ଇଣ୍ଟରନେଟ୍ ସେନ୍ସେସନ୍ ପ୍ରିୟା ପ୍ରକାଶ ଓ୍ବାରିୟର୍ ନିଜର ଦ୍ବିତୀୟ ବଳିଉଡ୍ ଫିଲ୍ମ ସାଇନ୍ କରିଛନ୍ତି। ମାଲାୟଲମ୍ ଫିଲ୍ମ ଓରୁ ଆଡାର ଲଭ୍ର ଏକ ଗୀତ ପାଇଁ ରାତାରାତି ଭାରତରେ ପ୍ରସିଦ୍ଧ ହୋଇଥିବା ଓ୍ବାରିୟର ନିକଟରେ ଲଭ୍ ହ୍ୟାକର୍ ନାମକ ଏକ ଫିଲ୍ମ […]
ବଲିଉଡ୍ ସୁଲତାନ୍ ସବୁବେଳେ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥା’ନ୍ତି। ନିକଟରେ ତାଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ ’ଭାରତ’ର ଟ୍ରେଲର୍ ରିଲିଜ୍ ହୋଇଛି। ଫିଲ୍ମଟି ଇଦ୍ ଅବସରରେ ରିଲିଜ୍ ହେବ। ତେବେ ଭାଇଜାନ୍ ତାଙ୍କର ଆଉ ଏକ ଫିଲ୍ମର ଶୁଟିଂର ବ୍ୟସ୍ତ ରହିଛନ୍ତି। […]
ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜାମିନ ମିଳିଛି। ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟ ମହାରଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମହାରଥୀଙ୍କ ଗେଷ୍ଟ ହାଉସ୍ରେ ରେଡ୍ କରୁଥିବା ସମୟରେ ମାଜିଷ୍ଟ୍ରେଟ୍ଙ୍କୁ ମାଡ ଅଭିଯୋଗରେ ଗିରଫ ହୋଇଥିବା ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି […]
ପ୍ରଥମ ମହିଳା ଅମ୍ପାୟାର ଭାବରେ ଇତିହାସ ରଚିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆର କ୍ଲେରୀ ପୋଲୋସାକ୍। ପ୍ରଥମ ମହିଳା କ୍ରିକେଟର ଭାବରେ ପୁରୁଷ କ୍ରିକେଟ ମ୍ୟାଚ୍ରେ ଅମ୍ପାୟାରିଂ କରିବାକୁ ଯାଉଛନ୍ତି କ୍ଲେରୀ। ବର୍ତ୍ତମାନ ସୁଦ୍ଧା ୧୫ ଟି ମହିଳା ଆନ୍ତର୍ଜାତୀୟ ମ୍ୟାଚ୍ରେ ଅମ୍ପାୟାର ରହିଥିବା […]
ବିନା ଅନୁମତିରେ ଏକ ନିର୍ବାଚନୀ ରାଲି କରିଥିବାରୁ କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ୍। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗମ୍ଭୀରଙ୍କ ବିପକ୍ଷରେ ଏହି ମାମଲା ରୁଜୁ କରା ଯାଇଥିବା ଦିଲ୍ଲୀ ପୋଲିସ୍ […]
ପୋଲିଓ କର୍ମୀଙ୍କ ଉପରେ ବର୍ଦ୍ଧିତ ଆକ୍ରମଣ କାରଣରୁ ପୋଲିଓ ମିଶନ ବନ୍ଦ କରିଛି ପାକିସ୍ତାନ। ବିଗତ ୭ ବର୍ଷ ମଧ୍ୟରେ ଟୀକାକରଣ ନିମନ୍ତେ ଆସୁଥିବା ୬୮ କର୍ମୀଙ୍କ ପ୍ରାଣହାନି ପରେ ପାକିସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୨୦୧୨ପରଠାରୁ ଦେଶର ବିଭିନ୍ନ […]
ଆସନ୍ତା ୨୯ ତାରିଖରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ଏହି ନିର୍ବାଚନକୁ ଆଖିଆଗରେ ରଖି ବିଜେପି ଓଡ଼ିଶାରେ ତା’ର ନିର୍ବାଚନୀ ପ୍ରଚାର ପୂରା ଜୋର୍ସୋର୍ରେ କରି ଚାଲିଛି। ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓଡ଼ିଶାଗସ୍ତ […]
