ଆଜିର ଖବର

ନୂଆଦିଲ୍ଲୀ: ସିକ୍କିମରେ ମେଘ ଫାଟିବାରୁ ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା ଉତ୍ତର ସିକ୍କିମରେ ଘଟିଛି। ତିସ୍ତା ନଦୀରେ…

ଭୁବନେଶ୍ବର: ଆଜି ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯିବେ। ତାହା ହେଲା ଆଜି ଅପରାହ୍ନରେ ରାଜ୍ୟର ୫ ଟି ସ୍ଥାନରେ ଅତ୍ୟାଧୁନିକ…

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀର କୃଷି ଭବନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ନେତାମାନଙ୍କୁ ଗିରଫ କରିବା ପରେ…

ନୂଆଦିଲ୍ଲୀ: ଚାଇନାର ହାଙ୍ଗଝୋରେ ଖେଳାଯାଉଥିବା ୨୦୨୩ ଏସୀୟ ଗେମ୍ସରେ ଭାରତ ଇତିହାସ ସୃଷ୍ଟି କରିଛି। ୨୦୨୩ ଏସୀୟ କ୍ରୀଡାର ୧୧ ତମ ଦିନରେ ଦୁଇଟି ପଦକ ଜିତି…

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରି ପଞ୍ଚାୟତର କନ୍ୟାରିବାଡି ଗାଁ ମୁହଁରେ ସେହି ଗ୍ରାମର ସୁଶିଲ କୁମାର ମହାନ୍ତିଙ୍କ ମୃତ ଦେହ…

ଭୁବନେଶ୍ବର: ଶ୍ରଦ୍ଧାଙ୍କୁ ନେଇ ବର୍ତ୍ତମାନ ବିରୋଧୀ ଦଳ ଉଠୁଛନ୍ତି ପଡୁଛନ୍ତି। ସେ କିଏ, କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହିତ ରୋମ ଯାଇଥିଲା, ସରକାର କାହିଁକି ତାଙ୍କ ପାଇଁ ଟିକେଟ…

ଭୁବନେଶ୍ୱର: କଟକରେ ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ଶତବାର୍ଷିକୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଆଜି ପ୍ରଜାତନ୍ତ୍ରକୁ ପୁରୁଣା…

ଭୁବନେଶ୍ବର: କେନ୍ଦ୍ରାପଡା ରସାବଳିକୁ ମିଳିଛି ଜିଆଇ ଟ୍ୟାଗ। ଫଳରେ ରସାବଳି ବ୍ୟବସାୟୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ବହୁ ପୂର୍ବରୁ ଏହାକୁ ଜିଆଇ ମାନ୍ୟତା ପାଇଁ ଦାବୀ କରାଯାଉଥିଲା।…

ଭୁବନେଶ୍ବର: ଆଉ କିଛି ସମୟ ପରେ ହେବ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ। ପୂର୍ବରୁ ଏହି ଉପନିର୍ବାଚନ ବେଳେ ହିଂସାକାଣ୍ଡ ଘଟିବାରୁ ତାହାକୁ ବନ୍ଦ ରଖାଯାଇଥିଲା। ଆଜି…

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ମଙ୍ଗଳବାର ଯାତ୍ରାର ୧୪ତମ ଦିବସରେ ୧୯୪୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ…

ନୂଆଦିଲ୍ଲୀ: ଅକ୍ଟୋବର ପହିଲା ପୂର୍ବାହ୍ନ ୧୦ଘଟିକା ସମୟରେ ସ୍ୱଚ୍ଛ ଭାରତ ମିଶନ ଦେଶରେ ଏକ ନୂଆ ଇତିହାସ ସୃଷ୍ଟି କଲ। କୋଟି କୋଟି ଲୋକ ସ୍ୱେଚ୍ଛାକୃତ ଭାବେ…

ଅସ୍ତରଙ୍ଗ/ପୁରୀ: ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ “ସ୍ୱକଳ୍ପ” ଅଧୀନରେ ବିଭିନ୍ନ ସ୍ଥାନରେ “ଉଦ୍ୟୋଗୀ ପରାମର୍ଶ ଶିବିର” ଆୟୋଜନ କରାଯାଉଛି। ମଙ୍ଗଳବାର ଦିନ ପୁରୀ…

ମେଷ: ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ…

ଭୁବନେଶ୍ବର: ଶେଷରେ କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳୀକୁ ଜିଆଇ ଟ୍ୟାଗ ମିଳିଛି। ଏ ନେଇ ଆଜି ସୂଚନା ଦିଆଯାଇଛି। ୨୦୨୧ରେ ଏହି GI ଟ୍ୟାଗିଂ ପାଇଁ ଆବେଦନ କରାଯାଇଥିଲା।…

ଭୁବନେଶ୍ବର: ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେସନ। ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେସନ ଆସନ୍ତାକାଲି ବା ବୁଧବାରରେ ଶେଷ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମକୁ ଆଜି ୯ ବର୍ଷ ପୂର୍ତ୍ତି ଅବସରରେ ମନ୍ କି ବାତ୍ ରେ ଅନ୍ତର୍ଭୁକ୍ତ କେତେକ ବିଷୟବସ୍ତୁ…

ଭୁବନେଶ୍ୱର: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏମ୍ସ ଭୁବନେଶ୍ୱରରେ ପ୍ରଭାବୀ ଢଙ୍ଗରେ ସ୍ୱତନ୍ତ୍ର ସ୍ଵଚ୍ଛତା ଅଭିଯାନ ୩.୦ର ଶୁଭାରମ୍ଭ ହୋଇଛି। ଗତକାଲି ଏମ୍ସ ପରିସରରେ ଆୟୋଜିତ ଏହି…

ନୂଆଦିଲ୍ଲୀ: କ୍ରୀଡା ଦୃଷ୍ଟିରୁ ମଙ୍ଗଳବାର ଚାଇନାର ହାଙ୍ଗଜୋରେ ଚାଲିଥିବା ଏସୀୟ ଗେମ୍ସର ଦଶମ ଦିନ ଭାରତ ପାଇଁ ଅତ୍ୟନ୍ତ ଶୁଭ ଥିଲା। ବିଶେଷକରି ଆଥଲେଟିକ୍ସରେ ଭାରତୀୟ ଆଥଲେଟ୍…

ନୂଆଦିଲ୍ଲୀ: ଖାଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ, ଆଜି କାନାଡାର ପ୍ରଧାନମନ୍ତ୍ରୀ…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ବିଜୟ ବିହାର ୩ ୟ ଗଳିର କାଳି ଚରଣ ପଣ୍ଡା ନାମକଙ୍କ ଘରେ ଏକ…

ଭୁବନେଶ୍ବର: କୋଭିଡ଼ ମହାମାରୀରେ ଶବର ସାଥି ସାଜିଥିଲେ ରୋହିତ, ଆଜି ସେ ନିଜେ ଆରପାରିକୁ ଚାଲି ଯାଇଛନ୍ତି। ତାଙ୍କୁ ଝୁରି ହେଉଛନ୍ତି ତାଙ୍କ ସହକର୍ମୀମାନେ। ସମସ୍ତଙ୍କୁ ସାହାଯ୍ୟ…