ଆଜିର ଖବର

ପାଣିପାଗ ବିଭାଗ ପକ୍ଷରୁ 7ଟି ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ପ୍ରଭାବରେ ରାଜ୍ୟରେ…

କାଳିଆ ଯୋଜନା ଯୋଜନା ସମୀକ୍ଷା ବୈଠକରେ ଆଜି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି ବଢାଇ ଦିଆଯାଇଛି । ଏହି ଯାଞ୍ଚର ଶେଷ ତାରିଖ ଥିଲା କାଲି…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାଜ୍ୟସଭା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜସ୍ଥାନ ରାଜ୍ୟସଭା ସାଂସଦ ପଦବୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନ…

ତେଲୁଗୁ ଅଭିନେତା ବିଜୟ ଦେବରକୋଣ୍ଡା ନିଜର ଆଗାମୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ସହିତ ନିଜ ଆଗାମୀ ଫିଲ୍ମ…

ଧାରା 370କୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଉଚ୍ଛେଦ କରାଯାଇଥିବା ବେଳେ ଏହା ବିରୋଧରେ କରାଯାଇଥିବା ମାମଲାକୁ ଦୁଇ ସପ୍ତାହ ଘୁଞ୍ଚାଇଛନ୍ତି । ମଙ୍ଗଳବାର ଦିନ କେନ୍ଦ୍ର ବିରୋଧରେ କରାଯାଇଥିବା…

2022 ରାଜ୍ୟଗୋଷ୍ଠୀ କ୍ରୀଡାରୁ ସୁଟିଂକୁ ବାଦ ଦିଆଯାଇଛି । ଭାରତର କ୍ରମାଗତ ବିରୋଧ ଏବଂ ଓହରିବାର ଧମକ ସତ୍ତ୍ବେଆଜି ରାଜ୍ୟଗୋଷ୍ଠୀ କ୍ରୀଡାର ମୁଖ୍ୟ ଲୁଇସ୍‌ ମାର୍ଟିନ୍‌ ଆଜି…

ଶେଷରେ ଶିକ୍ଷା ବିଭାଗର ନିଦ ଭାଙ୍ଗିଛି । ଏଣିକି ସରକାରୀ ବିଦ୍ୟାଳୟରେ ପ୍ରାଥମିକ ସ୍ତରରୁ ଗଣିତ, ଇଂରାଜୀ ଏବଂ ବିଜ୍ଞାନ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ପ୍ରଦାନ…

ସିକ୍କିମ୍‌ ରାଜନୀତିରେ ଏକ ମୋଡ ଦେଖିବାକୁ ମିଳିଛି । ଆଜି 10 ଜଣ ଏସ୍‌ଡିଏଫ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଭାରତୀୟ ସେୟାର ବଜାର ମୁମ୍ବାଇର ଲଗାଣ ବର୍ଷା ପ୍ରଭାବରେ ତଳୁଆ ରହିଛି। ଏହି ସମୟରେ ସେନ୍‌ସେକ୍ସ 200 ପଏଣ୍ଟ ତଳକୁ ଖସିଛି। ସେନ୍‌ସେକ୍ସ 200 ପଏଣ୍ଟ ତଳକୁ…

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଗତକାଲି ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇ ସାରିଛି । ଫଳରେ…

ସେପ୍ଟେମ୍ବର 7 ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-2 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବାନୁମାନ ଅନୁଯାୟୀ ଚନ୍ଦ୍ରଯାନ-2 ଚଳିତ ମାସ 20 ତାରିଖରେ…

କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି ଆମିକସ୍‌ କ୍ୟୁରୀ ଏନ୍‌ କେ ସାହୁ । ଜୁଲାଇ 23 ତାରିଖରେ ହାଇକୋର୍ଟ ସାହୁଙ୍କୁ ଆମିକସ୍‌ କ୍ୟୁରୀ ଭାବରେ ନିଯୁକ୍ତ କରିଥିଲେ…

କର୍ଣ୍ଣାଟକରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସେଠାକାର ପରିସ୍ଥିତି ବେଶ୍‌ ସଙ୍ଗୀନ ହୋଇପଡିଛି । ଏଠାରେ   ହଜାର ହଜାର ଘରେ ପାଣି ଭର୍ତ୍ତି ହୋଇଯାଇଥିବାବେଳେ ଅନେକ…

19 ବର୍ଷରୁ କମ୍‌ ଭାରତୀୟ ଦଳ ଇଂଲଣ୍ଡରେ ଅନୁଷ୍ଠିତ ତ୍ରୀରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍‌ ହୋଇଛି । ଅଧିନାୟକ ପ୍ରିୟମ ଗର୍ଗ (73) ରନ୍‌ କରି ଦଳର ବିଜୟରେ…