Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ଧାଧୁନର ତେଲୁଗୁ ରିମେକରେ ନଜର ଆସିବେ ନିତିନ୍-ନୟନତାରା
ଆଜିର ଖବର

ଅନ୍ଧାଧୁନର ତେଲୁଗୁ ରିମେକରେ ନଜର ଆସିବେ ନିତିନ୍-ନୟନତାରା

August 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହାଇଦ୍ରାବାଦ : ଜାତୀୟ ପୁରସ୍କାର ପ୍ରାପ୍ତ ତଥା ଅଭିନେତା ଆୟୁଷ୍ମାନ ଖୁରାନା, ତବୁ ଓ ରାଧିକ ଆପ୍ତେଙ୍କ ଅଭିନୀତ  ହିନ୍ଦୀ ଚଳଚିତ୍ର ଅନ୍ଧାଧୁନ୍‌ର ରିମେକ ହେଉଛି । ଏହି ରିମ୍‌ରେ ନଜର ଆସିବାକୁ ଯାଉଛନ୍ତି ତେଲୁଗୁ ସୁପରଷ୍ଟାର ନିତିନ୍ ଏବଂ ନୟନତାରା। ଏହି ରିମ୍‌କେ ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ଭୂମିକାରେ ନିତିନ୍ ନଜର ଆସିବାକୁ ଯାଉଛନ୍ତି । ତେବେ ତବୁଙ୍କ ଭୂମିକା ପାଇଁ ନୟନତାରାଙ୍କୁ ମନୋନୀତ କରାଯାଇଛି । ନୟନତାରାଙ୍କ ପକ୍ଷରୁ ସମ୍ମତି ମିଳିନଥିବା ବେଳେ ବାହୁବଲୀ ଫେମ୍ ରମ୍ୟା କ୍ରିଷ୍ଣନଙ୍କୁ ମଧ୍ୟ ଏହି ରୋଲ୍ ଅଫର୍ କରାଯାଇଛି । ନିତିନ ଏହି ଭୂମିକା ପାଇଁ ନୟନତାରାଙ୍କୁ ଅନୁରୋଧ କରିଛନ୍ତି । ତେବେ ନୟନତାରାଙ୍କ ପ୍ରତିକ୍ରିୟା ଜଣାପଡିନାହିଁ । ପ୍ରାରମ୍ଭରୁ ତବୁଙ୍କୁ ଏହି ଚରିତ୍ର ଅଫର କରାଯାଇଥିଲେ ମଧ୍ୟ ସେ ଏହି ଅଫରକୁ ମନା କରି ଦେଇଥିଲେ । ନିତିନଙ୍କ ପ୍ରଡକ୍ସନ୍ ହାଉସ୍ ଶ୍ରେଷ୍ଠ ମୁଭିଜ୍ 3.5 କୋଟି ଟଙ୍କାରେ ଫିଲ୍ମର ତେଲୁଗୁ ରାଇଟ୍ସ କିଣିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅନ୍ଧାଧୁନ୍ ଫିଲ୍ମଟି ତିନୋଟି ବର୍ଗରେ ଜାତୀୟ ପୁରସ୍କାର ହାସଲ କରିଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସ ହେପାଜତରେ ଅଭିଜିତ, ସୌରଭ ଏବଂ ଆଶୁତୋଷ: ଜାଣନ୍ତୁ ଅପଡେଟ୍

October 10, 2026

CJP ପ୍ରତିବାଦ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: ଧ୍ରୁବ ରାଠୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

October 10, 2026

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026

ଆଜି WCLରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଭାରତ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

October 10, 2026
Latest News

ପୋଲିସ ହେପାଜତରେ ଅଭିଜିତ, ସୌରଭ ଏବଂ ଆଶୁତୋଷ: ଜାଣନ୍ତୁ ଅପଡେଟ୍

October 10, 2026

CJP ପ୍ରତିବାଦ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: ଧ୍ରୁବ ରାଠୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

October 10, 2026

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026

ଦୁର୍ନୀତି ମାମଲାରେ ପିନାରାଇ ବିଜୟନ ଓ ତାଙ୍କ ଝିଅଙ୍କ ବିରୋଧରେ ଏଫ୍‌ଆଇଆର୍ ନିର୍ଦ୍ଦେଶ

October 10, 2026

ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଜେଏନ୍‌ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦ ବିମୋଲ ଆକୋଇଜାମ ଦୋଷୀ ସାବ୍ୟସ୍ତ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.