ଆଜି ପରଦାକୁ ଆସିଛି ‘ଧମାଲ୍’ ସିରିଜ୍ର ତୃତୀୟ ସଂସ୍କରଣ ‘ଟୋଟାଲ୍ ଧମାଲ୍’ । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ତଥା ସହ ପ୍ରଯୋଜିତ ଏହି କମେଡ଼ି ଫିଲ୍ମଟିରେ ଅଜୟ ଦେବଗନ୍, ରିତେଶ ଦେଶମୁଖ, ଅର୍ଶଦ ଓ୍ବାର୍ଶି, ଜାଭେଦ ଜାଫେରୀ, ମାଧୁରୀ ଦୀକ୍ଷିତ୍, ଅନିଲ୍ […]
ଫୁଲଓ୍ବାମା ଆକ୍ରମଣରେ ଆତ୍ମଘାତୀ ଆତଙ୍କବାଦୀ ଜଣେ କାଶ୍ମୀର ଯୁବକ ଜଣାପଡ଼ିବା ପରେ ବିଭିନ୍ନ ରାଜ୍ୟରେ କାଶ୍ମୀର ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଟାର୍ଗେଟ୍ କରାଯିବା ସହ ଆକ୍ରମଣ ମଧ୍ୟ କରାଯାଉଛି । ଏହି ଘଟଣାକୁ ସୁପ୍ରିମ୍କୋର୍ଟ ନିନ୍ଦା କରିବା ସହ ଏ ଦିଗରେ […]
ମୋଦି ୨ ଦିନିଆ ଦକ୍ଷିଣକୋରିଆ ଗସ୍ତରେ ଯାଇଛନ୍ତି । ଗତକାଲି ମୋଦି ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଭାରତ-କୋରିଆ ଷ୍ଟାର୍ଟ ଅପ୍ ହବ୍ ଆରମ୍ଭ କରିଛନ୍ତି । ଏହି ଅବସରରେ ସିଓଲସ୍ଥିତ ୟୋନସେଇ ବିଶ୍ବବିଦ୍ୟାଳୟରେ ମହାତ୍ମା ଗାନ୍ଧିଙ୍କ ଏକ […]
ଅନ୍ତର୍ଜାତୀୟ ଶୁଟିଂ କ୍ରୀଡ଼ା ମହାସଂଘ (ଆଇଏସଏସଏଫ୍) ପକ୍ଷରୁ ଦିଲ୍ଲୀରେ ଚାଲିଥିବା ଶୁଟିଂ ବିଶ୍ବକପ୍ ପ୍ରତିଯୋଗିତା ପାଇଁ ଭାରତ ପକ୍ଷରୁ ୨ ପାକିସ୍ତାନୀ ଶୁଟରକୁ ଭିଜା ଅନୁମତି ଦିଆ ନ ଯିବା ପରେ ଅସନ୍ତୋଷ ପ୍ରକାଶ କରିଛି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) […]
ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ବିବାଦୀୟ ବୟାନ ଦେଇ ଅଡୁଆ ପରିସ୍ଥିତିରେ ଫସିଥିଲେ ନବଜୋତ ସିଂହ ସିଦ୍ଧୁ। ପ୍ରଥମେ କପିଲ ଶର୍ମାଙ୍କୁ କମେଡି ସୋରୁ ତାଙ୍କୁ ବିଦା କରାଯାଇଥିଲା। ଏବେ ମୁମ୍ବାଇର ଫିଲ୍ମ ସିଟିରେ ପ୍ରବେଶ ଉପରେ କଟକଣା ଲାଗିଛି। ନିଷ୍ପତ୍ତି […]
ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ସୁରକ୍ଷା କାର୍ଡ ଖେଳିଛି କଂଗ୍ରେସ। ଗଠନ କରିଛି ରାଷ୍ଟ୍ରୀୟ ସୁରକ୍ଷା ଉପରେ ଏକ ଟାକ୍ସ ଫୋର୍ସ। ଯାହାକୁ ଲିଡ୍ କରିବେ ସର୍ଜିକାଲ୍ ଷ୍ଟ୍ରାଇକରେ ଭାରତୀୟ ସେନାର ଅନ୍ୟତମ ପ୍ରମୁଖ କର୍ଣ୍ଣଧାର ଅବସରପ୍ରାପ୍ତ ଲେଫ୍ଟେନାଣ୍ଟ ଜେନେରାଲ୍ ଡିଏସ୍ […]
କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫଓ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପିଏଫ ଜମା ସୁଧହାରକୁ ୮.୬୫ ପ୍ରତିଶତକୁ ବୃଦ୍ଧି କରିବା ଉପରେ ପ୍ରସ୍ତାବ ଦିଆଯାଇଛି। ୨୦୧୭-୧୮ରେ ଏହା ୮.୫୫ ପ୍ରତିଶତ ଥିଲା । ତା ପୂର୍ବ ବର୍ଷ ଅର୍ଥାତ […]
