ସମୀକ୍ଷା ବ୍ୟୁରୋ ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଅଛି ବୋଲି ଯେଉଁ ଅପପ୍ରଚାର ହୋଇଥିଲା, ତାହାର ଗୁମର ଖୋଲିଛନ୍ତି ଖୋଦ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ନବୀନ ବୈଜୟନ୍ତଙ୍କ ଷଢଯନ୍ତର ଖୁଲାସା କରିଛନ୍ତି। ନବୀନ କହିଛନ୍ତି ଯେ, […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନି ଉପରେ ଆଧାରିତ ଫିଲ୍ମକୁ ନେଇ ବିବାଦ ଥମିବାର ନାମ ନେଉନାହିଁ। ସୋମବାର ସୁପ୍ରିମକୋର୍ଟ ଏହି ଚଳଚିତ୍ରର ରିଲିଜ୍ ଉପରେ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ଆଦର୍ଶ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ନେଇ […]
ବିଜୁ ଜନତା ଦଳ ପକ୍ଷରୁ ଏହାର ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି। ଦଳର ଏହି ଇସ୍ତାହାରରେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛି ବିଜୁ ଜନତା ଦଳ। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନୂଆପଡ଼ା କୋମନା […]
ପଳାତକ ମଦ ସମ୍ରାଟ ତଥା ଅର୍ଥନୈତିକ ଅପରାଧୀ ବିଜୟ ମାଲ୍ୟାଙ୍କୁ ସୋମବାର ଲଣ୍ଡନ କୋର୍ଟରେ ବଡ଼ ଝଟକା ଲାଗିଛି। ସୂଚନା ଅନୁସାରେ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୋଧରେ ମାଲ୍ୟାଙ୍କ ଆବେଦନକୁ ଲଣ୍ଡନ କୋର୍ଟ ଖାରଜ କରିଦେଇଛନ୍ତି। ଡିସେମ୍ବରରେ ୱେଷ୍ଟମିନିଷ୍ଟର କୋର୍ଟ ମୁଖ୍ୟ ମାଜିଷ୍ଟ୍ରେଟ୍ […]
ବିଜେପି ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ଏହାର ଇସ୍ତାହାର ପ୍ରକାଶ କରିଛି। ଏହାକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ। ବିଜେପି ଇସ୍ତାହାର ନୁହେଁ ବରଂ କ୍ଷମା ପ୍ରାର୍ଥନା କରିବା ଉଚିତ୍ ବୋଲି ଅହମଦ୍ ପଟେଲ […]
ବହୁ ପ୍ରତୀକ୍ଷିତ ଫିଲ୍ମ କବୀର ସିଂର ଟିଜର ରିଲିଜ୍ ହୋଇଛି। କବୀର ସିଂ ଭୂମିକାରେ ନଜର ଆସୁଥିବା ଶାହିଦ୍ କପୁର୍ ଏହି ଟିଜର୍କୁ ନିଜର ସୋସିଆଲ୍ ମିଡିଆ ସାଇଟ୍ରେ ସେୟାର କରିଛନ୍ତି। ତେଲୁଗୁ ବ୍ଲକ୍ବଷ୍ଟର ‘ଅର୍ଜୁନ୍ ରେଡ୍ଡୀ’ର ରିମେକ୍ରେ ଶାହିଦ୍ଙ୍କ ବ୍ୟତିତ […]
ଟଙ୍କିକିଆ ଚାଉଲ ପ୍ରଦାନ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀଙ୍କ ଅଭିନୟକୁ ଓଡିଆ ଲୋକ ବୁଝି ସାରିଲେଣି ବୋଲି କହିଛନ୍ତି ଧର୍ମେନ୍ଦ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତଳୁଆ ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରକୃତ ତଥ୍ୟ […]
କଟକ ନରସିଂହପୁରର ମାଳତୀ ଗାଁ ପୋଖରୀରେ ବୁଡି ଯାଇ ଦୁଇଜଣ ଶିଶୁ ପ୍ରାଣ ହରାଇଛନ୍ତି। ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଦୁଇ ଜଣ ଶିଶୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିବା ଜଣାପଡ଼ିଛି। କଟକ ଜିଲ୍ଲା ନରସିଂହପୁର ବଡ଼ମ୍ବା ଥାନା ମାଳତୀ ଗାଁ ପୋଖରୀରେ ବୁଡ଼ି […]
ଋଣଭାରରେ ବୁଡି ରହିଥିବା ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍ ଏୟାରୱେଜ୍ ନିଜର ୨୩ ହଜାର କର୍ମଚାରୀ ଛଟେଇ କରିବାର ସମ୍ଭାବନା ଦେଇଛି। ପାଖାପାଖି ୧୦୦ କୋଟି ଡଲାର ଅର୍ଥରାଶି ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କଠାରୁ ଋଣ କରି ଥିବାବେଳେ ବର୍ତ୍ତମାନ ପ୍ରାୟ ୮୫୦୦କୋଟି […]
ଭାରତୀୟ ସେନାକୁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଧନୁଷ କମାଣ ମିଳିଛି। ସୋମବାର ଏହାକୁ ଭାରତୀୟ ସେନାରେ ସାମିଲ କରାଯାଇଛି। ୧୯୮୦ ମସିହାରେ କିଣା ଯାଇଥିବା ବୋଫର୍ସ କମାଣର ବୈଷୟିକ କୌଶଳରେ ଏହି କମାଣ ନିର୍ମାଣ କରାଯାଇ ଥିବାରୁ ଏହାକୁ ଦେଶୀ […]
