ନିପା ଭାଇରସ୍ରୁ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି କେରଳ ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଭୂତାଣୁ ଦ୍ବାରା ସଙ୍କ୍ରମିତ ରୋଗୀଙ୍କ ନିମନ୍ତେ ଅଲଗା ଓ୍ବାର୍ଡର ବ୍ୟବସ୍ଥା କରାଯାଇଛି। କେରଳର ଉତ୍ତର ଭାଗରେ ଏହି ଭୂତାଣୁ ବ୍ୟାପିଥିବାରୁ ଯେପରି ଏହି ଭୂତାଣୁ ଅନ୍ୟ […]
ଆସନ୍ତା କିଛି ସପ୍ତାହ ମଧ୍ୟରେ ଟ୍ରାଇ ଲାଇଭ୍ ହେବାକୁ ଯାଉଛି ବୋଲି ଟ୍ରାଇର ଚେୟାରମ୍ୟାନ୍ ଆର ଏସ୍ ଶର୍ମା କହିଛନ୍ତି। ଏହି ସୁବିଧା ଦ୍ବାରା ଭାରତର ଯେ କୌଣସି ସ୍ଥାନରେ ଯେ କୌଣସି ଅପରେଟରଙ୍କର ନେଟଓ୍ବର୍କ ସ୍ପିଡ୍ ଚେକ୍ କରିହେବ। ଏକ […]
ବଲିଉଡ୍ ଭାଇଜାନ୍ ସଲମନ୍ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ ଆଜି ଇଦ୍ ଅବସରରେ ମୁକ୍ତିଲାଭ କରିଛି। ସାଉଥ୍ କୋରିଆନ୍ର ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘ଅଡ୍ ଟୁ ମାଇ ଫାଦର୍’ର ରିମେକ୍ ହେଉଛି ‘ଭାରତ’। ଅଲ୍ଲୀ ଆବାସ ଜାଫର୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ […]
ବୁଧବାର ସକାଳୁ ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ଜଣେ ଅଜଣା ଆତତାୟୀଙ୍କ ଗୁଳିମାଡରେ ଜଣେ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ପୁଲଓ୍ବାମାର କାକାପୋରା ଅଞ୍ଚଳରେ ରହିଥିବା ନଗୀନା ଜାନ୍ଙ୍କ ଘର ଉପରକୁ […]
ସୁଦାନରେ ସରକାର ପରିବର୍ତ୍ତନ ପାଇଁ ଚାଲିଥିବା ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। କ୍ଷମତା ପରିବର୍ତ୍ତନ ପାଇଁ ଚାଲିଥିବା ଏହି ଆନ୍ଦୋଳନରେ ସେନାବାହିନୀର ଗୁଳିରେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଥିବା ନେଇ ସୁଦାନର ଡାକ୍ତରଙ୍କ କେନ୍ଦ୍ରୀୟ କମିଟି (ସିସିଏସ୍ଡି) […]
ଚଳିତ ବିଶ୍ବକପ୍ରେ ଅନ୍ୟ ସମସ୍ତ ପ୍ରତିଯୋଗୀ ଦଳ ମ୍ୟାଚ୍ ଖେଳି ସାରିଥିବା ବେଳେ ଭାରତ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିନରେ ଆଜି ପ୍ରଥମେ ପଡ଼ିଆକୁ ଓହ୍ଲାଇବ। ସାଉଥାମ୍ପଟନ୍ରେ ଦଳ ଅପରାହ୍ନ ୨.୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଖେଳିବ। […]
ଲୋକସଭା ନିର୍ବାଚନ ପରେ ଏନଡିଏ ସରକାର ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିଛି। ତେବେ କ୍ଷମତାକୁ ଆସିବା ପରେ ନୂଆ ସରକାର ଆମେରିକା ସହିତ ଏକ ବଡ଼ ଧରଣର ପ୍ରତିରକ୍ଷା ଚୁକ୍ତି କରିବା ସମ୍ଭାବନା ରହିଛି। ଭାରତ ଆମେରିକାଠାରୁ ନୌସେନା ହେଲିକପ୍ଟର […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ବରର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ। ଅପରାହ୍ନରେ ଅପରାଜିତା ସଚିବାଳୟ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହିତ କିଛି ସମୟ ପାଇଁ ଆଲୋଚନା କରିଥିଲେ। ସାକ୍ଷାତ ପରେ ଅପରାଜିତା କହିଛନ୍ତି ଯେ, ଭୁବନେଶ୍ବରର ବିକାଶ ସଂପର୍କରେ […]
