ଏ ବର୍ଷର ପ୍ରଥମ କମେଡି ସିନେମା ‘ଟୋଟାଲ ଧମାଲ୍’ ବକ୍ସଅଫିସରେ ମାତ୍ର ୯ ଦିନ ପରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ‘ଟୋଟାଲ୍ ଧମାଲ୍’ ହେଉଛି ମାଧୁରୀ ଦୀକ୍ଷିତଙ୍କ କ୍ୟାରିୟରର ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ପ୍ରଥମ ଫିଲ୍ମ […]
ଓଡ଼ିଶା ସରକାରଙ୍କ ମୁଣ୍ଡବ୍ୟାଥାର କାରଣ ପାଲଟିଛି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ । ସ୍ଵଚ୍ଛ ଓ ସଂସ୍କାରମୂଳକ ପଦକ୍ଷେପ ନେଇ ମାଟ୍ରିକ୍ ପରୀକ୍ଷା ପରିଚାଳିତ କରିବାକୁ ସରକାରଙ୍କ ତରଫରୁ ଅନେକ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ଦିନରୁ ପ୍ରଶ୍ନପତ୍ର […]
ପାକିସ୍ତାନ ଉପରେ ଭାରତୀୟ ବାୟୁସେନାଙ୍କ ଦ୍ବାରା ଏୟାର୍ ଷ୍ଟ୍ରାଇକ୍ ପରେ ଭାରତରେ ରାଜନୀତି ବେଶ୍ ଉଷ୍ମ ଧରିଛି । ଗତ ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନାଙ୍କ ଦ୍ବାରା କରାଯାଇଥିବା ଜୈଶ୍-ଏ-ମହମ୍ମଦ ଆତଙ୍କୀ ଠିକଣା ଉପରେ ଆକ୍ରମଣକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ […]
ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ର ବ୍ୟାଡ଼ମ୍ୟାନ୍ ଶକ୍ତିକପୁର୍ଙ୍କ ତନୟା ଶ୍ରଦ୍ଧା ବଲିଉଡ୍ରେ ନିଜର ଏକ ସ୍ଵତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି । ୨୦୧୦ର […]
ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଙ୍ଗା ସଫେଇ, ଜାତୀୟ ରାଜପଥ ନିର୍ମାଣ ଏବଂ ଆଧାର କାର୍ଡ ଆଦି ପ୍ରସଙ୍ଗରେ ପ୍ରଶଂସା କରିଛନ୍ତି । ଚିଦାମ୍ବରମ କହିଛନ୍ତି ଯେ, ମୋଦୀଙ୍କ ପ୍ରୟାସରେ ଗଙ୍ଗାନଦୀର ସଫେଇ ହୋଇପାରିଛି । […]
ଗୌହ୍ଵାଟୀର ପୂର୍ବତନ ମୁଖ୍ୟ ବିଚାରପତି ଅଜିତ୍ ସିଂହ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟି ଦ୍ଵାରା ସୁପାରିସ୍ ଜଷ୍ଟିସ୍ ସିଂହଙ୍କ ନାମକୁ ସ୍ଵୀକୃତ ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ […]
ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ଉତ୍ତେଜନାମୟ ପରିସ୍ଥିତିରେ ଶାନ୍ତି ଲାଗି ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ମୁକ୍ତ କରିଛନ୍ତି ବୋଲି ଦାବି କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ତେବେ ଭାରତ […]
ଫେବୃଆରୀ ୧୪ ତାରିଖରେ ଭାରତରେ ଘଟାଇଥିବା ଜୈଶ୍-ଏ-ମହମ୍ମଦ ଦ୍ଵାରା ଆତ୍ମଘାତୀ ଆତଙ୍କୀ ଆକ୍ରମଣରେ ଭାରତର ୪୦ ଜଣ ଯବାନ୍ଙ୍କ ଶହୀଦ୍ ହେବା ପରେ ଭାରତ ପକ୍ଷରୁ ପାକିସ୍ତାନକୁ କଡ଼ା ନିନ୍ଦା କରାଯାଇଥିଲା । ଦେଶର ପୁରୁଖା ଖେଳାଳି, ଖେଳପ୍ରେମୀ ଏବଂ ବୁଦ୍ଧିଜୀବୀମାନେ […]
କବିତା ଲେଖି ଜଣେ ଅପରାଧୀ ମୃତ୍ୟୁଦଣ୍ଡରୁ ନିଜକୁ ବଞ୍ଚାଇପାରିଛନ୍ତି । ଏକ ହତ୍ୟାକାଣ୍ଡ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲେ ମଧ୍ୟ ତାଙ୍କ ଦଣ୍ଡକୁ ପରିବର୍ତ୍ତନ କରାଯାଇ ଆଜୀବନ ଜେଲଦଣ୍ଡ ଦିଆଯାଇଛି । ଏହା କେବଳ ସମ୍ଭବ […]
ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦମୟ ପରିସ୍ଥିତିରେ ପାକିସ୍ତାନୀ ପ୍ରଶଂସକମାନେ ଏବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍ର ସଦ୍ଭାବନା ରାଜଦୂତର ପଦରୁ ହଟାଇବାକ ପାଇଁ ଦାବି କରିଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ ନିକଟରେ ଭାରତ ତରଫରୁ ଏୟାର୍ ଷ୍ଟ୍ରାଇକ୍ […]
