କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ନାମାଙ୍କନକୁ ନେଇ ପୁଣି ବିବାଦ ଦେଖାଯାଇଛି । ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ଆମେଥିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଗତ ଗୁରୁବାର ସ୍ମୃତିଙ୍କ ନାମାଙ୍କନ ପତ୍ର […]
ସେନାର ରାଜନୀତିକରଣ ହେଉଥିବା ନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି ସେନାର ବରିଷ୍ଠ ଏବଂ ଅବସରପ୍ରାପ୍ତ କର୍ମଚାରୀ। ରାମନାଥ କୋବିନ୍ଦଙ୍କୁ ଲେଖାଯାଇଥିବା ଏହି ପତ୍ରରେ ୮ ଜଣ ପୂର୍ବତନ ସେନାମୁଖ୍ୟଙ୍କ ଦସ୍ତଖତ ମଧ୍ୟ ରହିଛି। ଚଳିତ ଲୋକସଭା ନିର୍ବାଚନରେ ସେନାକୁ ରାଜନୈତିକ ଦଳମାନେ […]
ଚତୁର୍ଥ ରାଷ୍ଟ୍ର ଭାବରେ ଚନ୍ଦ୍ରରେ ନିଜର ମହାକାଶ ଯାନ ପହଞ୍ଚାଇବାର ପ୍ରୟାସ କରୁଥିବା ଇସ୍ରାଏଲ୍କୁ ବିଫଳତାର ସମ୍ନା କରିବାକୁ ପଡିଛି। ଏହାର ମହାକାଶ ଯାନ ବିଅର୍ସିଟ୍ ଚନ୍ଦ୍ରରେ ଧ୍ବଂସ ହୋଇଯାଇଛି। ମୁଖ୍ୟ ଇଞ୍ଜିନ୍ର ବିଫଳତା ଯୋଗୁଁ ଏହି ମହାକାଶ ଯାନଟି ଧ୍ବଂସ […]
ଇସ୍ଲାମିକ୍ ଷ୍ଟେଟ୍ର ୧୨ ଜଣ ଆତଙ୍କୀଙ୍କୁ ନିପାତ କରିଛି ଇରାକୀ ସେନା। ଇରାକ୍ର ହିମ୍ରିନ୍ ପାର୍ବତ୍ୟାଞ୍ଚଳରେ ଇରାକୀ ସେନା ଦ୍ବାରା ଏହି ଅପରେସନ୍ ଆରମ୍ଭ କରାଯାଇଥିଲା। ଇରାକର ସଲାହୁଦ୍ଦିନ୍ ଏବଂ ଦିୟାଲା ଅଞ୍ଚଳରେ କିଛି ଗ୍ରାମକୁ ମଧ୍ୟ ଏହି ଆକ୍ରମଣ ପାଇଁ […]
ଭୋଟର ମାନଙ୍କୁ ବିଭ୍ରାନ୍ତ କରିବା ପାଇଁ କିଛି ବିଜେପି ସମର୍ଥକ ବଲିଉଡ୍ର ସେଲିବ୍ରିଟି ଯୋଡି ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଏକ ଫଟୋକୁୁ ଫଟୋଶ୍ପ୍ ନିର୍ବାଚନ ପ୍ରଚାରରେ ବ୍ୟବହାର କରିଛନ୍ତି। ପ୍ରକାଶିତ ଫଟୋରେ ଉଭୟ ‘ବିଜେପିକୁ ଭୋଟ ଦିଅନ୍ତୁ’ ସ୍ଲୋଗାନ […]
ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ସିଦ୍ଧୁ କହିଛନ୍ତି ମୋଦି ଦ୍ବିତୀୟ ଥର କ୍ଷମତାକୁ ଆସିଲେ ଦେଶ ଧ୍ବଂସ ହୋଇଯିବ। ସେ ଆହୁରି ମଧ୍ୟ କହିଛନ୍ତି, ‘ଚୀନ୍ ସମୁଦ୍ର ତଳେ ମେଟ୍ରୋ ଟ୍ରେନ୍ […]
ଶୁକ୍ରବାର ସୁପ୍ରିମ୍କୋର୍ଟ ଏକ ଏତିହାସିକ ରାୟ ପ୍ରଦାନ କରିଛନ୍ତି। ସୁପ୍ରିମ୍କୋର୍ଟ କହିଛନ୍ତି ରାଜନୈତିକ ଦଳ ମାନେ କଉଁଠାରୁ ନିଜର ଚାନ୍ଦା ସଂଗ୍ରହ କରୁଛନ୍ତି ଏହା ଜାଣିବାର ଅଧିକାର ସାଧାରଣ ଭୋଟରଙ୍କ ରହିଛି। ତେଣୁ ପ୍ରତ୍ୟେକ ରାଜନୈତିକ ଦଳ ନିଜର ଚାନ୍ଦା ସମ୍ପର୍କରେ […]
ପାକିସ୍ତାନରେ ଏକ ଶକ୍ତିଶାଳୀ ବୋମା ବିସ୍ଫାେରଣରେ ୧୬ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନୀ ସହର କ୍ବେଟାର ଦକ୍ଷିଣ ପଶ୍ଚିମ ଇଲାକାରେ ଏହି ବିସ୍ଫୋରଣ ଘଟିଛି। ସିଆ ସମ୍ପ୍ରଦାୟର ଲୋକ ମାନେ ରହୁଥିବା ଏହି ଅଞ୍ଚଳରେ ବିସ୍ଫୋରଣରେ ଅନ୍ୟୁନ ୧୬ ଜଣ ନିହତ […]
ଛତିଶଗଡ଼ ନାରାୟଣପୁର ଅର୍ଚ୍ଛା ଥାନା ଅଂଚଳରେ ମାଓବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଜଣେ ନକ୍ସଲ ନିହତ ହୋଇଛି। ଏହା ପୂର୍ବରୁ ଆଇଟିବିପି ଓ ରାଜ୍ୟ ପୁଲିସର ଏକ ମିଳିତ ବାହିନୀ ଉପରେ ମଧ୍ୟ ନକ୍ସଲମାେନ […]
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ନିର୍ବାଚନୀ ଗସ୍ତ କରିଛନ୍ତି। ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜନସଭାକୁ ଉଦ୍ବୋଧନ ଦେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ନବୀନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି […]
