ସୁପ୍ରିମ୍କୋର୍ଟ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ଙ୍କ ବିଦେଶ ଗସ୍ତ ଆବେଦନ କରି ଡିପୋଜିଟ୍ କରିଥିବା ୧୦ କୋଟି ଟଙ୍କା ଫେରାଇବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଆଇଏନ୍ଏକ୍ସ ମିଡିଆ ଏବଂ ଏୟାରସେଲ ମାକ୍ସିସ୍ ମାମଲାରେ ଅଭିଯୁକ୍ତ କାର୍ତ୍ତି କୋର୍ଟର ରେଜିଷ୍ଟ୍ରିରେ ଏହି ପରିମାଣର […]
ବହୁ ଚର୍ଚ୍ଚିତ ମନି ଲଣ୍ଡରିଙ୍ଗ ମାମଲାରେ ଫସି ଥିବା ରର୍ବଟ ଭଦ୍ରାଙ୍କ ବିଦେଶ ଯାତ୍ରାକୁ ଅଦାଲତ ରଦ୍ଦ କରିଦେଇଛନ୍ତି। ଏହି ସମୟରେ ସେ ବିଦେଶ ଯିବାକୁ ଦିଲ୍ଲୀର ଏକ ଅଦାଲତ ନିକଟରେ ନିବେଦନ କରିଛନ୍ତି। ତାଙ୍କ ଖାଦ୍ୟ ନଳୀର ନିମ୍ନ ଭାଗରେ […]
ବିଜେପିର ବରିଷ୍ଠ ନେତା ପେମା ଖାଣ୍ଡୁ ବୁଧବାର ଦିନ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବିଗ୍ରେଡିୟର୍ ବି ଡି ମିଶ୍ରାଙ୍କ ଦ୍ବାରା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପେମାଙ୍କ ସମେତ ମନ୍ତ୍ରିମଣ୍ଡଳର ୧୧ଜଣ […]
ଏଫଆଇଏଚ୍ର ହକି ସିରିଜ୍ ଫାଇନାଲ୍ସ ପାଇଁ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି। ଭାରତ ଏହି ୧୮ ଜଣିଆ ଦଳରେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଲିଲିମା ମିଞ୍ଜ, ସୁନୀତା ଲାକ୍ରା ଓ ଦୀପ ଗ୍ରେସ ଏକ୍କା। ହକି […]
୨୦୦୫ରେ ଆସିଥିବା ଅଭିଷେକ ବଚ୍ଚନ ଓ ରାଣୀ ମୁର୍ଖାଜୀଙ୍କ ଫିଲ୍ମ ’ବଣ୍ଟି ଔର ବବ୍ଲି’ର ସିକ୍ବେଲ୍ ଆସିବାକୁ ରହିଛି। ୧୪ ବର୍ଷ ପୂର୍ବେ ଏହି ଫିଲ୍ମଟି ବକ୍ସ ଅଫିସ୍ରେ ବେଶ୍ ଚହଳ ସୃଷ୍ଟି କରିଥିଲେ। ଏହି ଫିଲ୍ମରେ ଏକ ଆଇଟମ୍ ସଙ୍ଗ […]
ଚଳିତ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଏହାର ସମସ୍ତ ଦୋଷକୁ ଗ୍ରହଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି। ସେଥିପାଇଁ ନିଜ ପଦବୀରୁ ଇସ୍ତଫା ଦେବାକୁ ଅଡ଼ି ବସିଛନ୍ତି। ଏପଟେ ତାଙ୍କୁ ବୁଝାଇବାରେ ଲାଗିଛନ୍ତି ସମସ୍ତ କଂଗ୍ରେସ କର୍ମୀ। ଆଜି ରାହୁଲଙ୍କୁ […]
ଆସନ୍ତା କାଲି ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ ଦିଆଯିବା ସହିତ ବହୁ ରାଜେନୖତିକ ବ୍ୟକ୍ତିବିଶେଷ ତଥା କଳାକାରମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଚଳିତ ଥରର ଅତିଥିଙ୍କ ଭିତରେ ରହିଛନ୍ତି ବିମ୍ଷ୍ଟେକ୍ର ରାଷ୍ଟ୍ରାଧ୍ୟକ୍ଷପ୍ରମୁଖ। ତେବେ ଏହି ଉତ୍ସବକୁ ଗତ […]