ଆଇଏସ୍ଏସ୍ଏଫ୍ ସ୍ବର୍ଣ୍ଣ ପଦକ ସହିତ ଅଲମ୍ପିକ୍ସ ଯୋଗ୍ୟତା ହାସଲରେ ସଫଳ ହୋଇଛନ୍ତି ଭାରତୀୟ ସୁଟର୍ ଅଭିଷେକ ବର୍ମା। ଶନିବାର ୧୦ ମି. ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହିତ ପଞ୍ଚମ ଭାରତୀୟ ଭାବରେ ଟୋକିଓ ପାଇଁ ନିଜର […]
ଅଭିନେତାରୁ ରାଜନେତା ବନିଥିବା ଶତ୍ରୁଘ୍ନ ସିହ୍ନା ମହମ୍ମଦ ଅଲ୍କୀ ଜିନ୍ନାଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଏହି ନେତା କଂଗ୍ରେସ ଦଳକୁ ପ୍ରଶଂସା କରିବା ସମୟରେ ଏପରି ମନ୍ତବ୍ୟ ଦେଇଥିଲେ। ଜିନ୍ନାଙ୍କୁ ଭାରତ ସ୍ବାଧୀନତାର ଏକ […]
କଂଗ୍ରେସର ପ୍ରଭାରୀ ପିସି ଚାକୋ ଭୋପାଳରୁ ପ୍ରାର୍ଥୀ ହୋଇଥିବା ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ସାଧ୍ବୀଙ୍କ ପରି ଅଭିଯୁକ୍ତଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଯାଇପାରିବ କିନ୍ତୁ ବିଚ୍ଛନ୍ନତାବାଦୀ ନେତା ନାଁରେ ୟାସିନ୍ ମଲିକଙ୍କୁ ବନ୍ଧୁକ ମୁନରେ ଆତ୍ମସମର୍ପଣ […]
ପାକିସ୍ତାନୀ ଭିସା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା ଚେତାବନୀ ଦେଇଛି। ଏହାକୁ ପାକିସ୍ତାନର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରାଯିବ। ଆମେରିକାର ବୈଦେଶିକ ବିଭାଗ କହିଛି କି, ପାକିସ୍ତାନରେ ଦୂତାବାସ ସମ୍ବନ୍ଧିତ କାମକାର୍ଯ୍ୟରେ ଏପର୍ଯ୍ୟନ୍ତ କୌଣସୀ ପରିବର୍ତନ ହୋଇ ନାହିଁ। […]
ରାଜ୍ୟରେ ପର୍ଯ୍ୟାୟକ୍ରମେ ମତଦାନ ଚାଲିଥିବା ବେଳେ କେତେକ ସ୍ଥାନରେ ମତଦାନ ଠିକ ଭାବେ ହୋଇପାରିନଥିଲା। ତେଣୁ ସାନି ନିର୍ବାଚନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ପର୍ଯ୍ୟାୟକ୍ରମେ ମତଦାନ ଚାଲିଛି। ବର୍ତ୍ତମାନ ଯାଏଁ ତିନୋଟି ପର୍ଯ୍ୟାୟ […]
ରାଜ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଏହି ପର୍ଯ୍ୟାୟର ୬ଟି ଲୋକସଭା ଆସନ ଉପରେ ଉଭୟ ବିଜେଡ଼ି ଓ ବିଜେପିଙ୍କ ନଜର ରହିଛି। ଏବେବି ଉଭୟ ଦଳ ପକ୍ଷରୁ ଚାଲିଛି ଆରୋପ – ପ୍ରତ୍ୟାରୋପ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ […]