ସୁପରହିଟ୍ ତାମିଲ୍ ଫିଲ୍ମ କଞ୍ଚନାର ବଲିଉଡ୍ ରିମେକ୍ରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର। ଅକ୍ଷୟଙ୍କ ସହିତ କିଆରା ଆଡଭାନୀ ମଧ୍ୟ ଏହି ଚଳଚିତ୍ରରେ ନଜର ଆସିବେ। ଆସନ୍ତା ସପ୍ତାହରୁ ଫିଲ୍ମର ସୁଟିଂ ଆରମ୍ଭ ହେବ। ‘କେଶରୀ’ ରିଲିଜ୍ […]
କୋରିଆନ୍ ବିମାନ ଚଳାଚଳ କମ୍ପାନୀ କୋରିଆନ୍ ଏୟାରର ମୁଖ୍ୟ ଚୋ ୟଙ୍ଗ ହୋଙ୍କ ପରଲୋକ ହୋଇଛି। ଏୟାରଲାଇନ୍ସ ପକ୍ଷରୁ ହୋଙ୍କ ଦେହାନ୍ତ ନେଇ ଖବର ପ୍ରସାର କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। କମ୍ପାନୀ ତରଫରୁ ମୃତ୍ୟୁର କୌଣସି […]
ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ଦାୟର କରାଯାଇଥିବା ଯାଚିକା ଉପରେ ବିଚାର କରି ସୁ୍ପ୍ରିମ୍କୋର୍ଟ ଭିଭିପାଟ୍ ଗଣନା ପାଇଁ ଇଭିଏମ୍ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଏଣିକି ଗୋଟିଏ ବଦଳରେ ଏକ ନିର୍ବାଚନମଣ୍ଡଳୀରେ ୫ […]
୨୦୧୯ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରାଯାଇଥିଲା। […]
ବିଶ୍ବକପ୍ ନିମନ୍ତେ ଭାରତୀୟ ଦଳ ଆସନ୍ତା ଏପ୍ରିଲ୍ ୧୫ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ମେ ୩୦ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ବକପ୍ ନିମନ୍ତେ ଭାରତୀୟ ଦଳ ବିରାଟ କୋହଲିଙ୍କ ନେତୃତ୍ବରେ ଖେଳିବ। ବିଶ୍ବକପ୍ର ଅନ୍ୟତମ […]
ଜାତୀୟ ପୁରସ୍କାର ବିଜୟିନୀ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍ଙ୍କୁ ପ୍ରଥମେ ଜୟଲଳିତାଙ୍କ ଆତ୍ମଜୀବନୀ ଅଫର କରାଯାଇଥିଲା। ମାତ୍ର ଇନ୍ଦିରା ଗାନ୍ଧୀଙ୍କ ଉପରେ ଏକ ଓ୍ବେବ୍ ସିରିଜ୍ ନିମନ୍ତେ ଅନୁବନ୍ଧିତ ହୋଇସାରିଥିବାରୁ ପ୍ରକଳ୍ପ ହାତଛଡା କରିଥିଲେ ବିଦ୍ୟା। ବିଦ୍ୟା ତାମିଲନାଡୁର ଅଟନ୍ତି ତେଣୁ […]
ଭାରତ ପକ୍ଷରୁ ପାକିସ୍ତାନ ଉପରେ ପୁନର୍ବାର ଆକ୍ରମଣ କରାଯାଇପାରେ ବୋଲି ପ୍ରକାଶ କରିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ। ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଉପ ଉଚ୍ଚାୟୁକ୍ତଙ୍କୁ ଏନେଇ ପାକିସ୍ତାନ ପକ୍ଷରୁ ସମନ ଜାରି କରାଯାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର […]
ଲିବ୍ୟାରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ଭାରତ ପକ୍ଷରୁ ଏହାର ୧୫ ଜଣିଆ ସିଆରପିଏଫ୍ ବାହିନୀକୁ ଫେରାଇ ଅଣାଯାଇଛି। ପରସ୍ଥିତି ଖରାପ ହେବା ଯୋଗୁଁ ଲିବ୍ୟାର ରାଜଧାନୀ ଟ୍ରିପୋଲିରୁ ଫେରାଇ ଅଣାଯାଇଛି। ବର୍ତ୍ତମାନ ଲିବ୍ୟାର ମୁଖ୍ୟ ଖଲିଫା ହଫ୍ତର ଲିବ୍ୟା ସେନାକୁ […]
ଏୟାର ଇଣ୍ଡିଆ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ସେବାର ବିଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛି। ଏହି ବିଲ୍ ଅନୁଯାୟୀ ବିଗତ ୫ ବର୍ଷ ମଧ୍ୟରେ ନିଜର ୪୪ଟି ବିଦେଶ ଗସ୍ତରେ ସମୁଦାୟ ୪୪୩.୪ କୋଟି ଟଙ୍କା ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ […]
ଅପରାହ୍ନ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଟାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆଜି ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ସେଥିଲାଗି ଶ୍ରୀଜୀଉଙ୍କ ଦର୍ଶନ ଚାରି ଘଣ୍ଟା ପାଇଁ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ […]
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଗୃହ ସଚିବ କିର୍ଷ୍ଟେନ୍ ନିଲ୍ସନ୍ ନିଜ ପଦରୁ ଓହରୁଥିବା ନେଇ ସୂଚନା ଦେଇଛନ୍ତି। ଟ୍ରମ୍ପ ଏକ ଟ୍ବିଟ୍ ଜରିଆରେ ଏହି ଖବରକୁ ସ୍ବୀକାର କରିବା ସହିତ ପଦ ଛାଡିଥିବା ନିଲ୍ସନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ […]