୍ରେ ହ୍ରାସ ଘଟାଇଛି। ୬ଜଣିଆ ସଦସ୍ୟ ବିଶିଷ୍ଟ ଅର୍ଥନୈତିକ କମିଟି ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛନ୍ତି। ରେପୋ ରେଟ୍ରେ ହ୍ରାସ ପରେ ସୁଧହାର ବର୍ତ୍ତମାନ ୫.୭୫ ପଏଣ୍ଟ ରହିଛି। ଅଭିବୃଦ୍ଧି […]
ଭାରତର ନୂତନ ବୈଦେଶିକ ସଚିବ ଏସ୍ ଜୟଶଙ୍କର ଫ୍ରାନ୍ସ ଓ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ର ସହିତ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି କରିବା ପାଇଁ ଜୟଶଙ୍କର ଏହି ଆଲୋଚନା କରିଛନ୍ତି। ଉଭୟ ନେତୃବୃନ୍ଦଙ୍କ ସହିତ ଫୋନ୍ରେ […]
ଆତଙ୍କବାଦୀ ସଂଗଠନ ସହିତ କାଶ୍ମିରୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଲିଙ୍କ୍ ନେଇ ଏନ୍ଆଇଏକୁ ପ୍ରମାଣ ମିଳିଛି। ଏନଆଇଏ ସମ୍ପୃକ୍ତ ବିଚ୍ଛିନ୍ନତାବାଦୀ ନେତା ଆସିୟା ଅନ୍ଦ୍ରାବିଙ୍କ ସମେତ ୩ଜଣଙ୍କୁ ଗିରଫ କରିବା ପରେ ଏହା ସାମ୍ନାକୁ ଆସିଛି। ଏହି ମହିଳା ବିଚ୍ଛିନ୍ନତାବାଦୀ ନେତା ଏବଂ […]
କେରଳରେ ଆତଙ୍କ ଖେଳାଇଛି ନିପା ଭାଇରସ୍। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୩୧୪ ଜଣ ନିପା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ୩୧୪ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖାଯାଇଛି। ପ୍ରଥମେ ସଂକ୍ରମିତ ହୋଇଥିବା ୨୩ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସରକାର ପରିଚାଳନା କରିବା ପାଇଁ ବିଭିନ୍ନ କ୍ୟାବିନେଟ କମିଟି ଗଠନ କରିଛନ୍ତି। ୭ଟି କ୍ୟାବିନେଟ୍ କମିଟିରେ ଅମିତ ଶାହାଙ୍କ ଉପସ୍ଥିତି ତାଙ୍କୁ ବିଜେପିର ଦ୍ବିତୀୟ ଶକ୍ତିଶାଳୀ ନେତା ଭାବରେ ଉପସ୍ଥିତ କରିଛି। ଏହା ସହିତ ଅର୍ଥନୈତିକ […]
ଗୁରୁବାରର ଦିନର ପ୍ରାରମ୍ଭିକ ଟ୍ରେଡ୍ ରିପୋର୍ଟ ଅନୁଯାୟୀ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି। ଆରବିଆଇର ଅର୍ଥନୈତିକ ରିପୋର୍ଟ ଆସିବାର ଠିକ୍ ପୂର୍ବରୁ ଟଙ୍କାର ମୂଲ୍ୟ ହ୍ରାସ ଘଟିଛି। ଗୁରୁବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୯ ପଇସା ହ୍ରାସ ପାଇ […]
ନିଟ ପରୀକ୍ଷାରେ ଓଡିଶାର ସଂଗୀତା ଅଗ୍ରୱାଲା ରାଜ୍ୟ ଟପର ହୋଇ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ସଂଗୀତା ଦେଶର ମହିଳା ଟପ 20ରେ 17 ତମ ସ୍ଥାନରେ ଅଛନ୍ତି। ସର୍ବ ଭାରତୀୟ ସ୍ତରରେ ତାଙ୍କର ସ୍ଥାନ 91 ରେ ରହିଛି। ଓଡିଶାରୁ […]
୨୦୧୯ରେ ପ୍ରଚଣ୍ଡ ବହୁମତ ପାଇ ପୁଣି ଥରେ ସତ୍ତାକୁ ଆସିଛି ବିଜେପି। ଏହା ସହିତ ବିଜେପି ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାକୁ ନିଜର ପାଦ ବଢାଇଛନ୍ତି। ସବୁରି ଘରେ ବିଜୁଳି ପହଞ୍ଚିବା ପରେ ଏବେ ମୋଦି ସରକାର ସବୁରି ଘରେ […]
ରୋଜଗାର ବିଷୟକୁ ନେଇ ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ରୋଜଗାର ସ୍ତରକୁ ଦେଖି ଏକ କ୍ୟାବିନେଟ୍ କମିଟି ଗଠନ କରିଛନ୍ତି। ଏହା ସହିତ ପ୍ରଥମଥର ପାଇଁ ବିକାଶ, ନିବେଶ ଓ ସ୍କିଲ୍ ଡେଭଲପ୍ମେଣ୍ଟକୁ ନେଇ ମଧ୍ୟ ଏକ […]
ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସାରା ବିଶ୍ଵରେ ଜୁନ ୫ରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଛି। ୧୯୭୨ରେ ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ୧୯୭୪ ଜୁନ ୫ରୁ ପ୍ରତିବର୍ଷ […]