ବେଙ୍ଗାଲୁରୁଠାରେ ସେନା ପ୍ରମୁଖ ଜେନେରାଲ ବିପିନ ରାୱତ ଆଜି ଏୟାର ଇଣ୍ଡିଆ ଶୋରେ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଛନ୍ତି । ୟେଲାହାଙ୍କା ଏୟାରଫୋର୍ସ ଷ୍ଟେସନ ଉପରେ କିଛି ସମୟ ଚକ୍କର କାଟିବା ପରେ ଏହା ଅବତରଣ କରିଥିଲା […]
ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆସନ୍ତା କାଲିଠାରୁ ଆରମ୍ଭ ହେବ । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ଚଳିତ ବର୍ଷ ରାଜ୍ୟରେ ମୋଟ ୨୮୩୦ଟି କେନ୍ଦ୍ରରେ ୫,୭୨,୬୯୯ଜଣ […]
୨୦୧୯ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସ୍ପି) ବହୁଜନ ସମାଜ ପାର୍ଟି(ବିଏସ୍ପି) ଏବଂ ରାଷ୍ଟ୍ରୀୟ ଲୋକଦଳ (ଆର ଏଲ୍ଡି) ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି । ଏନେଇ ଏସ୍ପି-ବିଏସ୍ଥପି- ଆରଏଲ୍ଡି ମେଣ୍ଟ ପକ୍ଷରୁ ତାଲିକା ପ୍ରକାଶ ପାଇଛି । […]
ପୁଲଓ୍ଵାମା ଆତଙ୍କବାଦୀ ହାମ୍ଲା ପରେ ପାକିସ୍ତାନକୁ ଏହାର କଡ଼ା ଜବାବ ଦେବା ପାଇଁ ଏବେ ସବୁ ମହଲରୁ ଦାବି ହେଉଛି। କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ନୀତୀନ୍ ଗଡ଼କରୀ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି, ପାକିସ୍ତାନ୍କୁ ଗୁଳିରେ ନୁହେଁ ବରଂ […]
ବଲିଉଡ୍ ଅଭିନେତା ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ’କେଶରୀ’ର ଟ୍ରେଲର୍ ଆଜି ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଜଣେ ଶିଖ୍ ଯୋଦ୍ଧା ଭୂମିକାରେ ଅଭିନୟ କରିଛନ୍ତି । ତିନି ମିନିଟ୍ର ଏହି ଟ୍ରେଲରଟି ଅକ୍ଷୟ କୁମାରଙ୍କ […]
ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବି କରି ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନବନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା ବନ୍ଦ ପାଳନ ଆରମ୍ଭ କରିଛି। ସଙ୍ଗଠନର କର୍ମୀମାନେ ବିଭିନ୍ନ ଜିଲ୍ଳା ମୁଖ୍ୟାଳୟ ଓ ସଦର ମହକୁମାମାନଙ୍କରେ ବିକ୍ଷୋଭ ପ୍ରଦଶର୍ନ […]
ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ୭ ଦିନ ପରେ ରାଜନୀତି ଜୋର୍ ଧରିଛି । କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛି । ଫେବୃୟାରୀ ୧୪ରେ ଅପରାହ୍ନ ୩ଟା ୧୦ରେ ପୁଲଓ୍ବାମା ଘଟଣା ଘଟିଥିବାବେଳେ ପ୍ରଧାନମନ୍ତ୍ରୀ ଏହି ସମୟରେ ଉତ୍ତରାଖଣ୍ଡ କର୍ବେଟ୍ […]