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ହିନ୍ଦୁ ମୁସଲମାନକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। କେଜ୍ରିଓ୍ବାଲ କହିଛନ୍ତି, କୌଣସି ହିନ୍ଦୁ କଂଗ୍ରେସକୁ ଭୋଟ କରିବେ ନାହିଁ ମୁସଲମାନ ଭୋଟରଙ୍କୁ ନେଇ ଦ୍ବନ୍ଦ ରହିଛି। ଦିଲ୍ଲୀରେ ଉଭୟ ଦଳର […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ ‘ଅଣ ରାଜନୈତିକ’ ସାକ୍ଷାତକାର ଦେବା ପରେ ଏହାକୁ କଡା ସମାଲୋଚନା କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଆସାଉଦ୍ଦିନ ଓୱେସୀ। ମୋଦି ଅକ୍ଷୟଙ୍କ ତୁଳନାରେ ଭଲ ଅଭିନେତା ବୋଲି କହିଛନ୍ତି ଓଓ୍ବେସୀ। ଓୱେସୀ କହିଛନ୍ତି, […]
କୌଣସି ରାଜନୈତିକ ଦଳକୁ ବିଭାଜନ କରିବା ମୋର ଲକ୍ଷ୍ୟ ନୁହେଁ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରକାଶ କରିଛନ୍ତି। ବିପକ୍ଷ ରାଜନୈତିକ ଦଳକୁ ବିଭାଜନ କରିବା ବା ଅନ୍ୟ କୌଣସି ପ୍ରକାରରେ ହଇରାଣ କରିବା ମୋର ନୀତି ନୁହେଁ ବୋଲି […]
ଏୟାର ଇଣ୍ଡିଆର ସର୍ଭର ଶନିବାର ଭୋର ସକାଳୁ ଡାଉନ ହୋଇଯାଇଛି। ଏହି କାରଣରୁ ଦେଶର ହଜାର ହଜାର ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇଏ)ରେ ମଧ୍ୟ ଯାତ୍ରୀମାନେ ହନ୍ତସନ୍ତ […]
ଉପ କୂଳବର୍ତ୍ତୀ ୮ଟି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ନେଇ ଦିଆଯାଇଥିବା ସୂଚନା ଏକ ଗୁଜବ ବୋଲି ଜଣାପଡିଛି। କର୍ଣ୍ଣାଟକ ପୁଲିସକୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଜଣେ ଟ୍ରକ ଚାଳକ ସୁନ୍ଦର ମୂର୍ତ୍ତୀ ଏହି ସୂଚନା ଦେଇଥିଲେ। ଭାରତର ୮ଟି […]
ରବିବାର ଇଷ୍ଟରରେ ହୋଇଥିବା ବିସ୍ଫୋରଣର ଦାଗ ଶ୍ରୀଲଙ୍କା ବାସୀଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏକ ବିସ୍ଫୋରଣରେ ୧୫ ଜଣ ନିହତ ହୋଇଛନ୍ତି। ସୈନ୍ଥାମୁର୍ଥୁରେ ଘଟିତ ହୋଇଥିବା ଏହି ବିସ୍ଫୋରଣରେ ୧୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ […]
ବାଲେଶ୍ୱର ରେମୁଣାରେ ପରିବର୍ତନ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ପରିପ୍ରେକ୍ଷୀରେ ସେ କେନ୍ଦ୍ର ସରକାର ଏବଂ ବିଜେପିକୁ ସମାଲୋଚନା କରିଛନ୍ତି। ଏହା ସହିତ ଚଳିତ ନିର୍ବାଚନରେ କଂଗ୍ରେସର ଇସ୍ତାହାର ନ୍ୟାୟ ଦାରିଦ୍ର୍ୟ ବିପକ୍ଷରେ ଦଳର […]
ଭାରତୀୟ ୧୭ ବର୍ଷୀୟ ସୁଟର ଦିବ୍ୟାଂଶ ସିଂ ପନଓ୍ବର ଶୁକ୍ରବାର ଚତୁର୍ଥ ଭାରତୀୟ ଭାବରେ ଅଲମ୍ପିକ୍ସରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି। ରାଜସ୍ଥାନର ଏହି ୧୭ ବର୍ଷୀୟ ବାଳକ ଆଇଏସ୍ଏସ୍ଏଫ୍ ବିଶ୍ବକପ୍ରେ ରୌପ୍ୟ ପଦକ ସହିତ ଏହି କୃତିତ୍ବ ହାସଲ କରିଛନ୍ତି। […]