ଆଫଗାନିସ୍ଥାନର ଦକ୍ଷିଣ ଭାଗରେ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଏଥିରେ ଅତି କମ୍ରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି ପ୍ରାକୃତିକ ବିପତ୍ତିରେ ୧୦ଜଣ ଲୋକ ନିଖୋଜ ହୋଇଥିବାର ସୂଚନା ରହିଛି । ଶୁକ୍ରବାର ଦିନ ଦକ୍ଷିଣ ପ୍ରାନ୍ […]
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା କୁମ୍ଭ ମେଳା ଗିନିଜ ୱାର୍ଲ୍ଡ ରେକର୍ଡ କରିଛି । ତେବେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ କୁମ୍ଭମେଳା ତୃତୀୟ ରେକର୍ଡ କରି ହ୍ୟାଟ୍ରିକ ହାସଲ କରିଛି । ଶନିବାର ଦିନ ପାଞ୍ଚଟି ଅଲଗା ଅଲଗା ସ୍ଥାନରେ ପ୍ରାୟ […]
ହାଇଦ୍ରାବାଦ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଭାରତୀୟ ଦଳ ବିଜୟ ଲାଭ କରିଛି। ଉକ୍ତ ୫ମ୍ୟାଚ ବିଶିଷ୍ଠ ଦିନିକିଆ ଶୃଙ୍ଖଳକୁ ଘରୋଇ ଦଳ ୧-୦ ରେ ଆଗୁଆ କରିନେଇଛି । ପୂର୍ବରୁ ଭ୍ରମଣକାରୀ ଦଳ ଟସ ଜିତି ପ୍ରଥମେ […]
ପୂର୍ବତନ ଡଚ ବ୍ୟାଙ୍କର ଭାରତ ମୁଖ୍ୟ ରବନୀତ ଗିଲ ୟେସ ବ୍ୟାଙ୍କର ସିଇଓ ଏବଂ ଏମଡି ଭାବେ ନିଯୁକ୍ତ ହୋଇଛନ୍ତି । ସେ ୨୦୦୪ ମସିହାରୁ ୟେସ ବ୍ୟାଙ୍କର ସଂସ୍ଥାପକ ଥିବା ରଣା କପୁରଙ୍କ ସ୍ଥାନ ଗ୍ରହଣ କରିବେ । ରବନୀତ୍ […]
ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଫେଲ୍ ପ୍ରସଙ୍ଗ ଉଠାଇବା ସହ ଚୌକିଦାର ଚୋର୍ ହୈ କହିଥିଲେ । ତେବେ ମୋଦିଙ୍କୁ ସମାଲୋଚନା […]
ଲୋକପ୍ରିୟ ଟିଭି ଶୋ ‘ହୁ ଇଜ୍ ଦ ବସ୍’ ର ଅଭିନେତ୍ରୀ ତଥା ଦୁଇ ଦୁଇ ଥର ଗୋଲ୍ଡେନ ଗ୍ଲୋବ ବିଜେତା କ୍ୟାଥେରିନ ହେଲମଣ୍ଡଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ଆଲଜିମର ରୋଗର ଜଟିଳତା ଯୋଗୁଁ ତାଙ୍କର ଦେହାନ୍ତ […]
ସୁପରହିଟ୍ ଫିଲ୍ମ ‘ହିନ୍ଦୀ ମିଡ଼ିୟମ୍’ର ସ୍ଵିକେଲ୍ରେ କରୀନା କପୁର୍ ଖାନ୍ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ମିଳିଥିବା ସୂଚନା ଅନୁସାରେ ବେବୋ ଏହି ଫିଲ୍ମରେ କାମ କରିବାକୁ ମନା କରିଛନ୍ତି । ଅଭିନୟ କରିବାକୁ ନେଇ ଫିସ୍ […]
ଭାରତର ଏୟାର୍ଷ୍ଟ୍ରାଇକ୍ ପରେ ପରେ ଭାରତ-ପାକ୍ ମଧ୍ୟରେ ସଂପର୍କ ତିକ୍ତ ହୋଇ ଯାଇଥିଲା। ଏହା ସହ ଭାରତ-ପାକ୍ ସୀମାରେ ମଧ୍ୟ ଗୁଳି ବର୍ଷା ଆରମ୍ଭ ହୋଇ ଯାଇଥିଲା । ପରିସ୍ଥିତି ଖରାପ ହେଉଥିବା ଦେଖି ପାକିସ୍ତାନ ପ୍ରଥମେ ଭାରତ-ପାକିସ୍ତାନ ମଧ୍ୟରେ ଚଳାଚଳ […]
ମାଲେସିଆର ଟନ୍ କିମ୍ ହର୍ ବ୍ୟକ୍ତିଗତ କାରଣରୁ ଭାରତର ଟବଲସ୍ ବ୍ୟାଡମିଣ୍ଟନ୍ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ୍ ସଂଘ (ବାଇ) ସହିତ ଚୁକ୍ତି ଶେଷ ହେବାକୁ ଟନ୍ (୪୭ ବର୍ଷ)ଙ୍କ ଆହୁରି ଦେଢ ବର୍ଷ ବାକି ଥିଲା। ସେ […]
ମହାରାଷ୍ଟ୍ର ପାଲଘର ଜିଲାର ଏକ ଗଁ।ରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର୧୨ ବର୍ଷୀୟ ନାବାଳକ ଜଣେ ୧୦ ବର୍ଷର ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳକ ଜଣଙ୍କ ନାବାଳିକାଙ୍କ ପଡ଼ୋଶୀ ହୋଇଥିବା ବେଳେ ଗତ ୪ […]
ପ୍ରଥମ ଦିନିକିଆରେ ଭାରତକୁ ଅଷ୍ଟ୍ରେଲିଆ ୨୩୭ ରନ୍ ଟାର୍ଗେଟ ଦେଇଛି। ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଚାଲିଥିବା ପ୍ରଥମ ଏକଦିବସୀୟରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୨୩୬ ରନ୍ ସଂଗ୍ରହ […]