ଦକ୍ଷିଣ ଆଫ୍ରିକା ସ୍ପିଡଷ୍ଟାର ଡେଲ ଷ୍ଟେନ୍ ଚଳିତ କ୍ରିକେଟ ବିଶ୍ବକପ୍ରୁ ବାଦ ପଡିଛନ୍ତି। କାନ୍ଧ ଆଘାତ ଯୋଗୁଁ ଷ୍ଟେନ୍ ବିଶ୍ବକପ୍ରୁ ବାଦ ପଡିଥିବା ବେଳେ ବ୍ୟୁରାନ୍ ହେଣ୍ଡ୍ରିକ୍ସଙ୍କୁ ବଦଳ ଖେଳାଳି ଭାବରେ ଘୋଷଣା କରାଯାଇଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ମାତ୍ର ୬୦ ପ୍ରତିଶତ […]
ଲୋକସଭା ନିର୍ବାଚନର ପରାଜୟ ପରେ କଂଗ୍ରେସର ବହୁ ତୁଙ୍ଗ ନେତା ଇସ୍ତଫା ଦେଉଛନ୍ତି। ଏହି କ୍ରମରେ ସାମିଲ୍ ହୋଇଛନ୍ତି କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ୍। ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ ମଙ୍ଗଳବାର ଦିନ ଇସ୍ତଫା ଦେଇଛନ୍ତି। ଇସ୍ତଫା […]
ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ୍ଙ୍କ ଅପକମିଙ୍ଗ ଫିଲ୍ମ ସୁପର ୩୦ର ଟ୍ରେଲର ରିଲିଜ୍ ହୋଇଛି। ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସୁଥିବା ହ୍ରିତିକ୍ ରୋଶନଙ୍କ ଏହି ଟ୍ରେଲର ରିଲିଜ୍ ହେବାର ଏକ ଘଣ୍ଟା ମଧ୍ୟରେ ୫ ମିଲିୟନ୍ ବା ୫୦ […]
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନାଗାଲାଣ୍ଡର ଜନୈକ ଆଇଏଏସ୍ ଅଫିସରଙ୍କ ବିପକ୍ଷରେ ମାମଲା ବନ୍ଦ କରିଛି। ୧୯୯୦ ମସିହାର ଆଇଏଏସ୍ ଅଫିସର ଜ୍ୟୋତି କଳସଙ୍କ ବିପକ୍ଷପରେ ସିବିଆଇ ୨୦୦୮ରେ ଏକ ମାମଲା ରୁଜୁ କରିଥିଲା। ନାଗାଲାଣ୍ଡ କ୍ୟାଡରର ଏହି ଅଫିସରଙ୍କ ବିରୋଧରେ […]
ଖ୍ୟାତନାମା ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାଇ ଏବଂ ବଲିଉଡ୍ର ହିଟ୍ ମେସିନ୍ ବରୁଣ ଧଓ୍ବନ୍ ଏକତ୍ରନଜର ଆସିବାକୁ ଯାଉଛନ୍ତି। ଉଭୟଙ୍କ ଶେଷ ଫିଲ୍ମ ବକ୍ସ ଅଫିସ୍ରେ ବିଫଳ ହେୋଇଥିବାରୁ ଏହି ଫିଲ୍ମ ଉଭୟଙ୍କ ପାଇଁ ମହତ୍ବପୂର୍ଣ୍ଣ ରହିଛି। ଫିଲ୍ମର କାହାଣୀ ଏବଂ […]
ଭାରତର ବୃହତମ ଟେଲିକମ୍ ସଂସ୍ଥାନ ଭାରତୀ ଏୟାରଟେଲ ଏହାର ଆଫ୍ରିକୀୟ କମ୍ପାନୀ ପାଇଁ ଆଇପିଓ ଜରିଆରେ ୫ ହଜାର କୋଟି ନିବେଶ ହାସଲର ଲକ୍ଷ୍ୟ ରଖିଛି। ମଙ୍ଗଳବାର ଜୁନ୍ ୪ ତାରିଖରେ ଏୟାରଟେଲ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। କମ୍ପାନୀ ନିଜକୁ […]