ଆସନ୍ତାକାଲି ମୋଦି ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ନେବେ। ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ବାଦ ପଡ଼ିବ! ତେବେ ଏହା ମଧ୍ୟରେ ଚର୍ଚ୍ଚାକୁ ଆସିଛି ଜେଟ୍ଲୀଙ୍କ ଚିଠି। […]
ଲୋକସଭା ନିର୍ବାଚନ ବିଜେପିର ବୃହତ୍ ବିଜୟ ପରେ ଟାଇମ୍ ପ୍ରତିକା ନିଜର ମତ ବଦଳାଇଛି । ଦେଶରେ ଚାରିଆଡେ ମୋଦି ଲହରର ପ୍ରବାହକୁ ଦେଖି ମୋଦିଙ୍କୁ ଉଚ୍ଛ୍ବସିତ ପ୍ରଶଂସା କରି ‘ମୋଦି ଭାରତକୁ ଏକଜୁଟ୍ କରି ବାନ୍ଧି ରଖିବାରେ ସଫଳ ପ୍ରଧାନମନ୍ତ୍ରୀ’ […]
ମଇ ୩୦ ତାରିଖ ଅର୍ଥାତ୍ ଆସନ୍ତା କାଲି ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନେବେ ଶପଥ। ଏଥିପାଇଁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି। ମୋଦୀଙ୍କ ଶପଥ ଗ୍ରହଣ ସାମରୋହରେ ବିମସଟେକର ରାଷ୍ଟ୍ରଧ୍ୟକ୍ଷ ମାନେ ଯୋଗଦେବେ। ସେହିପରି ବିଭିନ୍ନ […]
ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଥରେ ରାଜ୍ୟରେ ପଞ୍ଚମ ଥର ପାଇଁ ସରକାର ଗଠନ କରିଛନ୍ତି। ଆଜି ନବୀନ ପଟ୍ଟନାୟକ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପଞ୍ଚମଥର ପାଇଁ ନବୀନଙ୍କ ମହାଭିଷେକକୁ ନେଇ ଟୁଇଟ୍ କରି ଶୁଭେଚ୍ଛା […]
ମିଠୁ ମାମଲାରେ ଛନ୍ଦି ହୋଇପଡ଼ିଥିବା ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ୍ଙ୍କୁ ସଙ୍ଗୀତଭିତ୍ତିକ ରିଅଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍’ର ସିଜିନ୍ ୧୦ର ବିଚାରକ ପଦରୁ ବାହାର ହେବାକୁ ପଡ଼ିଥିଲା। ତେବେ ମିଳିଥିବା ସୂଚନା ଅନୁସାରେ ଅନୁ ପୁଣି ଥରେ ଇଣ୍ଡିଆନ୍ ଆଇଡଲର […]
ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସ୍ବଚ୍ଛ ନିର୍ମଳ ଭାବ ମୂର୍ତ୍ତି ଦ୍ବାରା ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିବା ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ପୁଣି ଥରେ ବହୁମତ ଦେଇ ଜୟଯୁକ୍ତ କରିଛନ୍ତି। ଆଜି ବୁଧବାର […]
ଇଡି ରର୍ବଟ ଭଦ୍ରାଙ୍କୁ ଗୁରୁବାର ବା ଆସନ୍ତାକାଲି ହାଜର ହେବା ପାଇଁ ସମନ ଜାରି କରିଛି। ତାଙ୍କ ବେନାମୀ ସମ୍ପତ୍ତିର ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି। ଦୁବାଇର ୧୪କୋଟିର ଭିଲା ଏବଂ ଲଣ୍ଡନରେ ଏକ ପ୍ଲଟ, ଯାହାର ଦାମ ଆନୁମାନିକ ୨୬କୋଟି […]
ବିଜେପିରେ ଐତିହାସିକ ବିଜୟ ପରେ ଶପଥ ଗ୍ରହଣ ଉତ୍ସବକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଏହି ଶପଥ ଗ୍ରହଣ ଉତ୍ସବକୁ ଏଥର ବିମ୍ସଟେକର ଦେଶ ଅର୍ଥାତ ନେପାଳ, ଭୂଟାନ, ମିଆଁମାର,ଶ୍ରୀଲଙ୍କା ଓ ଥାଇଲାଣ୍ଡର ରାଷ୍ଟ୍ରାଧ୍ୟକ୍ଷଙ୍କୁ ଆମନ୍ତ୍ରିତ କରାଯାଇଛି। ଏହା ସହିତ ଅଭିନେତାରୁ ରାଜନେତା […]
ପର୍ବତାରୋହୀ କଳ୍ପନା ଦାସଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଏଭରେଷ୍ଟ ବେସ୍ କ୍ୟାମ୍ପ୍-୪କୁ ତାଙ୍କର ମୃତଦେହ ଅଣାଯାଇଛି। ନେପାଳୀ ଶେର୍ପା ମୃତଦେହ ଠାବ କରି ବେସ୍ କ୍ୟାମ୍ପକୁ ଆଣିଛନ୍ତି। ସେଠାରୁ କଳ୍ପନାଙ୍କ ମୃତଦେହ କାଠମାଣ୍ଡୁ ପଠାଯିବ।ଏହା ପରେ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯିବ ବୋଲି […]
ମେ ୨୯ ଅର୍ଥାତ ଆସନ୍ତକାଲିଠାରୁ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ରାଜ୍ୟର ଶାସନ ଭାର ସମ୍ଭାଳିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା କାଲି ପ୍ରଦର୍ଶନୀ ପଡ଼ିଆରେ ନବୀନ ତାଙ୍କ ମନ୍ତ୍ରିମଣ୍ଡଳ ସହ ଶପଥ ଗ୍ରହଣ କରିବେ। ତେବେ ଶପଥ […]
ସମୀକ୍ଷା ବ୍ୟୁରୋ ଭାରତର ପ୍ରତିଷ୍ଠିତ ବୀମା କଂପାନୀ ଜୀବନ ବୀମା ନିଗମ ତରଫରୁ 8 ହଜାର 5ଶହ 81 ଟି ଏଡିଓ ବା Apprentice Development Officer ପଦବୀ ପାଇଁ ଆବେଦନ ପତ୍ର ଆହ୍ବାନ କରାଯାଉଛି। ଏଥିପାଇଁ ଆବେଦନକାରୀମାନେ କଣ କରିବେ […]
ୟଶ୍ ଷ୍ଟାର୍ର୍ ଫିଲ୍ମ ‘କେଜିଏଫ୍ ଚ୍ୟାପ୍ଟର୧’ ସୁପରହିଟ୍ ହେବା ପରେ ଏହାର ସିକ୍ବେଲ୍କୁ ଚର୍ଚ୍ଚା ଚାଲିଛି । ଏହି ଫିଲ୍ମର ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ ନଜର ଆସିବେ । ଏଥିରେ ରବୀନା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ […]
ଭୁବନେଶ୍ବର-କଟକ ରାସ୍ତାର ଫ୍ଲାଇଓଭର ବ୍ରିଜରେ ୫ଟି ବ୍ଲାକସ୍ପଟ ଚିହ୍ନଟ ହୋଇଛି । ଏସବୁ ସ୍ଥାନରେ ବେଗ ରୋକିବ କମିସନରେଟ ପୋଲିସ । ଚିହ୍ନିତ ହୋଇଥିବା ବ୍ଲାକ୍ସ୍ପଟ ସ୍ଥାନଗୁଡ଼ିକ ମଧ୍ୟରେ ରହିଛି – ଭୁବନେଶ୍ୱରରୁ ଖୋର୍ଦ୍ଧା ରାସ୍ତାର ବାଟଭୁଆସୁଣୀ, ଖଣ୍ଡଗିରି ନିକଟ ଆଇଗିଣିଆ, […]
ଚଳିତ ନିର୍ବାଚନରେ ବିଜେପିର ଅପୂର୍ବ ସଫଳତା ପରେ ଏବେ ବିଜେପିର ଅଧ୍ୟକ୍ଷ କିଏ ହେବ, ତାହାକୁ ନେଇ ଚର୍ଚ୍ଚା ଚାଲିଛି। ବିଜେପିର ଚାଣକ୍ୟ ଭାବେ ଅମିତ୍ ଶାହା ଚଳିତ ଥର ଗାନ୍ଧିନଗରର ଆସନରୁ ନିର୍ବାଚନ ଲଢି ଜୟଯୁକ୍ତ ହୋଇଛନ୍ତି। ବିଜେପିର ଅଧ୍ୟକ୍ଷ […]