ରାଜ୍ୟରେ ଆଜି ୪ଟି ଲୋକସଭା ଓ ତତ୍ ସଲଗ୍ନ ୨୮ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ସାତଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହା ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରେ ଇଭିଏମ ଯାନ୍ତ୍ରିକ ତ୍ରୁଟି କାରଣରୁ ମତଦାନ ବାଧା […]
ଆଜି ସପ୍ତଦଶ ଲୋକସଭାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅବସରରେ ଓଡ଼ିଶାର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପ୍ରାୟ ୬୬ ପ୍ରତିଶତ ମତଦାନ ହୋଇଛି। […]
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଗୁରୁବାର ଦେଶରେ ଆସନ୍ତା ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ଆସନ୍ତା ମେ ୧୮ରେ ହେବ ବୋଲି ସେ ଘୋଷଣା କରିଛନ୍ତି। ମୋରିସନଙ୍କ ପାଇଁ ନିର୍ବାଚନରେ ଜଳବାୟୁ ପରିବର୍ତ୍ତନ ଏବଂ ଅର୍ଥବ୍ୟବସ୍ଥା ପ୍ରମୁଖ ପ୍ରସଙ୍ଗ […]
ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି ଆମେଥିରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ନିଜର ନାମାଙ୍କନ ଦାଖଲ କରିଥିବା ଶ୍ରୀମତି ଇରାନୀ ନାମାଙ୍କନ ପୂର୍ବରୁ ପୂଜାର୍ଚ୍ଚନା କରିଥିଲେ। ସ୍ମୃତିଙ୍କ […]
ଆଜି ସପ୍ତଦଶ ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଆଜି ମତଦାନ ଗ୍ରହଣ ହୋଇଛି । ୯୧ ଲୋକସଭା ଆସନ ପାଇଁ ମତଦାନ କରାଯାଉଥିବାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ […]
ଲଗାତାର ପଞ୍ଚମଥର ପାଇଁ ଆଜି ରାୟବରେଲିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ରାହୁଲ୍ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ରର୍ବଟ ଭଦ୍ରା ଓ ତାଙ୍କ ନାତି ନାତୁଣୀ ପ୍ରମୁଖ ଉପସ୍ଥିତ […]
ଜାତୀୟ ଚଳଚିତ୍ର ପୁରସ୍କାର ଜିତିଥିବା ଅଭିନେତ୍ରୀ ବିଦ୍ୟା ବାଲାନ ଭୁଲଭୁଲେୟା ପାଇଁ କୌଣସି ପୁରସ୍କାର ପାଇବାକୁ ମନୋନୀତ ହୋଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। କ୍ରିଟିକ୍ସ ଚଏସ୍ ଫିଲ୍ମ ଆଓ୍ବାର୍ଡର ଜୁରୀ ସଦସ୍ୟ ଭାବରେ ଯୋଗ ଦେଇଥିବା ବେଳେ ଏହି ମତ ରଖିଛନ୍ତି […]
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଚି। ପୂର୍ବାହ୍ନ ୩ଟା ସୁଦ୍ଧା ୩୦ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ୫୭ ପ୍ରତିଶତ ମତଦାନ ହୋଇଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଆଜି ୪ଟି ଲୋକସଭାରେ ୨୬ ଜଣ […]
ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ତେବେ କେତେକ ସ୍ଥାନରେ ଭିଭିପାଟ୍ ଖରାପ ହେବା ଯୋଗୁ ମତଦାନ ହୋଇପାରୁନଥିବାବେଳେ କେତେକ ସ୍ଥାନରେ ଜନତା ସାଧାରଣ […]
ଓ୍ବିକିଲିକ୍ସର ସହ ପ୍ରତିଷ୍ଠାତା ଜୁଲିଆନ୍ ଆସାଞ୍ଜଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ଆସାଞ୍ଜଙ୍କୁ ଲଣ୍ଡନ ସ୍ଥିତ ଇକ୍ବେଡର ଦୂତାବାସରେ ଗିରଫ କରାଯାଇଛି। ସ୍ବିଡେନକୁ ପତ୍ୟର୍ପିତ ହେବା ଭୟରେ ଆସାଞ୍ଜ ଦୀର୍ଘ ୭ ବର୍ଷ ହେବ ଇକ୍ବେଡର ଦୂତାବାସରେ ଆଶ୍ରୟ ନେଇଥିଲେ। ସ୍ବିଡେନ୍ରେ ଆସାଞ୍ଜଙ୍କ […]
ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ରାଏବରେଲୀ ସାମ୍ବିଧାନିକ କ୍ଷେତ୍ରରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସୋନିଆ ଏକ ରୋଡ ଶୋ ଜରିଆରେ ଶକ୍ତି ପ୍ରଦର୍ଶନ କରିଥିଲେ। ରୋଡ ଶୋ ପୂର୍ବରୁ ରାଏବରେଲୀରେ ରହିଥିବା କଂଗ୍ରେସର କେନ୍ଦ୍ରୀୟ […]