ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ପୁଣି ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି। ଏହି ବିମାନ ବନ୍ଦରରୁ ତିନୋଟି ସହର ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ବିମାନ ଉଡିବ। ଏହାକୁ ନେଇ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଘରୋଇ ସଂସ୍ଥା […]
ନିଜର ୧୯ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ପ୍ରଥମ ଥର ପାଇଁ ପୁଲିସ ଭୂମିକାରେ ନଜର ଆସିବେ ଅଭିନେତ୍ରୀ କରୀନା କପୁର ଖାନ୍। ତୈମୁର୍ ଜନ୍ମହେବା ପରେ ଫିଲ୍ମ ଦୁନିଆରୁ କିଛିଦିନ ହେବ ଦୂରେଇ ରହିଥିଲେ। ତେବେ କରୀନା ଖୁବଶୀଘ୍ର ଇରଫାନ ଖାନଙ୍କ […]
କଟକରେ ବାର୍ଡ ଫ୍ଲୁ ଆତଙ୍କ । ବାର୍ଡ ଫ୍ଲୁ ନେଇ ଫୁଡ ସେଫ୍ଟି କର୍ମଚାରୀ କଟକ ସହରରେ ଥିବା ବିଭିନ୍ନ ଚିକେନ ସେଣ୍ଟରମାନଙ୍କରେ ନୋଟିସ ଲଗାଇଛନ୍ତି। ଏହାକୁ ନେଇ ୩ମାସ ପର୍ଯ୍ୟନ୍ତ ସହରରେ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟ ବିକ୍ରି […]
ରାଜସ୍ଥାନର ଯୋଧପୁରଠାରେ ଭାରତୀୟ ବାୟୁସେନାର ଏକ ମିଗ-୨୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ତେବେ ବିମାନର ପାଇଲଟ ପାରାଚ୍ୟୁଟ ଯୋଗେ ସୁରକ୍ଷିତ ଭାବେ ଓହ୍ଲାଇବାରେ ସଫଳ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ ବିମାନ ଦୁର୍ଘଟଣାରେ ଧନଜୀବନର କୌଣସି କ୍ଷତି ହୋଇନାହିଁ। […]
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ସାଧାରଣ ନିର୍ବାଚନରେ ଦୁଇଟି ଆସନରେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ବୟନାବାଜି ଆରମ୍ଭ ହୋଇଛି। ଏହାରି ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି। କଂଗ୍ରେସ […]
ଦେଶ କୁ ଏକ ଉଚ୍ଚ ସ୍ଥାନ ଦେବାପାଇଁ ଦେଶ ଏକ ବଳିଷ୍ଠ ଏବଂ ନିଷ୍ପତ୍ତି ନେଇ ପାରୁଥିବା ପ୍ରତିନିଧି ଆବଶ୍ୟକ କରୁଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ କହିଛନ୍ତି। ଶନିବାର ଗାନ୍ଧୀନଗର ଠାରେ ବିଜେପି ଅଧ୍ୟକ୍ଷ ଅମିତ ଶାହା […]
ନିର୍ବାଚନ ହେବାକୁ ଆଉ ଅଳ୍ପ ସମୟ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ଦଳ ନିଜର ରଣନୀତି ପ୍ରସ୍ତୁତ କରିସାରି ରଣାଙ୍ଗନକୁ ଓହ୍ଲାଇଲେଣି। ଏବେ ଓଡ଼ିଶାରେ ରାଜନୀତି ପରିବେଶ ବେଶ୍ ଉଷ୍ମ। ଓଡ଼ିଶା ରାଜନୀତିରେ […]
ସମଗ୍ର ଦେଶରେ ଗ୍ରୀଷ୍ମ ଋତୁ ଅନୁଭୂତ ହେଉଥିବାବେଳେ ତା’ର କରାଳ ରୂପ ପ୍ରସାର ହେବାକୁ ଲାଗିଲାଣି। ଗ୍ରୀଷ୍ମ ଋତୁର ଆରମ୍ଭରେ କେରଳରେ ଲୁ ପାଇଁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୪ ଜଣ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି। କେରଳରେ ବର୍ତ୍ତମାନ ଦିନକୁ […]
ଦିଲ୍ଲୀରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଶାସକ ଦଳ ଆମ୍ ଆଦମୀ ପାର୍ଟି ସହିତ କଂଗ୍ରେସର ମେଣ୍ଟ ହେବ ନାହିଁ। ଏ ନେଇ କଂଗ୍ରେସ କିମ୍ବା ଅଧ୍ୟକ୍ଷ ରାହୁଲ ଗାନ୍ଧି କୌଣସି ବିଧିବଦ୍ଧ ସୂଚନା ଦେଇନଥିଲେ ମଧ୍ୟ ଗତକାଲି ହୋଇଥିବା […]
ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ନିର୍ବାଚନ ଆଚାର ସଂହିତା ଲାଗୁ କରାଯାଇଛି। ଏନେଇ ଏକ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି। ବିହାର ବକ୍ସରରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଆଚରଣ ବିଧି ଉଲ୍ଲଂଘନ […]
