ଆସନ୍ତା କାଲି ପ୍ରକାଶ ପାଇବ ଚଳିତ ମାଟ୍ରିକ ପରୀକ୍ଷା ରେଜଲ୍ଟ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଜାହାନଆରା ବେଗମ ସୂଚନା ଦେଇଛନ୍ତି। ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ଥର ୫ ଲକ୍ଷ ୮୭ ହଜାର […]
ମଧ୍ୟପ୍ରଦେଶରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ସୋମବାର ରାଜ୍ୟପାଳଙ୍କୁ ପତ୍ର ଲେଖିଛି ବିଜେପି। ଏକ୍ସିଟ୍ ପୋଲ୍ ରିପୋର୍ଟରେ ବିଜେପିକୁ ସଂଖ୍ୟା ଗରିଷ୍ଠତାର ରିପୋର୍ଟ ମିଳିବା ପରେ କମଳନାଥ ସରକାରକୁ ଆକ୍ରମଣ ଆରମ୍ଭ କରିଛି ବିଜେପି। ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା […]
ରବିବାର ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ର ତଥ୍ୟକୁ ନେଇ ମତାମତ ରଖିଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ। ଏକଜିଟ୍ ପୋଲ୍ ବାସ୍ତବିକ୍ ପରିଣାମ ନୁହେଁ ବୋଲି କହିଛନ୍ତି ନାଇଡୁ। ୧୯୯୯ରୁ ଆସିଥିବା ଏକ୍ଜିଟ୍ ପୋଲ ଅଧିକତର ଭୁଲ ହୋଇଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। […]
ଚଳିତ ଲୋକସଭା ନିର୍ବାଚନ ସରିଯାଇଥିବାବେଳେ ଏବେ କେବଳ ଅପେକ୍ଷା ମେ ୨୩ ତାରିଖକୁ। ଦେଶରେ ସରକାର ଗଠନ କରିବା ନେଇ ଚାଲିଛି କଳ୍ପନାଜଳ୍ପନା। ୨୦୧୪ରେ ପୂର୍ଣ୍ଣ ବହୁମତ ନେଇ ସରକାର ଗଠନ କରିଥିବା ଏନଡିଏ୍ ସରକାର ପୁଣିଥରେ ସରକାର ଗଠନ କରିବା […]
ଚଳିତ ବର୍ଷର ଏଗଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏଥିରେ ଏନ୍ଡିଏ ମେଣ୍ଟକୁ ବହୁମତ ମିଳିଛି । ମାତ୍ର ବିଜେପିର ଅନ୍ୟତମ ସହଯୋଗୀ ଦଳ ଏଆଇଡିଏମ୍କେ ପକ୍ଷରୁ ଏହି ସମସ୍ତ ଏଗଜିଟ୍ ପୋଲ୍ ରିପୋର୍ଟକୁ ଏକ ମିଥ୍ୟା ବୋଲି କୁହାଯାଇଛି […]
ପୂର୍ବତନ କୋଲକାତା କମିଶନର ରାଜୀବ କୁମାର ନିଜର ଗିରଫଦାରୀ ଏଡାଇବା ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଶାରଦା ଚିଟ୍ଫଣ୍ଡ ମାମଲାରେ ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରିବାର ସମ୍ଭାବନା ରହିଛି। ବର୍ତ୍ତମାନ କୋଲକାତାରେ ଆଇନଜୀବିଙ୍କ ଆନ୍ଦୋଳନ ବର୍ତ୍ତମାନ ନ୍ୟାୟାଳୟ ବନ୍ଦ ରହୁଥିବାରୁ […]
ଆଲ୍ଫାବେଟ୍ ଆଇଏନ୍ସିର ଗୁଗୁଲ୍ ହୁଆଓ୍ବେ ସହିତ ବ୍ୟବସାୟ ବନ୍ଦ କରିବାର ନିଷ୍ପତ୍ତି ନେଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୁଆଓ୍ବେକୁ ବିରୋଧ କରିବାରୁ ଏହି ନିଷ୍ପତ୍ତି ନେଇଛି ଗୁଗୁଲ୍ । ଚୀନ୍ ବୈଷୟିକ ଶିଳ୍ପ ପାଇଁ ଏହା ଏକ ବୃହତ […]
୨୦୧୯ ନିର୍ବାଚନ ପାଇଁ ଗତକାଲି ମତଦାନ ସରିଯାଇଥିବା ବେଳେ ଆସନ୍ତା ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ହେଲେ ତା’ପୂର୍ବରୁ ଏକ୍ସିଟ୍ ପୋଲ୍ ଆକଳନକୁ ନେଇ ଭିନ୍ନ ଭିନ୍ନ ଫଳାଫଳ ଆସୁଛି। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ […]
ଇସ୍ଲାମିକ୍ ଷ୍ଟେଟ୍ର ଆତଙ୍କବାଦୀମାନେ ଏକ ଜେଲ୍ରେ ବର୍ବର ହିଂସାକାଣ୍ଡ ଘଟାଇଛନ୍ତି। ରବିବାର ଆତଙ୍କୀ ମାନେ ଜେଲ୍ର ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ୩୨ ଜଣଙ୍କୁ ହତ୍ୟା କରିଛନ୍ତି। ସୋମବାର ଆଇନ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ୩ ଜେଲ ସୁରକ୍ଷା କର୍ମୀଙ୍କ […]
ନାଥୁରାମ ଗଡ୍ସେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା କମଲ ହାସନଙ୍କୁ ମାଡ୍ରାସ୍ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଗଡ୍ସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିବା ପରେ କମଲ ହାସନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । […]