ବୁଧବାର ଋଷ ଗସ୍ତରେ ଯାଇଛନ୍ତି ଚୀନ୍ ରାଷ୍ଟ୍ରପତି ଜି ଜି୍ନ୍ପିଙ୍ଗ। ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ଗସ୍ତ ରହିଛି ବୋଲି ଚୀନ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗୁରୁବାର ଜିନ୍ ପିଙ୍ଗଙ୍କୁ ଋଷରେ ରାଷ୍ଟ୍ରୀୟ […]
ଭି ବିଜୟ ସାଇ ରେଡ୍ଡୀଙ୍କୁ ଓ୍ବାଇଏସ୍ଆର କଂଗ୍ରେସର ସଂସଦୀୟ ଦଳର ନେତା ଭାବରେ ଚୟନ କରାଯାଇଛି। ଦଳର ରାଜ୍ୟସଭା ସାଂସଦ ରହିଥିବା ରେଡ୍ଡୀଙ୍କୁ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି ଓ୍ବାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ। ସଂସଦୀୟ […]
ନ୍ୟାଶନାଲ ଇଲିଜିବେଲିଟି କମ୍ ଏଣ୍ଟରାନ୍ସ ଟେଷ୍ଟ(ଏନ୍ଇଇଟି) ଫଳାଫଳ ପ୍ରକାଶ ପାଇଛି। ଏଥିରେ ରାଜସ୍ଥାନର ନଳିନୀ ଖଣ୍ଡେଲୱାଲ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସେ ମୋଟ୍ ୭୨୦ରୁ ୭୦୧ ମାର୍କ ରଖିଛନ୍ତି। ଦ୍ୱିତୀୟ ସ୍ଥାନରେ ଦିଲ୍ଲୀର ଭୈବିକ ବଂଶଲ ଥିବା ବେଳେ ତୃତୀୟରେ […]
ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ବିଏସ୍ପି ସହିତ ମେଣ୍ଟକୁ ଏକ ପରୀକ୍ଷଣ ବୋଲି ଅଭିହିତ କରିଛନ୍ତି। ବିଏସ୍ପି ସହିତ ମେଣ୍ଟ ଏକ ପରୀକ୍ଷଣ ଥିଲା ଯାହାକି ବିଫଳ ହୋଇଛି ବୋଲି ବୁଧବାର କହିଛନ୍ତି ଅଖିଳେଶ। ରାଜନୀତିରେ ସମସ୍ତ ପଥ ଏବେବି […]
ଗତ କିଛି ଦିନ ହେବ ପଶ୍ଚିମବଙ୍ଗରେ ରାଜନୈତିକ ବାତାବରଣ ବେଶ୍ ଉଷ୍ମ। ନାରାବାଜିକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଏବେ ବେଶ୍ ଚର୍ଚ୍ଚାରେ। ଜୟଶ୍ରୀରାମ ନାରାକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ପାଣିପାଗ ବେଶ୍ ଉତ୍ତପ୍ତ। ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି […]
ଅଭିନେତା ତଥା ହାସ୍ୟାଭିନେତା ଦିନାୟାର୍ କଣ୍ଟ୍ରାକ୍ଟରଙ୍କ ଆଜି ୭୯ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ‘ବାଜିଗର୍’, ’ଖିଲାଡ଼ି’, ବାଦଶାହା, ’୩୬ ଚାଇନା ଟାଉନ୍’ ଆଦି ଫିଲ୍ମରେ କାମ କରିଥିବା ଅଭିନେତା ଦିନାୟାର ସକାଳ ସମୟରେ ପରଲୋକ ଗମନ କରିଛନ୍ତି। ବୃଦ୍ଧାବସ୍ଥା ସମ୍ବନ୍ଧିତ […]
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଟସ୍ ଜିତିକ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ […]
ଇଦ୍ ଉଲ୍ ଫିତରର ସକାଳରେ ଇଜିପ୍ଟରେ ଆଇଏସ୍ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ପୋଲିସ୍ କର୍ମୀ ପ୍ରାଣ ହରାଇଛନ୍ତି। ଇଜିପ୍ଟର ଉତ୍ତର ଭାଗରେ ଅବସ୍ଥାପିତ ସିନାଇ ପେନିନ୍ସୁଲାରେ ଆତଙ୍କୀ ମାନେ ବୁଧବାର ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଘଟଣା ସ୍ଥଳରେ ଉପସ୍ଥିତ ପୋଲିସ୍ […]
ଆଜି ଝାରସୁଗୁଡାରୁ ସିଧାସଳଖ ଭାବେ ଭୁବନେଶ୍ୱର ଏବଂ ରାୟପୁର ଅଭିମୁଖେ ଉଡିଛି ବିମାନ। ଆଜିଠାରୁ ପ୍ରତିଦିନ ସକାଳ ୧୦ଟା ୩୫ରୁଏୟାର ଇଣ୍ଡିଆର ଏକ ଅନୁବନ୍ଧିତ ସଂସ୍ଥାର ବିମାନ ଏଟିଆର-୭୨ ଝାରସୁଗୁଡା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ଯାତ୍ରା କରିଛି। କିନ୍ତୁ ଆଜି ୧୧ଟା […]
ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯିବେ ଭାରତୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ସୀତାରମଣଙ୍କ ସହିତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି। ଆସନ୍ତା ଜୁନ୍ […]