ରାଫେଲ ମାମଲାରେ ପୁର୍ନବିଚାର ଆବେଦନ ଏବଂ ସରକାରଙ୍କ ବିରୋଧରେ କୋର୍ଟରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ବିରୋଧରେ ରୁଜୁ ହୋଇଥିବା ମାମଲା ଉପରେ ଶୀଘ୍ର ଶୁଣାଣି କରିବାକୁ ସାମାଜିକ କର୍ମୀ ତଥା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ନିବେଦନ କରିଥିଲେ । […]
ବରଗଡ଼ର ଇଚ୍ଛାପାଲୀଠାରେ ଆୟୋଜିତ ଏକ ବିରାଟ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କାଳିଆା ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ୭୦୦ କୋଟି ଟଙ୍କାର ସହାୟତା ରାଶିକୁ ୧୪ ଲକ୍ଷରୁ ଅଧିକ ହିତାଧୀକାରଙ୍କ ଆକାଉଣ୍ଟକୁ ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ କରିଥିଲେ […]
ବଲିଉଡର ଖ୍ୟାତନାମା ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କର ମୁମ୍ବାଇର ସାର୍ ଏଚ୍.ଏନ୍. ରିଲାଏନ୍ସ ଫାଉଣ୍ଡେସନ୍ ହସିପିଟାଲରେ ପରଲୋକ ହୋଇଥିବା ଜଣାଯାଇଛି । ରାଜକୁମାର ବଡଜାତ୍ୟା ହେଉଛନ୍ତି ସୁପ୍ରସିଦ୍ଧ ପ୍ରଯୋଜନା ସଂସ୍ଥା ରାଜଶ୍ରୀ ପ୍ରଡକ୍ସନ୍ସର ପ୍ରତିଷ୍ଠାତା ତାରାଚନ୍ଦ ବଡଜାତ୍ୟାଙ୍କ ସୁପୁତ୍ର ତଥା ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ […]
ଗତ ୧୪ ତାରିଖରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ୍ ସହିଦ ହୋଇଥିବା ଘଟଣାରେ ଦେଶବାସୀ ସ୍ତବ୍ଧ ହୋଇ ରହିଥିବାବେଳେ ମନରେ ପ୍ରତିହିଂସାର ନିଆଁ ଲାଗିରହିଛି । ଠିକ୍ ଏହି ସମୟରେ ଆଉ ଏକ ଆକ୍ରମଣ ଯୋଜନାର ଖବର ମିଳିଛି […]
ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ଆଗାମୀ ଫିଲ୍ମକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଆଗାମୀ ଫିଲ୍ମ ‘ଡ୍ରିମଗାର୍ଲ’ରେ ଆୟୁଷ୍ମାନ ଖୁରାନା ସୀତାଙ୍କ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମରେ ସେ ଜଣେ ରାମଲୀଳାର କଳାକାର ଭାବେ […]
ଆସନ୍ତା ୧୫ରୁ ୨୦ ଦିନ ଭିତରେ ବାଜିପାରେ ସାଧାରଣ ନିର୍ବାଚନ ବିଗୁଲ୍। ତାରିଖ ଘୋଷଣା କରି ପାରନ୍ତି ନିର୍ବାଚନ କମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ ୬ ତାରିଖରେ ଶେଷ କ୍ୟାବିନେଟ୍ ବୈଠକ ଡାକିଥିବା ସୂଚନା ମିଳିଛି। ଏହିଦିନ ଦେଶର ସବୁ […]
ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଆସନ୍ତା ୨୬ ତାରିଖରେ ହେବ। ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖୁଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ। ପୂର୍ବରୁ ଏହି ମାମଲାର ଶୁଣାଣି ଜାନୁଆରୀ ୨୯ରେ […]