ରବିବାର ରାତିରେ ବ୍ରାଜିଲ୍ରେ ଏକ ବାର୍ରେ ଗୁଳିକାଣ୍ଡ ଘଟି ୧୧ ଜଣଙ୍କର ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ୫ ଜଣ ପୁରୁଷ ରହିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଭାବରେ ଆହତ […]
ଦେଶରେ ସପ୍ତଦଶ ଲୋକସଭାର ନିର୍ବାଚନ ସରିଯାଇଛି। ଏବେ ମେ ୨୩କୁ ଅପେକ୍ଷା। ସରକାର ଗଢିବା ନେଇ ଏବେ ଚାଲିଛି କଳ୍ପନାଜଳ୍ପନା। ଯଦିଓ ଏକ୍ଜିଟ୍ ପୋଲ୍ ଏନ୍ଡିଏକୁ ବହୁମତ ଦେଇ ପୁନଃସରକାର ଗଠନ କରିବା ନେଇ ମତ ଦେଇଛି, ତେବେ ଅସଲ କଥା […]
କୃଷ୍ଣସାର ମୃଗ ହତ୍ୟା ମାମଲାରେ ରାଜସ୍ଥାନ ହାଇକୋର୍ଟ ସୈଫ୍ ଅଲ୍ଲୀ ଖାନ୍, ସୋନାଲି ବେନ୍ଦ୍ରେଙ୍କ ସମେତ ୫ ଜଣଙ୍କୁ ନୂତନ ନୋଟିସ୍ ଜାରି କରିଛି। କୋର୍ଟ ସୈଫ୍ ଏବଂ ସୋନାଲିଙ୍କ ବ୍ୟତୀତ ନୀଲମ, ତବୁ ଏବଂ ଦୁଷ୍ୟନ୍ତ ସିଂଙ୍କୁ ନୋଟିସ୍ ଜାରି […]
ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ଏବଂ ନଭଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ବୟାନ ଦେଇଛନ୍ତି ବିଜେପି ନେତା ଅନୀଲ ଭିଜ । ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଭିଜ କହିଛନ୍ତି ସିଦ୍ଧୁ ଏପରି ଜଣେ ନେତା ଯିଏକି ସମସ୍ତ […]
ଭାରତୀୟ ନିର୍ବାଚନର ଫଳାଫଳ ପୂର୍ବାନୂମାନ (ଏକ୍ସିଟ୍ ପୋଲ୍)ର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି। ଏକ୍ସିଟ୍ ପୋଲ୍ ରିପୋର୍ଟରେ ଏନ୍ଡିଏକୁ ବହୁମତ ମିଳିବା ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି। ସେନ୍ସେକ୍ସରେ ୯୦୦ ପଏଣ୍ଟର ବୃଦ୍ଧି ଦେଖିବାକୁ ମିଳିଥିବା […]
ପଶ୍ଚିମବଙ୍ଗର କିଛି ବୁଥ୍ରେ ପୁନର୍ବାର ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସର ନେତା ମାନେ ହିଂସାତ୍ମକ ରାସ୍ତା ଆପଣାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ସଶସ୍ତ୍ର ସୁରକ୍ଷା ବଳଙ୍କୁ ବିଜେପି ନିଜର ରାଜନୈତିକ ସୁରକ୍ଷା ପାଇଁ ବ୍ୟବହାର କରୁଛି ବୋଲି ତୃଣମୂଳ ପକ୍ଷରୁ […]
ବଲିଉଡରେ ଏବେ ଷ୍ଟାର କିଡ୍ସମାନେ ଡେବ୍ୟୁ କରିଛନ୍ତି । ’ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍’ ଜରିଆରେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡ ବଲିଉଡ୍ ଏଣ୍ଟ୍ରି କରିଥିବାବେଳେ ’ନୋଟ୍ବୁକ୍’ ଜରିଆରେ ମନୀଷ୍ ବହଲ୍ଙ୍କ ଝିଅ ତଥା ନୂତନଙ୍କ ନାତୁଣୀ ପ୍ରନୂତନ ବହଲ୍ […]
ଶ୍ରୀଲଙ୍କା ଗସ୍ତ ପାଇଁ ଭାରତ ‘ଏ’ ଟିମ୍ ଘୋଷଣା କରାଯାଇଛି । ଏହି ଘୋଷଣା ପରେ ବିଦର୍ଭ ଅଧିନାୟକ ତଥା ଓପ୍ନର ଫୈଜ୍ ଫଜଲ ଚୟନକର୍ତ୍ତାଙ୍କୁ କଟାକ୍ଷ କରି ଏକ ଟ୍ବିଟ୍ କରିଛନ୍ତି । କାହାରି ନାମ ନନେଇ ଏକ ଟ୍ବିଟ୍ […]
ଶେଷ ହୋଇଛି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ଇଭିଏମ୍ରେ ସିଲ୍ ହୋଇଛି ଦେଶର ସବୁ ରାଜନେତାଙ୍କ ଭାଗ୍ୟ । ଚଳିତ ଲୋକସଭା ନିର୍ବାଚନରେ ୭ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଯାଇଛି । । ୧୭ତମ ଲୋକସଭା ନିର୍ବାଚନରେ ଚଳିତଥର ବହୁ […]
ଚଳିତ ଲୋକସଭା ନିର୍ବାଚନରେ ପଞ୍ଜାବଠାରେ କଂଗ୍ରେସର ଟକ୍କର ବିଜେପି-ଅକାଳୀ ଦଳ ସହ ହେଉଛି । ପଞ୍ଜାବରେ କଂଗ୍ରେସ ନିଜ ଭିତରେ ଲଢେଇ କରୁଥିବାର ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ […]
ଇଭିଏମ୍ ଏବଂ ପୋଷ୍ଟାଲ ବାଲାଟ ଗଣତି ଏକା ସାଙ୍ଗରେ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଚିଠି ଜରିଆରେ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି […]