ରାଜସ୍ଥାନ : ଉତ୍ତରପ୍ରଦେଶର ହାଥରସ୍ ଯୁବତୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଜନୀତି ସରଗରମ ରହିଥିବାବେଳେ ରାଜସ୍ଥାନରେ ଚାଲିଥିବା ଏକ ସେକ୍ସ ରାକେଟ୍ର ପର୍ଦ୍ଦାଫାସ୍ ହୋଇଛି…
ଆଜିର ଖବର
କେରଳ: କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ତିନି ମାସରୁ ଉର୍ଦ୍ଧ୍ବ ଲକ୍ଡାଉନ୍ ଜାରିକରାଯାଇଥିଲା। ଏହି ଲକ୍ଡାଉନ୍ର ସମ୍ପୂର୍ଣ୍ଣ ସଦୁପଯୋଗ କରିଛନ୍ତି କେରଳର ଜଣେ…
ଭୁବନେଶ୍ବର : ଅକ୍ଟୋବର ମାସର ପ୍ରତ୍ୟେକ ଶନିବାର ଦିନ କୋର୍ଟ ବନ୍ଦ ରହିବ । ନଭେମ୍ବର 20ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ ଭର୍ଚୁଆଲ୍ ମୋଡ୍ରେ ଚାଲିବ । ବର୍ତ୍ତମାନ କୋର୍ଟ…
ଭୁବନେଶ୍ବର, ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କିସ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି।
#Manipur CM N Biren Singh pays floral tributes to #MahatmaGandhi on the occasion of #GandhiJayanti in Imphal.
ମାଲକାନଗିରି : ଜଙ୍ଗଲରୁ 21 କେଜି ଜିଲୋଟିନ୍ ଜବତ କରିଛନ୍ତି ବିଏସ୍ଏଫ୍ ଯବାନ। କାଲିମେଳା ଥାନା ରାଜନକୁଣ୍ଡା ଜଙ୍ଗଲରେ ଜିଲୋଟିନ୍ ଲୁଚାଇ ରଖିଥିବାର ସୂଚନା ରହିଥିଲା ।…
ବେଜିଂ : ଚୀନ୍ର ଏକ ଥିମ୍ ପାର୍କରେ ଅଗ୍ନିକାଣ୍ଡ ଘଟି 13ଗଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଚୀନ୍ର ଜାତୀୟ ଦିବସ ଅବସରରେ ଆଠ ଦିନିଆ…
ଭୁବନେଶ୍ବର, ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସ ଭବନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।.
କଳାହାଣ୍ଡି : ଆଜିଠୁ କଳାହାଣ୍ଡିବାସୀ ପାଇଲେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି । କଳାହାଣ୍ଡି ବାନେରଠାରେ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ। ଜୟପାଟଣା ବ୍ଲକର ବାନେରଠାରେ ନିର୍ମାଣ ହୋଇଥିବା…
ଯାଜପୁର : ଯାଜପୁର ବଇରୀ ବିଦ୍ୟାଧରପୁର ଗ୍ରାମରେ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ ହୋଇଛି । ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ନେଳିଆ ପଞ୍ଚାୟତର ବିଦ୍ୟାଧରପୁର…
ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 6ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡରୁ 3 ଲେଖାଏଁ ଆକ୍ରାନ୍ତଙ୍କର…
ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 600କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା…
ମାଲକାନଗିରି : ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି । ସୀମାରେ ଟାଓ୍ବାର ପୋଡିଛନ୍ତି । ମାଲ୍କାନଗିରି-ଛତିଶଗଡ ସୀମାରେ ମାଓ ହିଂସା ପରିଲକ୍ଷିତ ହୋଇଛି। ଛତିଶଗଡ୍ ସୁକ୍ମା ଜିଲ୍ଲା…
ସମ୍ବଲପୁର: ସମ୍ବଲପୁରରେ ପିଚୁ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ଚାରୋଟି ଦମକଳ ବାହିନୀ 4ଘଣ୍ଟାରୁ ଅଧିକ ସମୟ ଧରି…
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ନିଜେ ରାଷ୍ଟ୍ରପତି ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି। ସେ…
ନୂଆଦିଲ୍ଲୀ, ଆଜି ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବହାଦୂର ଶାସ୍ତ୍ରୀଙ୍କର ଆଜି ହେଉଛି ଜନ୍ମ ବାର୍ଷିକ। ଏହି ଉପଲକ୍ଷେ ଆଜି ତାଙ୍କୁ ବିଭିନ୍ନ ମହଲରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି।…
ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ୮୧,୨୧୪ କରୋନାଭାଇରସ୍ ଏବଂ ୧,୦୯୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଭାରତର ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୦୬୯…
ନୂଆଦିଲ୍ଲୀ, ଆଜି ହେଉଛି ଭାରତ ନିର୍ମାତା ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର 151 ଜନ୍ମ ଦିବସ। ଏହି ଦିବସରେ ଆଜି ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ…
ଭୁବନେଶ୍ବର, ବଙ୍ଗୋବ ସାଗରରେ ପୂର୍ବରୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶେଷରେ ଲଘୁଚାପ ରୂପ ନେଇଛି। ଗତକାଲି ରାତିରେ ପଶ୍ଚିମ କେନ୍ଦ୍ରୀୟ ତଥା ଓଡିଶା ଉପକୂଳରେ ଏହି ଲଘୁଚାପ…
Mass scientific planting of coconut saplings is being undertaken by the Dist Admin in 4 blocks under MGNREGA. The plantation,…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସାଂପ୍ରତିକ କରୋନା ମହାମାରୀ ସ୍ଥିତିରେ ପୋଲିସ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦର୍ଶନ କରିପାରିଛନ୍ତି। କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ବହୁ ପଦାଧିକାରୀ…

