କଂଗ୍ରେସ ଛାଡିପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା । ଖୁବଶୀଘ୍ର କଂଗ୍ରେସର ହାତ ଛାଡି ପଦ୍ମ ଧରିପାରନ୍ତି ପ୍ରକାଶ । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରକାଶ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ କଂଗ୍ରେସ ଛାଡି ବିଜେପିରେ ଯୋଗ […]
ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ଦଳ ବଦଳ ରାଜନୀତି ଜାରି ରହିଛି। କଂଗ୍ରେସର ପୂର୍ବ ସାଂସଦ ଅରବିନ୍ଦ ଶର୍ମା ଏବେ ପଦ୍ମଫୁଲ ଧରିଛନ୍ତି। ଦିଲ୍ଲୀର ହରିୟାଣା ଭବନରେ ମନୋହର ଲାଲ୍ ଖଟ୍ଟର, ହରିୟାଣା ଲୋକସଭା ନିର୍ବାଚନ ପ୍ରଭାରୀ କଲରାଜ ମିଶ୍ର, କେନ୍ଦ୍ରୀୟ […]
ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିନ ୧୧ଟାରେ ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଗଜପତି ମହାରାଜ ଦିବ୍ୟ ସଂହଦେଓ ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ର ବଜେଟ ଉପସ୍ଥାପନ […]
ସାଇନା ନେହଓ୍ବାଲ୍ଙ୍କ ବାୟୋପିକ୍ରେ ଅଭିନେତ୍ରୀ ଶ୍ରଦ୍ଧା କପୁର୍ ଅଭିନୟ କରିବେ ବୋଲି ସୂଚନା ରହିଥିଲା। ଏପରିକି ସେ ଏହି ଫିଲ୍ମ ପାଇଁ ବ୍ୟାଡ୍ମିଣ୍ଟନ ଟ୍ରେନିଂ ନେବା ସହିତ ଏହି ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ଜାରି ହୋଇଥିଲା। କିନ୍ତୁ ମିଳିଥିବା ସୂଚନା […]
କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି ବରଗଡ଼ଠାରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶରେ ରାହୁଲ୍ ଉଭୟ ବିଜେଡ଼ି ଓ ବିଜେପିକୁ ସମାଲୋଚନା କରିବା ସହିତ ଜିଏସ୍ଟିକୁ ନେଇ ଏକ ବଡ଼ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, […]
ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍ ମୁଖ୍ୟ ମାସୁଦ୍ ଅଜହର୍ଙ୍କୁ ଜାତିସଂଘ ସୁରକ୍ଷା ପରିଷଦରେ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ଆଗତ ପ୍ରସ୍ତାବକୁ ଚୀନ୍ ବିରୋଧ କରିବା ପରେ ମଧ୍ୟ ଆତଙ୍କୀ ମାସୁଦ୍ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ଚାଲିଛି। ମାସୁଦ୍ ଉପରେ […]
ବଲିଉଡ୍ ଅଭିନେତା ନଓ୍ବାଜ୍ ଉଦ୍ଦିନ୍ ସିଦ୍ଧିକି ଓ ସାନ୍ୟା ମାଲହୋତ୍ରାଙ୍କ ସିନେମା ‘ଫଟୋଗ୍ରାଫ୍’ ଆଜି ରିଲିଜ୍ ହୋଇଛି। ଏହି ଫିଲ୍ମକୁ ରିତେଶ ବାତ୍ରା ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମଟି ୬୯ତମ ଅନ୍ତର୍ଜାତୀୟ ବର୍ଲିନ୍ ଫିଲ୍ମୋତ୍ସବରେ ଏହାର ପ୍ରିମିୟର୍ ପ୍ରଦର୍ଶିତ ହୋଇଥିଲା। ଏହା […]
ଆଜି ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସୁକାନ୍ତ ତାଙ୍କ ଇସ୍ତଫାପତ୍ରରେ ତାଙ୍କ ବିରୋଧରେ ଷଡଯନ୍ତ୍ର ଓ ଅଣଦେଖାର ହୋଇଥିବାର ଅଭିଯୋଗ […]
ନିର୍ବାଚନରେ ଭିଭିପାଟ୍ ମେସିନ୍ ବ୍ୟବହାର ପ୍ରତିବାଦରେ ଆଗତ ମାମଲାର ଶୁଣାଣି ଶୁକ୍ରବାର ସୁପ୍ରିମ୍କୋର୍ଟରେ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ବିଚାର କରି ଏ ସମ୍ପର୍କରେ ଜବାବ ଦାଖଲ କରିବାକୁ ନିର୍ବାଚନ ଆୟୋଗକୁ ନୋଟିସ୍ ଜାରି କରିଛନ୍ତି। ଏଥିସହ କୋର୍ଟଙ୍କୁ ସହାୟତା କରିବା […]
୨୦୧୩ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ଫସିଥିବା ଏସ୍ ଶ୍ରୀସନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ନିର୍ଦ୍ଦେଶକୁ ସୁପ୍ରିମ୍କୋର୍ଟ ହଟାଇ ଦେଇଛନ୍ତି। ଏହା ସହିତ ୩ ମାସ ମଧ୍ୟରେ ସାନି ଦଣ୍ଡବିଧାନ ସ୍ଥିର କରିବାକୁ କୋର୍ଟ ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅଶୋକ […]