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଇଫତାର୍ ପାର୍ଟି ନେଇ କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ୪ଟି ଫଟୋ ଶେୟାର କରିବା ସହିତ କଟାକ୍ଷ ମଧ୍ୟ କରି କହିଛନ୍ତି ଯେ – […]
ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ନିଜର ଆତ୍ମସମୀକ୍ଷା କରୁଥିବାବେଳେ ରାଜସ୍ଥାନ କଂଗ୍ରେସରେ ଏହାକୁ ନେଇ ଅନ୍ତଃକନ୍ଦଳ ଦେଖାଦେଇଛି। ରାଜସ୍ଥାନରେ ବିଧାନସଭା ଆସନରୁ କଂଗ୍ରେସ ବାଜିମାତ୍ କରିଥିବାବେଳେ ଲୋକସଭା ଆସନରେ ଗୋଟିଏ ବି ଆସନ ହାତେଇ ପାରିନାହିଁ। ଯାହାକୁ […]
ଜେଡିଏସ୍ କର୍ଣ୍ଣାଟକ ରାଜ୍ୟ ସଭାପତି ଏଚ୍ ବିଶ୍ବନାଥ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ମଙ୍ଗଳବାର ନିଜ ଇସ୍ତଫା ପତ୍ରରେ ସହଯୋଗୀ ଦଳ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଦୋଷାରୋପ କରିଛନ୍ତି ବିଶ୍ବନାଥ। ଇସ୍ତଫା ପ୍ରଦାନ ପରେ ଦଳୀୟ ସଭାପତି ଏଚ୍ଡି […]
ତିନି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମଣ୍ଟ ବିଜେତା ବ୍ରିଟେନ୍ର ଆଣ୍ଡି ମୁରେ ଆଗାମୀ କ୍ବିନ୍ସ କ୍ଲବ୍ ଟୁର୍ଣ୍ଣାମେଣ୍ଟରୁ ଆନ୍ତର୍ଜାତୀୟ ସର୍କିଟ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଆଣ୍ଠୁ ଅସ୍ତ୍ରୋପଚାର ପରେ ପ୍ରତ୍ୟାବର୍ତ୍ତନ କରିଥିବା ମୁରେ ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରୁ ପ୍ରତ୍ୟାବର୍ତ୍ତନ […]
ଆସାମ ସରକାର ପଞ୍ଚାୟତ ମୁଖ୍ୟ ତଥା ସରପଞ୍ଚ ହେବା ପାଇଁ ନିମ୍ନତମ ବୟସ ସୀମା ପରିବର୍ତ୍ତନ କରିଛନ୍ତି। ବୟସ ସୀମା ୩୫ ବର୍ଷରୁ ୨୫ ବର୍ଷକୁ ଖସାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରେ ସୋମବାର ଦିନ ହୋଇଥିବା […]
କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଚାଲିଥିବା କ୍ଷମତା ଯୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ୍କୋର୍ଟଙ୍କ ନୋଟିସ୍ ମିଳିଛି। ମଙ୍ଗଳବାର କୋର୍ଟ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀଙ୍କୁ ନୋଟିସ୍ ଜାରି କରିଛନ୍ତି। ଲ୍ୟୁଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ଏବଂ ନାରାୟଣସାମୀଙ୍କ ମଧ୍ୟରେ ଚାଲିଥିବା ବିବାଦ ନେଇ ଏହି ନୋଟିସ୍ […]
ଭଦ୍ରକରେ ଥବା ଆରଏମସି ମାର୍କେଟ କମ୍ପ୍ଲେକ୍ସର ବ୍ଲିଚିଂ ଥିବା ତିନୋଟି ରୁମରେ ବିସ୍ଫୋରଣ ଘଟିଛି। ଉକ୍ତ ସ୍ଥାନରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ସେଠାରେ ଥିବା ତିନୋଟି ରୁମରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ହୋଇଥିବା ରୁମରେ ୧୩୦ଟନ ବ୍ଲିଚିଂ […]