ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ଶୁକ୍ରବାର ଦିନ ତାମିଲନାଡୁର ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନ ଲଢିବାକୁ ତାଙ୍କ ଦଳ ପ୍ରସ୍ତୁତ ରହିଛି। ୨୦୦୪ ଲୋକସଭା ନିର୍ବାଚନରେ […]
ପ୍ରଥମଭାରତୀୟ ମହିଳା ବୈଜ୍ଞାନିକ ଭାବରେ ରୟାଲ ସୋସାଇଟି ଅଫ୍ ଲଣ୍ଡନ୍କୁ ମନୋନୀତ ହୋଇଛନ୍ତି ଗଗନଦୀପ କଙ୍ଗ। ଶିଶୁ ମାନଙ୍କ ପାଇଁ ଟାଇଫଏଡ୍ ଏବଂ ରୋଟା ଭାଇରସ୍ର ଟୀକା ନିର୍ମାଣରେ ଉଲ୍ଲେଖନୀୟ ସଫଳତା ପାଇଁ କଙ୍ଗଙ୍କୁ ମନୋନୀତ କରାଯାଇଛି ବୋଲି ବ୍ରିଟେନ୍ର ଏହି […]
ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ଏବଂ ବିଏସ୍ପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ଯାଦବଙ୍କ ସହିତ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ମହାମେଣ୍ଟରେ ଉଭୟ ଦଳ ଏକତ୍ର ନିର୍ବାଚନ ଲଢୁଥିବା ବେଳେ ଉତ୍ତର ପ୍ରଦେଶର ମଣିପୁରୀରେ ଏକତ୍ର […]
ପ୍ରିୟଙ୍କା ଚତୁର୍ବେଦୀ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଧିବଦ୍ଧ ଭାବରେ ଶିବସେନାରେ ଯାେଗଦେଇଛନ୍ତି । ଦଳର ପ୍ରମୁଖ ଉଦ୍ଧବ ଠାକ୍ରେଙ୍କ ଉପସ୍ଥିତିରେ ସେ ଏହି ଦଳରେ ଯୋଗ ଦେଇଛନ୍ତି । କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେବା ସହିତ ସମସ୍ତ […]
ନିର୍ବାଚନ କାର୍ଯ୍ୟରେ ଅବହେଳା ଯୋଗୁଁ ୬ ଜଣ ପୋଲିଂ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଏବଂ ଅନ୍ୟ ୩ ଜଣ ସେକ୍ଟର ଅଫିସର ରହିଛନ୍ତି। ୬୮ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ ଏବଂ […]
ହିଲିୟମ୍ ହାଇଡ୍ରାଇଡ୍ ଆୟନ ଯାହାକୁ ବିଶ୍ବର ପ୍ରଥମ କଣିକା ବୋଲି ବିବେଚନା କରାଯାଏ ମହାକାଶରେ ଏହାର ଆବିଷ୍କାର କରିଛନ୍ତି ବୈଜ୍ଞାନିକ। ନାସାର ପରୀକ୍ଷଣ ଯାନ ସୋଫିଆ ଏହି କଣିକାର ସନ୍ଧାନ କରିଛି। ପ୍ରାୟ ୧୪ ଶହ କୋଟି ବର୍ଷ ପୂର୍ବରୁ ସୃଷ୍ଟି […]
ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ମାରାଥନ ପ୍ରଚାର କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ ଯୋଗଦେଇ ଚିଲିକା କାର୍ଡ ଖେଳିଛନ୍ତି। ଚିଲିକା ଆମର ମାଆ ଏବଂ ଓଡିଶାର ଗୌରବ। […]
