ରୋଗୀଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ ହୋଇଛି । ମାଲକାନଗିରି ମେଡ଼ିକାଲ୍କୁ ଏହି ମାଗଣା ବସ୍ ସେବା ଆରମ୍ଭ ହୋଇଛି । ଗୁରୁପ୍ରିୟା ଓ ମୋଟୁରୁ ମାଲକାନଗିରି…
ଆଜିର ଖବର
ବଙ୍ଗୋପସାଗରରେ ଦୁଇଦିନର ଲଗାଣ ବର୍ଷା ପରେ ଆଜି ଟିକେ ପାଗ ଶିଖିଲା ରହିଛି । କିନ୍ତୁ ଏହି ଲଗାଣ ବର୍ଷା ଯୋଗୁଁ ଚାଷୀ କୂଳ ଚିନ୍ତାରେ ପଡିଯାଇଛି…
ନିକଟରେ ସ୍ୱାଧୀନତା ସଂଗ୍ରାମୀ ବୀର ସବରକରଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ଦେବା ନେଇ ଉଭୟ ସରକାର ଓ ବିରୋଧୀଙ୍କ ବାକ୍ଯୁଦ୍ଧ ଚାଲିଥିବାବେଳେ ଏବେ…
ମହାରାଷ୍ଟ୍ର ନିର୍ବାଚନରେ ବିଜେପି ଶିବସେନା ମେଣ୍ଟକୁ ସଂଖ୍ୟାଗରିଷ୍ଠତା ମିଳିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦଲାଗି ରହିଛି । ଗୋଟିଏ ପଟେ ବିଜେପି…
ହରିୟାଣା ରାଜନୀତିର ଛକାପଂଝା ଭିତରେ ଏବେ ସ୍ଥିରତା ଆସିଯାଇଛି । ରବିବାର ଦିନ ବିଜେପି ନେତା ମନୋହର ଲାଲ୍ ଖଟ୍ଟର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ…
ଯାଜପୁର ଜିଲ୍ଲାରେ ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇଜଣ ଯୁବକ ଗିରଫ ହୋଇଛନ୍ତି । ବହୁ ଲୋକଙ୍କ ଠାରୁ ଏହି ଯୁବକ ଠକି ଥିବା ପୋଲିସ ତଦନ୍ତରୁ…
ସମୀକ୍ଷା ବ୍ୟୁରୋ ବିଜେଡିରୁ ବହିଷ୍କୃତ ହୋଇ ବିଜେପିରେ ଯୋଗ ଦେଇ ପୁଣି ସେଠାରୁ ଇସ୍ତଫା ଦେଇଥିବା ଦାମୋଦର ରାଉତଙ୍କ ବିବୃତିକୁ ନେଇ ଏବେ ଓଡିଶା ରାଜନୀତିରେ ଚାଲିଛି…
ପେଣ୍ଟାଗନ୍ ପକ୍ଷରୁ ମାଇକ୍ରୋସଫ୍ଟକୁ 10 ବିଲିୟନ୍ ଡଲାରର ଚୁକ୍ତି ମିଳିବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଆମାଜନ୍ । ଆମାଜନ୍ ଏହି ଚୁକ୍ତି ହାସଲ ନେଇ…
ବେଙ୍ଗାଲୁରୁ ପୋଲିସ୍ ପକ୍ଷରୁ ରବିବାର ଦିନ 30 ଜଣ ବାଂଲାଦେଶୀ ନାଗରିକଙ୍କୁ ଅଟକ ରଖାଯାଇଛି । ବେଙ୍ଗାଲୁରୁ କ୍ରାଇମବ୍ରାଞ୍ଚ ପକ୍ଷରୁ 30 ଜଣଙ୍କୁ ବିନା ଭିସାରେ ଗିରଫ…
ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ହେବ କଲ୍ ସେଣ୍ଟର । ଏନେଇ ସବୁ ଡିଆରଡିଓର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି ଲେଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।…
ଆତ୍ମସ୍ବାଭିମାନୀ ମହିଳା ମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବା ଉଚିତ୍ ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମତ ଦେଇଛନ୍ତି । ବିଜେପି ସର୍ବଦା ଏପରି ରାଜନୈତିକ ବ୍ୟକ୍ତିତ୍ବଙ୍କୁ…
ଆସନ୍ତା କାଲି ଦୀପାବଳି ଉତ୍ସବ । ଏଥିପାଇଁ ସାରା ଓଡ଼ିଶା ଉତ୍ସବ ମୁଖର । ଦୀପାବଳି ପ୍ରସ୍ତୁତି ନେଇ ପୋଲିସ୍ କମିସନର ପ୍ରେସ୍ ମି୍ଟ୍ କରିଛନ୍ତି ।…
ଆସନ୍ତାକାଲି ଦୀପାବଳି । ଦୀପାବଳିରେ ବାଣ ଫୁଟାଇବା ବେଳେ ଯେପରି କୈାଣସି ଅଘଟଣ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଏହା…
ଲଘୁଚାପ ଜନିତ ବର୍ଷାରୁ ଏବେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇପଡିଥିଲେ ରାଜ୍ୟବାସୀ। ଏପରିକି ବର୍ଷା ବିତ୍ପାତ କାରଣରୁ…
ସମୀକ୍ଷା ବ୍ୟୁରୋ ଲଘୁଚାପ ବର୍ଷା ପ୍ରଭାବରେ ପାଣିଘେରରେ ରହିଛି ବାଣପୁରର ନନ୍ଦପୁର ଗ୍ରାମ । ନନ୍ଦପୁର ପଞ୍ଚାୟତର ନନ୍ଦପୁର ଗ୍ରାମର ବିଭିନ୍ନ ଘରେ ପାଣି ପଶିଯାଇଥିବା ବେଳେ…
ହରିୟାଣାରେ ସରକାର ଗଠନ ନେଇ ଜାରି କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଭାରତୀୟ ଜନତା ପାର୍ଟି ଜେଜେପି ସହ ମେଣ୍ଟ କରି ସରକାର ଗଠନ କରିବାକୁ…
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ମାଦିଲୀ-ଭଙ୍ଗା ସମୁଦ୍ର ମୁହାଣରେ ଏକ ଡଙ୍ଗା ବୁଡ଼ି ଯିବାରୁ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀଙ୍କ ନାମ ତପନ ଦାସ…
ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । କଟକର ଚାଉଳିଆଗଞ୍ଜ ପୁଲିସ୍…
ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ପୁଣି ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ ଅନଲାଇନରେ…
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲୋକାପଡା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ 50ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ମଧ୍ୟାହ୍ନ ଭୋଜନ ଖାଇବା ପରେ…
ଏଣିକି ବ୍ରାଜିଲ୍ ଯିବା ନିମନ୍ତେ ଭାରତୀୟ ନାଗରିକଙ୍କୁ ଭିସାର ଆବଶ୍ୟକତା ପଡିବ ନାହିଁ ବୋଲି ବ୍ରାଜିଲ୍ ରାଷ୍ଟ୍ରପତି ଜୈର୍ ବୋଲସୋନାରୋ ପ୍ରକାଶ କରିଛନ୍ତି । ଚଳିତ ବର୍ଷ…