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ଆଜି ହେଉଛି ୨୬ତମ ଜନ୍ମଦିବସ। ୧୯୯୩ ମାର୍ଚ୍ଚ ୧୫ରେ ଜନ୍ମଗ୍ରହଣ କରିଥିଲେ ଏହି ସୁନ୍ଦରୀ ନାୟିକା। ବଲିଉଡ୍ ନିର୍ଦ୍ଦେଶକ ମହେଶ ଭଟ୍ଟ ଓ ଅଭିନେତ୍ରୀ ସୋନି ରାଜଦାନଙ୍କ ସୁପୁତ୍ରୀ ହେଉଛନ୍ତି ଆଲିଆ। ୨୦୧୨ରେ ମୁକ୍ତିଲାଭ କରିଥିବା […]
ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚ ସହରରେ ଥିବା ୨ଟି ମସଜିଦ୍ରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। କେତେଜଣ ଆତତାୟୀ ଆଖିବୁଜା ଗୁଳିମାଡ଼ କରିଛନ୍ତି ଏହି ଘଟଣାରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥିରେ ବହୁ ସଂଖ୍ୟକ ଆହତ ମଧ୍ୟ ହୋଇଛନ୍ତି। ଏହି ଘଟଣାରେ […]
ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ରେଳଷ୍ଟେଶନ ନିକଟରେ ଥିବା ଏକ ଫୁଟ୍ ଓଭରବ୍ରିଜ ଭୁଶୁଡ଼ି ପଡ଼ିବାରୁ ୨ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ […]
ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଶୁକ୍ରବାର ରାୟପୁରରୁ ହେଲିକପ୍ଟରରେ ବାହାରି ବରଗଡ଼ ସହର ନିକଟସ୍ଥ ସରସରା ଗାଁ ପଡ଼ିଆଠାରେ ଅପରାହ୍ନରେ ରାହୁଲ ଓହ୍ଲାଇବେ। ଏଠାରେ ପରିବର୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହି […]
ବିଜେଡିର ପୂର୍ବତନ ବରିଷ୍ଠ ନେତା ଦାମୋଦାର ରାଉତ ବିଜେପିରେ ଯୋଗଦେଲେ । ନୂଆଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟଠାରେ ଚାଲିଥିବା ମିଶ୍ରଣ ପର୍ବରେ ଦାମ ବିଧିବଦ୍ଧ ଭାବରେ ବିଜେପିରେ ଯୋଗଦେଇଛନ୍ତି । ପୂର୍ବରୁ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଚାଲିଥିଲା । ତେବେ […]
ପୁଲ୍ଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରାୟ ୧ ମାସ ପରେ ଭାରତ ଓ ପାକିସ୍ତାନ ଅଧିକାରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଭାରତୀୟ ସୀମା ଅନ୍ତର୍ଗତ ଅଟାରୀର ଇଣ୍ଟିଗ୍ରେଟ୍ ଚେକ୍ ପୋଷ୍ଟ୍ ଠାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ […]
ବରିଷ୍ଠ ନେତା ଦାମୋଦର ରାଉତ ଓ ତାଙ୍କ ପୁତ୍ର ସମ୍ବିତ୍ ରାଉତରାୟଙ୍କୁ ନେଇ ଏବେ ରାଜନୀତି ବେଶ୍ ସରଗରମ୍। କିଛିଦିନ ହେବ ଦାମ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ତେବେ ତାଙ୍କ ପୁତ୍ର ସମ୍ବିତ୍ ବିଜେଡ଼ିରେ ଟିକେଟ୍ ପାଇବାକୁ […]
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଦ୍ୟମ ସାହସ ଓ ଅସାଧାରଣ ବୀରତ୍ବର ପରିଚୟ ଦେଇଥିବା ସୈନିକ ତଥା ସେନାଙ୍କୁ ବୀରତ୍ବ ତଥା ବିଶିଷ୍ଟ ସେବା ପୁରଷ୍କାରରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଉତ୍ସବରେ ସେନାକର୍ମୀଙ୍କୁ ତାଙ୍କର ଶୌର୍ଯ୍ୟ ଓ ସେବା […]
୧୯୭୩ରେ ମାର୍ଚ୍ଚ ୧୪ରେ ରୋହିତ ଜନ୍ମ ହୋଇଥିଲେ। ରୋହିତଙ୍କ ବାପା ଏମ୍.ବି. ସେଟ୍ଟୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆକ୍ସନ କୋରିଓଗ୍ରାଫର୍ ଓ ଅଭିନେତା ମଧ୍ୟ ଥିଲେ। ମା’ ମଧୁ ଫିଲ୍ମରେ ଜୁନିୟର ଆର୍ଟିଷ୍ଟ ଭାବେ କାମ କରୁଥିଲେ। ମାତ୍ର ୧୪ ବର୍ଷ ବୟସରେ […]
ବହୁ ଚର୍ଚ୍ଚିତ ରାଫେଲ୍ ଯୁଦ୍ଧ ବିମାନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ରାଫେଲ ଚୁକ୍ତିର ଗୋପନୀୟ ତଥ୍ୟର ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଏହା ଉପରେ ବିଶେଷାଧିକାର ପାଇଁ କେନ୍ଦ୍ର ସରକାର ଆଜି ସୁପ୍ରିମ୍କୋର୍ଟରେ ନୂତନ ଯୁକ୍ତି ଉପସ୍ଥାପନ କରିଥିବାବେଳେ […]
ଭୋଟରଙ୍କୁ ପ୍ରଲୋଭିତ କରିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ସାଲେପୁର ଥାନାରେ ଏତଲା ଦିଆଯାଇଛି। କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ଏହି ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ପ୍ରତାପ ଜେନା ଭୋଟରଙ୍କୁ […]