ବିଜେପିରେ ନୂତନ ଭାବରେ ଯୋଗ ଦେଇଥିବା ସାଧ୍ବୀ ପ୍ରଜ୍ଞା ପୂର୍ବତନ ଏଟିଏସ୍ ମୁଖ୍ୟ ହେମନ୍ତ କାର୍କାରେଙ୍କ ବିରୋଧରେ ବୟାନ ଦେଇଛନ୍ତି। ସାଧ୍ବୀ କହିଛନ୍ତି ମୋ ଅଭିଶାପରେ ଏହି ପୂର୍ବତନ ଏଟିଏସ୍ ମୁଖ୍ୟଙ୍କ ମୃତ୍ୟୁ ଘଟିଛି। ୨୬/୧୧ ଆକ୍ରମଣର ହିରୋ କାର୍କାରେ ୨୦୦୮ […]
ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ। ବୁଲନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ ସମ୍ପ୍ରଦାୟର ଯୁବକ ଜଣକ ହେଲେ ପଓ୍ବନ କୁମାର। ସେ ବହୁଜନ […]
ଶିଳ୍ପପତି ତଥା ଟାଟା ଗ୍ରୁପ୍ର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟା ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି। ନାଗପୁର ସ୍ଥିତ ଆରଏସ୍ଏସ୍ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୈଠକ ହୋଇଥିବା ବେଳେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା। ବୈଠକ ପରେ ଟାଟା […]
ବଲିଉଡ୍ ଅଭିନେତ୍ରୀ ଭୂମି ପେଡେନକର ଆଗାମୀ ଫିଲ୍ମ ‘ସାଣ୍ଡ କି ଆଁଖ’ର ସୁଟିଂ ସମୟରେ ମେକ୍ଅପ୍ ଯୋଗୁ ତାଙ୍କ ମୁହଁ ଜଳିଯାଇଥିବା ଜଣାପଡ଼ିଛି। ମୁହଁରେ ଗମ୍ଭୀର ଭାବରେ ଛାଲ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଜଳିଯାଇଥିବା ଏକ ଫଟୋକୁ ସେୟାର କରିଛନ୍ତି। ଯେଉଁଥିରେ […]
ଥାନା ମଧ୍ୟରେ ଜଣେ ଯୁବକଙ୍କୁ ଚାପୁଡା ମାରିବା ଅଭିଯୋଗରେ ତ୍ରିପୁରା କଂଗ୍ରେସ ମୁଖ୍ୟ ପ୍ରଦ୍ୟୋତ ଦେବ ବର୍ମନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୂର୍ବ ତ୍ରିପୁରାର ସାଂସଦ ପ୍ରାର୍ଥୀ ତଥା ପ୍ରଦ୍ୟୋତଙ୍କ ଭଉଣୀ ପ୍ରଜ୍ଞା ଦେବ ବର୍ମନଙ୍କ ରାଲି ଉପରେ ଆକ୍ରମଣ ଘଟଣାରେ […]
ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ବନିଥିବା ହାର୍ଦ୍ଦିକ ପଟେଲଙ୍କୁ ଏକ ନିର୍ବାଚନୀ ସଭାରେ ଆକ୍ରମଣ କରାଯାଇଛି। ଗୁଜରାତର ସୁରେନ୍ଦ୍ରେ ନଗରରେ ଏକ ଜନ ଆକ୍ରୋଶ ସଭାକୁ ସମ୍ବୋଧି୍ତ କରୁଥିବା ବେଳେ ହାର୍ଦ୍ଦିକଙ୍କ ଉପରେ ଏହି ଆକ୍ରମଣ କରାଯାଇଛି। ପ୍ରକାଶିତ ଭିଡିଓ ଅନୁଯାୟୀ […]
କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ସେକିଛି କର୍ମୀଙ୍କ ଦଳରେ ସାମିଲ ହେବା ନେଇ ନିଜର କ୍ଷୋଭ ପ୍ରକାଶ କରିଥିଲେ। ଯେଉଁ କର୍ମୀମାନେ ମୋ ସହ ର୍ଦୁବ୍ୟବହାର କରିଥିଲେ ସେମାନଙ୍କୁ ଦଳରେ ପୁଣି ସାମିଲ […]
