ମୁମ୍ବାଇ : ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ଗିରଫ କରିଛି ଇଡି । ଦୀର୍ଘ ସମୟର ମାରାଥନ ଜେରା ପରେ ଇଡି କପୁରଙ୍କୁ ଗିରଫ କରିଛି । ଦେୱାନ ହାଉସିଂ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ସହିତ ଆର୍ଥିକ ଅନିୟମିତତା ଅଭିଯୋଗ […]
ଭୁବନେଶ୍ବର, ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅଭିଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଏବଂ ଟ୍ରେନ ଗାର୍ଡ ମାନଙ୍କୁ ନେଇ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ […]
ଭୁବନେଶ୍ବର, ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଚାଲିଥିବା ହସ୍ତଶିଳ୍ପ ପ୍ରଦର୍ଶନୀରେ ଧିରେଧିରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। ପାଗ ଖରାପ ସତ୍ବେ ପ୍ରତ୍ୟେକ ଦିନ ବହୁ ଲୋକ ଏହି ପ୍ରଦର୍ଶନୀକୁ ଆସୁଥିବାର ପରିଲକ୍ଷିତ ହୋଇଛି। ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ବିଭାଗ […]
ନୂଆଦିଲ୍ଳୀ : ଦେବାଳିଆ ସ୍ଥିତି ମଧ୍ୟରେ ଗତି କରୁଥିବା ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଆରବିଆଇ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୟେସ୍ ବ୍ୟାଙ୍କରେ ନିବେଶ କରିବା […]
ନୂଆଦିଲ୍ଲୀ : କୋରୋନା ଭାଇରସ୍ ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଛି । ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଘଟିଥିବା ବେଳେ 2017 ପରଠାରୁ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏହି […]
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପରେ ଆରବିଆଇ ପକ୍ଷରୁ ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ଯୋଜନା ଘୋଷଣା କରାଯାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ୟେସ୍ ବ୍ୟାଙ୍କରେ ନିବେଶ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ନେଇ ଆରବିଆଇ […]
ନୂଆଦିଲ୍ଲୀ : ଭାରତୀୟ ବଜାରରେ ଲଞ୍ଚ ହୋଇଛି ସୁପର ଷ୍ଟାଇଲିସ୍ ବାଇକ୍ ହସ୍କଭର୍ଣ୍ଣା ବିଟ୍ପାଇଲେନ୍ । ଏହି ବାଇକ୍ ସିରିଜ୍ର 250 ସିସିର ବାଇକ୍ ଶୁକ୍ରବାର ଦିନ ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଭାରତୀୟ ବଜାରରେ ଏହି ବାଇକ୍ର ମୂଲ୍ୟ […]
ନୂଆଦିଲ୍ଲୀ : ୟେସ୍ ବ୍ୟାଙ୍କରେ ସଙ୍କଟ ଦେଖାଦେବା ପରେ ୟେସ୍ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 80 ପ୍ରତିଶତ ହ୍ରାସ ଘଟିବା ପରେ ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମତ ରଖିଛନ୍ତି । ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସୁରକ୍ଷିତ […]
ମୁମ୍ବାଇ : ଦେଶରେ କୋରୋନା ଭାଇରସ୍ର ଆତଙ୍କ ବଢି ଚାଲିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ସେୟାର ବଜାର ଉପରେ ପଡିଛି । ଶୁକ୍ରବାର ସପ୍ତାହର ଅନ୍ତିମ ଟ୍ରେଡିଂରେ ୟେସ୍ ବ୍ୟାଙ୍କ ଅଂଶଧନ ମୂଲ୍ୟରେ 80 ପ୍ରତିଶତ ହ୍ରାସ ଘଟିବା ସହିତ […]
ସମୀକ୍ଷା ବ୍ୟୁରୋ ଦେଶର ଅନ୍ୟତମ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ୟେସ ବ୍ୟାଙ୍କରେ ଆପଣ ପଇସା ଜମା କରିଛନ୍ତି କି? ତେବେ ଆପଣଙ୍କ ମୁଣ୍ଡରେ ଚଡକ ପଡିଲା ଜାଣନ୍ତୁ। ଆସନ୍ତା ଏପ୍ରିଲ ୩ ତାରିଖ ପର୍ୟନ୍ତ ଆପଣଙ୍କ ଖାତାରୁ ଆପଣ ୫୦ ହଜାର […]
ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ତାମିଲନାଡୁର ଏକ ଡିପାର୍ଟମେଣ୍ଟାଲ ଷ୍ଟୋରକୁ ଅଧିଗ୍ରହଣ କରିଛି । ତାମିଲନାଡୁର ଶ୍ରୀ କନ୍ନନ ଡିପାର୍ଟମେଣ୍ଟାଲ ଷ୍ଟୋରକୁ 152 କୋଟି ଟଙ୍କାରେ ରିଲାଏନ୍ସ ଅଧିଗ୍ରହଣ କରିଛି । ଗୁରୁବାର ଦିନ ରିଲାଏନ୍ସ ପକ୍ଷରୁ 152.5 କୋଟି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶାର ଜିଏସ୍ଟି ଆୟରେ ଅଭିବୃଦ୍ଧି ଘଟିଛି । ମଙ୍ଗଳବାର ଓଡିଶା ଅର୍ଥବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଏସ୍ଟି ଆୟରେ 11 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଏପ୍ରିଲ୍ 2019ରୁ ଫେବୃୟାରୀ 2020 ମଧ୍ୟରେ ଏହି […]
ନୂଆଦିଲ୍ଲୀ : ଅଜୟ ଭୂଷଣ ପାଣ୍ଡେଙ୍କୁ ଅର୍ଥ ସଚିବ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ମଙ୍ଗଳବାର କ୍ୟାବିନେଟ୍ କମିଟି ପକ୍ଷରୁ ପାଣ୍ଡେଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ବର୍ତ୍ତମାନର ସଚିବ ରହିଥିବା ରାଜୀବ କୁମାରଙ୍କ ସ୍ଥାନରେ ଅଜୟ ଭୂଷଣ […]
ମୁମ୍ବାଇ : ଭୋଡାଫୋନ୍ ଆଇଡିଆ ପକ୍ଷରୁ ଟେଲିକମ୍ ମନ୍ତ୍ରାଳୟକୁ 3 ହଜାର କୋଟିର ବକେୟା ରାଶି ପ୍ରଦାନ କରାଯାଇଛି । ମଙ୍ଗଳବାର ଭୋଡାଫୋନ୍ ଏୟାରଟେଲ୍ ପକ୍ଷରୁ 3042 କୋଟି ଟଙ୍କା ପ୍ରଦାନ କରାଯାଇଛି । ମଙ୍ଗଳବାର ଏୟାରଟେଲ ପକ୍ଷରୁ ମଧ୍ୟ 2 […]
ମୁମ୍ବାଇ : ସେଲ୍ଫି ଲଭରଙ୍କ ପାଇଁ ଖୁସି ଖବର । ଓପ୍ପୋ ପକ୍ଷରୁ ରେନୋ 3 ନାମକ ଏକ ନୂତନ ଫୋନ୍ର ଲଞ୍ଚ କରାଯାଇଛି । ଡିସେମ୍ବରରେ ଚୀନ୍ ବଜାରରେ ଏହି ଫୋନ୍ ଲଞ୍ଚ ହୋଇଥିବା ବେଳେ ସୋମବାର ଏହି ଫିଲ୍ମଟି […]
ନୂଆଦିଲ୍ଲୀ : ଏଣିକି ବିମାନରେ ମିଳିବାକୁ ଯାଉଛି ମାଗଣା ଓ୍ବାଇଫାଇ ସେବା । ପୂର୍ବରୁ ଏ ସମ୍ପର୍କରେ ଘୋଷଣା କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ବିଳମ୍ବ କରାଯାଉଥିଲା ମାତ୍ର ଶେଷରେ ରବିବାର ଦିନ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ […]
ମୁମ୍ବାଇ : କ୍ରମାଗତ 6 ଦିନ ଧରି ତଳୁଆ ରହିବା ପରେ ଉପରକୁ ଉଠିଛି ଭାରତୀୟ ସେୟାର ବଜାର । ସପ୍ତାହ ଏବଂ ମାସର ପ୍ରଥମ ଟ୍ରେଡିଂରେ ସୋମବାର ଦିନ ସେନସେକ୍ସ 750 ପଏଣ୍ଟ ଉପରକୁ ଉଠିଛି । ସକାଳର ପ୍ରଥମ […]
ମୁମ୍ବାଇ : ଭାରତୀୟ ବଜାରର ଅନ୍ୟତମ ଶ୍ରେଷ୍ଠ କାର୍ ହ୍ୟୁଣ୍ଡାଇର ବିକ୍ରିରେ ହ୍ରାସ ଘଟିଛି । ରବିବାର ହ୍ୟୁଣ୍ଡାଇ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫେବୃୟାରୀ ମାସରେ କାର୍ର ବିକ୍ରିରେ 10.3 ପ୍ରତିଶତ ହ୍ରାସ ଘଟିଛି । ଚଳିତ ବର୍ଷ ଫେବୃୟାରୀରେ […]
ଭୁବନେଶ୍ବର, ଆସନ୍ତା ମାର୍ଚ୍ଚ ମାସରେ ପ୍ରାୟ 8 ଦିନ ଧରି ବନ୍ଦ ରହିବ ବ୍ୟାଙ୍କ ସେବା। ଏହାଦ୍ବାରା ବ୍ୟାଙ୍କ ଗ୍ରାହକମାନେ ନିଶ୍ଚିତ ଅସୁବିଧାର ସମ୍ମୁଖୀନ ହେବେ। ତେବେ ତା ପୂର୍ବରୁ ଜରୁରୀ ବ୍ୟାଙ୍କ କାମ ଶେଷ କରିଦେବା ଆବଶ୍ୟକ। ଅର୍ଥାତ ମାର୍ଚ୍ଚ […]
ମୁମ୍ବାଇ : ଟେଲିକମ୍ ମନ୍ତ୍ରାଳୟକୁ ଭାରତୀ ଏୟାରଟେଲ ପକ୍ଷରୁ 8 ହଜାର କୋଟି ଟଙ୍କାର ବକେୟା ରାଶି ପ୍ରଦାନ କରାଯାଇଛି । ଏୟାରଟେଲ୍ର ସମୁଦାୟ ବକେୟା ରାଶି 35 ହଜାର 5 ଶହ କୋଟି ଟଙ୍କା ରହିଥିଲା । ଆଜିର 8004 […]
ମୁମ୍ବାଇ : ହୁରୁନ୍ ଗ୍ଲୋବାଲ୍ ପକ୍ଷରୁ ଶନିବାର ଦିନ ବଶ୍ବର ଶ୍ରେଷ୍ଠ ଧନୀକଙ୍କ ତାଲିକା ପ୍ରକାଶ ପାଇଛି । ଏକମାତ୍ର ଭାରତୀୟ ଭାବରେ ମୁକେଶ ଅମ୍ବାନୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଶନିବାର ପ୍ରକାଶିତ ତାଲିକାରେ ଅମ୍ବାନୀ ନବମ ସ୍ଥାନରେ […]