ବିଜେଡ଼ି ଛାଡ଼ିଲେ ରଘୁନାଥ ମହାନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟ ଓ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। କାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଦେଇଥିଲେ। ଇସ୍ତଫା ପତ୍ରରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। […]
ବିହାରର ସରଣ ଜିଲ୍ଲା ଛପରାରର ଗୌତମସ୍ଥାନ ନିକଟରେ ଆଜି ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୯୦୪୬ ଛପରା-ସୁରତ ତପ୍ତିଗଙ୍ଗା ଏକ୍ସପ୍ରେସର ୧୩ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସକାଳ […]
ଲୋକସଭା ନିର୍ବାଚନ ପାଇଁ ରାଜନୀତି ବେଶ୍ ସରଗରମ ରହିଛି। ସବୁ ରାଜନୈତିକ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରିସରିଲେଣି। ଆସନ୍ତା ଲୋକସଭା ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କଂଗ୍ରେସ ମହଲରେ ଏହାକୁ ନେଇ ଚର୍ଚ୍ଚା […]
ନିର୍ବାଚନ ସମୟରେ ବ୍ୟାପକ ଟଙ୍କା କାରବାର ଉପରେ ରୋକ ଲଗାଇବା ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଟଙ୍କା କାରବାରକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତେବେ ଏହାର ଉଲ୍ଲଂଘନ ହେଉଥିବାର […]
ଟିକେଟ ପାଇବାକୁ ନେଇ ବିଜେଡ଼ି ଦଳ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି। ଆଜି ସକାଳେ ଭଦ୍ରକ ସାଂସଦ ବିଜେଡ଼ି ଦଳ ଛାଡ଼ିଥିବାବେଳେ ବିଜେପି କାର୍ଯ୍ୟାଳୟରେ ଯୋଗଦେଇ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ୍ ହୋଇଛନ୍ତି। ୮ ଥର ସାଂସଦ ରହିଥିବା ଅର୍ଜୁନ୍ ସେଠୀ ଏଥର […]
ଶନିବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨୦୧୯ ନିର୍ବାଚନ ପାଇଁ ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ବିଜେପି ଚାଣକ୍ୟ। ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ […]
କିଙ୍ଗଫିଶର ପକ୍ଷରୁ ଏହାର ଏକ ନୂତନ ଉତ୍ପାଦ ଲଞ୍ଚ କରାଯାଇଛି। ଇନ୍ଷ୍ଟାଣ୍ଟ ବିଅର ମିକ୍ସ ନାମକ ଏହି ଉତ୍ପାଦର ଲଞ୍ଚ ନେଇ କିଙ୍ଗଫିସର ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଏହାର ପରୀକ୍ଷଣ ଚାଲୁ ରହିଛି। ଫ୍ରିଜ୍ ଡ୍ରାଇଙ୍ଗ ଟିଏମ୍ ଟେକ୍ନୋଲୋଜି […]
ନବୀନଙ୍କଙ୍କ ପରି ନିରଞ୍ଜନ ମଧ୍ୟ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ପିସିସି ମୁଖିଆ ନିରଂଜନ ପଟ୍ଟନାୟକ ମଧ୍ୟ ଘସିପୁରା ଏବଂ ଭଣ୍ଡାରିପୋଖରୀ ଆସନରୁ ପ୍ରାର୍ଥୀ ହେବାନେଇ ଖବର ମିଳିଛି। ଏନେଇ ସଙ୍କେତ ଦେଇଛନ୍ତି କେନ୍ଦୁଝର […]
ଭାରତୀୟ ଟି ୨୦ ଲିଗ୍ ଆଇପିଏଲ୍ର ୧୦ଟି ମ୍ୟାଚ୍ ସରିଲାଣି । ଏହି ୧୦ ମ୍ୟାଚ୍ରେ ଅନେକ ଥର ବ୍ୟାଟ୍ସମ୍ୟାନ୍ଙ୍କ କମାଲ୍ ଦେଖିବାକୁ ମିଳିଥିବା ବେଳେ ବୋଲର ମାନେ ମଧ୍ୟ ପଛରେ ନାହାନ୍ତି । ଉଦ୍ଘାଟନୀ ମ୍ୟାଚ୍ ଲୋ ସ୍କୋରିଂ ରହିବା […]
ଏକ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହୋଟେଲ ହଲିଡେ ଇନ୍କୁ ବାଜ୍ୟାପ୍ତ କରିନେଇଛି। ଦୀପକ ତଲଓ୍ବାରଙ୍କ ମାଲିକାନାରେ ରହିଥିବା ଏହି ହୋଟେଲକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଦାୟର କରାଯାଇଥିବା ମାମଲା ଆଧାରରେ ବାଜ୍ୟାପ୍ତ କରାଯାଇଛି। ବିଭିନ୍ନ […]
ଆଫଗାନିସ୍ତାନରେ ଏକ ଚେକ୍ ପଏଣ୍ଟରେ ବିସ୍ଫୋରଣ ଘଟି ଅନ୍ୟୁନ ୨୪ ଜଣ ଲୋକ ପ୍ରାଣ ହରାଇଛନ୍ତି। ତାଲିବାନ ଆତଙ୍କୀ ମାନେ ୨ଟି ସ୍ଥାନରୁ ଆକ୍ରମଣ କରିବା ପରେ ଏହି କ୍ଷୟକ୍ଷତି ଘଟିଥିବା କୁହାଯାଇଛି। ଘଜନୀ ସହରେ ହୋଇଥିବା ଆମକ୍ରମଣରେ ୯ ଜଣ […]