ଜାପାନିଜ୍ କାର୍ ନିର୍ମାଣକାରୀ କମ୍ପାନୀ ଟୟୋଟା ଏବଂ ନିବେଶକ କମ୍ପାନୀ ସଫ୍ଟ ବ୍ୟାଙ୍କ ଭିଜନ୍ ଫଣ୍ଡ ଉବରରେ ୧ ବିଲିୟନ୍ ଡଲାର ନିବେଶ କରିବାକୁ ଯାଉଛନ୍ତି। ଶୁକ୍ରବାର ଟୟୋଟା ଏବଂ ୟେସ୍ ବ୍ୟାଙ୍କ ପକ୍ଷରୁ ଏହି ଚୁକ୍ତି ହୋଇଥିବା କୁହାଯାଇଥିବା ବେଳେ […]
ଜମ୍ମୁ କାଶ୍ମୀର ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ମଧ୍ୟରେ ବାଣିଜ୍ୟ ବ୍ୟବସାୟକୁ ଗୁରୁବାର ଠାରୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ନିୟନ୍ତ୍ରଣ ରେଖାରେ ଉଭୟ ଦେଶ ମଧ୍ୟରେ ଏହି ବ୍ୟବସାୟ ଚାଲୁଥିବା ବେଳେ ଏହା ଦ୍ବାରା ପଡୋଶୀ ରାଷ୍ଟ୍ର ତରଫରୁ ବେଆଇନ […]
ପରିବେଶ ପରିବର୍ତ୍ତନ ବିରୋଧରେ ପ୍ରତିବାଦ କରୁଥିବା ସମୟରେ ଲଣ୍ଡନରେ ପୋଲିସ ୪୦୦ ଜଣଙ୍କୁ ଗିରଫ କରିଛି। ଆନ୍ଦୋଳନର ନେତୃତ୍ବ ନେଉଥିବା ତିନି ଜଣ ପରିବେଶବିତ୍ଙ୍କୁ ପୋଲିସ୍ ରିମାଣ୍ଡରେ ନେଇଥିଲା। ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା […]
ଅନୁଗୁଳର ସନ୍ଥପଡାରେ ଏକ ହାତୀ ଅଭାବନୀୟ କାଣ୍ଡ ଘଟାଇଛି। ଏହି ଗାଁରେ ହାତୀଟି ପାଞ୍ଚ ଜଣଙ୍କୁ ଦଳି ମାରି ଦେଇଛି। ଏଥିରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଥିବା ଜଣାପଡ଼ିଛି। ପୋଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଁଚି ତଦନ୍ତ […]
ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ସହ ନେତାଙ୍କ ବିବାଦୀୟ ବୟାନବାଜି ମଧ୍ୟ ଜାରି ରହିଛି। ନିର୍ବାଚନ କମିଶନଙ୍କ କଡା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ମଧ୍ୟ ଆରୋପ ପ୍ରତ୍ୟାରୋପର ରାଜନୀତି ଥମିବାର ନାଁ ଧରୁନାହିଁ। କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ପୁଣି ଥରେ […]
ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଏକ ପ୍ରେସ୍ମିଟ୍ରେ ଘୋଷଣା କରିଛନ୍ତି। ଅତାବିରାର ବୁଥ୍-୨୩୫ ଓ ବରଗଡ଼ର ବୁଥ୍-୬୮ରେ ଇଭିଏମ୍ରେ ତ୍ରୁଟି […]
ପ୍ରଚାର ମଇଦାନରେ ନବୀନ କେନ୍ଦ୍ର ଉପରେ ବରଷୁଥିବାବେଳେ ବାଙ୍କୀ – ବଡ଼ମ୍ବାରେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ନବୀନ। ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମୋଦିଙ୍କ ଡବଲ୍ ଇଞ୍ଜିନ୍କୁ ସମାଲୋଚନା କରିଛନ୍ତି। ନବୀନ କହିଛନ୍ତି, “ବିଜେପିର ବଡ […]