ଜୈସ୍ ଏ ମୁଜାହିଦ୍ଦିନ (ଜେଇଏମ୍)ର ଜନୈକ ଆତଙ୍କବାଦୀକୁ ଶ୍ରୀନଗରରୁ ଗିରଫ କରାଯାଇଛି। ଫୟାଜ୍ ଅହମ୍ମଦ୍ ଲୋନ୍ ନାମକ ଏହି ଆତଙ୍କୀ ଉପରେ ୨ ଲକ୍ଷର ପୁୂରସ୍କାର ରାଶି ରହିଥିଲା। ଜମ୍ମୁ ଏବଂ କାଶ୍ମୀରର କୁପଓ୍ବାରା ଜିଲ୍ଲାର ବାସିନ୍ଦା ଲୋନ୍ଙ୍କୁ ଦିଲ୍ଲୀ ପୋଲିସ୍ […]
ସ୍ବିସ୍ ଟେନିସ୍ ଷ୍ଟାର ରୋଜର ଫେଡେରର ନିଜ କ୍ୟାରିୟରର ୧୦୧ ତମ ଟାଇଟଲ ହାସଲ କରିଛନ୍ତି। ମିଆମି ମାଷ୍ଟର୍ସ ଓପନ୍ରେ ଫେଡେରର ଡିଫେଣ୍ଡିଂ ଚାମ୍ପିୟନ୍ ଜନ୍ ଇସ୍ନରଙ୍କୁ ପରାସ୍ତ କରି ଏହି ମାଇଲଖୁଣ୍ଟ ହାସଲରେ ସଫଳ ହୋଇଛନ୍ତି। ୩୭ ବର୍ଷୀୟ ଫେଡେରର […]
ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଅଭିଯାନକୁ ଜୋର କରିଛନ୍ତି। ଗତ ୨ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାରକୁ ଓହ୍ଲାଇଥିବା ବେଳେ ଆଜି ଅମିତ ଶାହା […]
‘ନ୍ୟାୟ’ ଯୋଜନା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ବର୍ଷକ ଭିତରେ ୨୨ ଲକ୍ଷ ସରକାରୀ ଚାକିରି ଦେବ ବୋଲି ରାହୁଲ ଘୋଷଣା କରିଛନ୍ତି। ନିକଟରେ ସେ ଘୋଷଣା କରିଥିଲେ […]
ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ସୋମବାର ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଖୁବ ଶୀଘ୍ର ବଳକା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ମଧ୍ୟ କହିଛନ୍ତି ବିଜେଡି ସୁପ୍ରିମୋ । […]
ବାଲାଟ ପେପର ନୁହେଁ ଇଭିଏମ୍ରେ ନିଜାମାବାଦରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ନିଜାମାବାଦ ଲୋକସଭା ଆସନରେ ବ୍ୟାଲଟ ପେପରରେ ମତଦାନ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ଦୁଇଟି ଇଭିଏମ ଲଗାଇ ୧୮୫ ପ୍ରାର୍ଥୀଙ୍କୁ ନିଜମାବାଦ ସଂସଦୀୟ କ୍ଷେତ୍ରର ଭୋଟର […]
ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନରେ ଅର୍ଥାତ ଏପ୍ରିଲ ପହିଲାରେ ସେନ୍ସେକ୍ସ ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ଶୁକ୍ରବାର ସେନସେକ୍ସ ୩୮୬୭୨.୯୧ ପଏଣ୍ଟରେ ବନ୍ଦ ହୋଇଥିଲା। ସୋମବାର କାରବାର ଆରମ୍ଭ ହେବା ପରେ ଏହା ୩୩୦ ପଏଣ୍ଟ ବୃଦ୍ଧି ପାଇ ୩୯୦୦୦ […]
୨୦୧୬ରେ ରିଲିଜ୍ ହୋଇଥିବା ଫିଲ୍ମ ବାଗୀର ତୃତୀୟ ସିରିଜ୍ ନିମନ୍ତେ ପୁଣି ଥରେ ଏକତ୍ର ନଜର ଆସିବାକୁ ଯାଉଛନ୍ତି ଟାଇଗର ଶ୍ରଫ୍ ଏବଂ ଶ୍ରଦ୍ଧା କପୁର୍। ଫିଲ୍ମର ପ୍ରଥମ ଭାଗରେ ଉଭୟ ରହିଥିବା ବେଳେ ଦ୍ବିତୀୟ ଭାଗରେ ଟାଇଗରଙ୍କ ବିପକ୍ଷରେ ଦିଶା […]
ବଲିଉଡ୍ର ଭର୍ସାଟାଇଲ୍ ଆକ୍ଟର ଆୟୁସ୍ମାନ ଖୁରାନା ନିଜର ଆଗାମୀ ଫିଲ୍ମ ଆର୍ଟିକିଲ୍ ୧୫ ନିମନ୍ତେ ଉର୍ଦ୍ଦୁ ଶିଖୁଛନ୍ତି। ଏହି ଚଳଚିତ୍ରରେୋ ଜଣେ ପେଲିସ ଅଫିସର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଆୟୁସ୍ମାନ। ଫିଲ୍ମଟି ଉତ୍ତର ପ୍ରଦେଶ ପୃଷ୍ଠଭୂମି ଉପରେ ଆଧାରିତ ରହିଥିବାରୁ […]
ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସୋମବାର ସକାଳେ ଦୁଇ ଘଣ୍ଟା ମଧ୍ୟରେ ମଧ୍ୟମ ତୀବ୍ରତାର ପ୍ରାୟ ୯ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ଭୂକମ୍ପର ପ୍ରଥମ ଝଟକା ସକାଳ ୫ଟା […]
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏକ ଘରୋଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଅଭିଭାଷଣ ରଖିଛନ୍ତି। ପ୍ରଥମେ ସେ ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ସ୍କୁଲ କେବଳ ପାଠ ପଢିବା ପାଇଁ […]
ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ ଛାଡି ପଳାୟନ କରିଥିବା ବ୍ୟବସାୟୀଙ୍କ ନିକଟରୁ ସରକାର ୧୪ ହଜାର କୋଟିର ଅର୍ଥରାଶି ଜବତ କରିଛନ୍ତି। ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ନାମ ନନେଇ ମୋଦି କହିଛନ୍ତି, ଜଣେ ଲୋକ […]
ନେପାଳରେ ଭୟଙ୍କର ଝଡତୋଫାନ ହେବା ସହିତ ଅତିକମ୍ରେ ୨୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ନେପାଳର ଦୁଇ ଜିଲ୍ଲା ବାରା ଏବଂ ପାର୍ସାରେ ଭୟଙ୍କର ରୂପ ନଇଥିଲା ଏହି ଘୂର୍ଣ୍ଣିଝଡ। ୧୨୦ କିମି ବେଗରେ ପବନ […]
ପୁଣି ଥରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଦେଶର ସଦ୍ୟତମ ପର୍ଯ୍ୟବେକ୍ଷଣ ଉପଗ୍ରହ ଏମିସାଟ୍କୁ ଇସ୍ରୋ ସୋମବାର ମହାକାଶକୁ ପଠାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍ ମହାକାଶ କେନ୍ଦ୍ରରୁ ଠିକ୍ ସକାଳ ୯ଟା ୨୭ ମିନିଟ୍ରେ ବିଦେଶର ୨୮ଟି […]
ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଲସିପୋରାଠାରେ ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତମାନେ ଲଶ୍କର-ଏ-ତଇବା ସଂଗଠନର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ୨ଟି ଏକେ-୪୭, ଗୋଟିଏ ଏସଏଲଆର ଏବଂ ଏକ […]
ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ମୁଁ ବି ଚୌକିଦାର ଅଭିଯାନ ଅନ୍ତର୍ଗତରେ ସାରା ଦେଶର ପାଞ୍ଚଶହ ଜାଗାରେ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି ଗତ ପାଞ୍ଚ ବର୍ଷର ସଫଳତାରେ ଜନତାଙ୍କ ଭାଗିଦାରୀ ରହିଛି […]
ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡଙ୍ଗୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଜୟନ୍ତଙ୍କ ସହ ପୁରୀ ସହରର ଅନେକ ବିଜେଡ଼ି କର୍ମୀମାନେ ବିଜେପିରେ ଯୋଗଦେଇଛନ୍ତି। ଗତ କିଛିଦିନ ତଳେ ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ମହେଶ୍ବର ମହାନ୍ତିଙ୍କ ଏକାଚାଟିଆ ଅଧିକାର ପାଇଁ […]
ନିର୍ବାଚନ ଯେତିକି ପାଖଉଛି, ଟିକେଟକୁ ନେଇ ଅସନ୍ତୋଷ ସେତିକି ବଢିବାର ଲାଗିଛି। ଏପରିକି ଟିକେଟ ନ ପାଇ ଅନେକ ନେତା ଦଳ ଛାଡ଼ୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ରାଜ୍ୟ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଟିକଟ ତାତି। ଆଜି ରାଜ୍ୟ କଂଗ୍ରେସର […]
ଆଜି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପ୍ରଚାରରେ ସ୍ବତନ୍ତ୍ର ରାଜ୍ୟପାହ୍ୟା ଉପରେ ଗୁରୁତ୍ବ ଦେଇଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ, ଯଦି କଂଗ୍ରେସ କେନ୍ଦ୍ରରେ ସରକାର ଗଠନ କରେ, ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦିଆଯିବ। ରାଜ୍ୟରେ ଥିବା ରାଜନୈତିକ ଦଳଗୁଡିକ ସ୍ୱତନ୍ତ୍ର […]
ଆଜି ଚୀନର ଜୀୟାଙ୍ଗସୁ ଅଞ୍ଚଳରେ ଏକ କାରଖାନାରେ ବିସ୍ଫୋରଣ ଘଟି ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ, କାରଖାନାରେ ବ୍ୟବହାର କରାଯାଉଥିବା ଗ୍ୟାସ ଲିକ ହେବା ଫଳରେ […]
ଭାରତୀୟ ଜନତା ପାର୍ଟି ତରଫରୁ ଗୁଜୁରାଟର ଚାରି ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ରବିବାର ଦିନ ୧୩ତମ ସୂଚି ଜାରି କରି ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ନିର୍ବାଚନ ସମିତି ପ୍ରଭାରୀ ଜେ.ପି. ନଡ୍ଡା ଆଜି ୪ଟି […]